ଓଡିଶାରୁ ଦିଲ୍ଲୀ ଗଞ୍ଜେଇ କାରବାର ନେଟୱର୍କ, ସ୍ୱାମୀସ୍ତ୍ରୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ ।
ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷିଣ ଦିଲ୍ଲୀରେ ଗଞ୍ଜେଇ କାରବାର କରୁଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୨୦୫.୬୮ କିଲୋ ଗଞ୍ଜେଇ ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ସୁମିତ ଶର୍ମା ଏବଂ ତାଙ୍କ ପତ୍ନୀ…