ତମାଖୁ ଉତ୍ପାଦନ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ ସ୍ମାରକପତ୍ର । ପୁରୀରେ ବିଶ୍ଵ ତମାଖୁ ବର୍ଜନ ଦିବସ
ଶବ୍ଦ ଓଡିଶା ବ୍ୟୁରୋ: ତମାଖୁ ଉତ୍ପାଦନ ବନ୍ଦ ପାଇଁ ଓଡ଼ିଶାର ଶହଶହ ଅନୁଷ୍ଠାନ ଶପଥ ନେଇଛନ୍ତି । ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିରରୁ ଅନେକ ସରକାରୀ ଅଧିକାରୀ,ଶହଶହ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଅନୁଷ୍ଠାନ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ,ସ୍କାଉଟ ଆଣ୍ଡ ଗାଇଡସ୍, ଡାକ୍ତର,ନର୍ସ ଏକ…