Sun. Nov 29th, 2026

Category: ଓଡ଼ିଶା

ରାସ୍ତା କାଦୁଅରେ ଗାଧେଇଲେ ବିଧାୟିକା

ରୋଡ ମଝିରେ ବିଧାୟିକାଙ୍କ ହାଇ ଡ୍ରାମା। ଝଡଖଣ୍ଡର ମହଗମାରୁ କଂଗ୍ରେସ ବିଧାୟକ ଦୀପିକା ପାଣ୍ଡେ ସିଂ ତାଙ୍କ ଅଞ୍ଚଳ ଦେଇ ଯାଉଥିବା ଜାତୀୟ ରାଜପଥ ୧୩୩ ର ଦୁର୍ଦ୍ଦଶା ବିରୁଦ୍ଧରେ ରାସ୍ତାରେ ଏକ ଧାରଣାରେ ବସିଥିଲେ। ସେ ବୁଧବାର ସକାଳେ ଘଟଣାସ୍ଥଳରେ…

ଚୌଦ୍ୱାର ଓଟିଏମ ସ୍କୁଲରେ କୁଇଜ ପ୍ରତିଯୋଗିତା

ଚୌଦ୍ବାର ସ୍ଥିତ ଓଟିଏମ ହାଇସ୍କୁଲର କାୟା କଳ୍ପ ପକ୍ଷରୁ ଅମୃତ ମହୋତ୍ସବ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦଘାଟନ କରିଥିଲେ ସ୍କୁଲର ବରିଷ୍ଠ ଶିକ୍ଷକ ଜିତେନ୍ ରାଉତ। ନାଲକୋର ବରିଷ୍ଠ କର୍ମକର୍ତ୍ତା ଡ଼ଃ ସୁରେନ୍ଦ୍ର କହଁର ଓ ଶିକ୍ଷାବିତ୍…

କ୍ଲାସ ଶେଷ ହେବା ପରେ ଆଉ କ୍ୟାମ୍ପସରେ ଜମିବନି ଖଟି

ଏଣିକି କ୍ଲାସ ଶେଷ ହେବା ପରେ ଆଉ କ୍ୟାମ୍ପସରେ ଜମିବନି ଖଟି । ପୂର୍ବ ଭଳି ସାଙ୍ଗସାଥି ମେଳ କରି ପିଲାମାନେ ଆଉ କଲେଜରେ ସମୟ ବିତାଇ ପାରିବେ ନାହିଁ । କାରଣ ଶିକ୍ଷାବିଭାଗ କ୍ୟାମ୍ପସ ପରିସରରେ ଶୈକ୍ଷିକ ବାତାବରଣ ରଖିବା…

ନିବେଦିତା ଲେଙ୍କାଙ୍କୁ ସମ୍ମାନଜନକ ବେସାନ୍ତ ସେଲ୍ଫଲେସ ସର୍ଭିସ ସମ୍ମାନ

ଭୁବନେଶ୍ୱର ରୟାଲ କଲେଜ ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜି, ଅଡିଟୋରିଅମ ହଲରେ ଦ ଥିଓସଫିକାଲ ଅର୍ଡର ଅଫ ସର୍ଭିସ( The Theosophical order of Service) ଭୁବନେଶ୍ୱର ଶାଖା ତରଫରୁ ନବମ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର…

ପକ୍ଷୀଙ୍କୁ ଖାଇବା ଦେବାକୁ ନେଇ କ’ଣ କହୁଛି ଶାସ୍ତ୍ର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ଗତି କାରଣରୁ ମଣିଷ ଜୀବନ ରେ ଉନ୍ନତି, ଅବନତି ଓ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ମାନ୍ୟତା ରହିଛି ଯେ ନିଜର ଦୁର୍ଭାଗ୍ୟ କୁ ଦୂର କରିବା ପାଇଁ ଶାସ୍ତ୍ର ର ବର୍ଣ୍ଣନା…

ବିଶ୍ୱର ପ୍ରଥମ ଇଞ୍ଜିନିୟର ପ୍ରଭୁ ବିଶ୍ୱକର୍ମାଙ୍କର କିଛି ଅଜଣା କଥା

ଆଜି ହେଉଛି ବିଶ୍ୱକର୍ମା ପୂଜା। ଦେବତାମାନଙ୍କର ସ୍ଥପତି ତଥା ବିଶ୍ୱର ପ୍ରଥମ ଇଞ୍ଜିନିୟର ହେଉଛନ୍ତି ପ୍ରଭୁ ବିଶ୍ବକର୍ମା । ସ୍ଥାପତ୍ୟ କଳା ବିଷୟରେ ଜାଣିଥିବା ଭଗବାନ ବିଶ୍ୱକର୍ମା ମଧ୍ୟ ବାସ୍ତୁ ଶାସ୍ତ୍ରର ଜଣେ ମହାନ ପଣ୍ଡିତ ଅଟନ୍ତି। ତେବେ କ’ଣ ରହିଛି…

କେନ୍ଦ୍ର ପରେ ଖୁବଶୀଘ୍ର ରାଜ୍ୟରେ ଲାଗୁହେବ ଭେଇକିଲ ସ୍କ୍ରାପେଜ୍ ପଲିସି

ଓଡ଼ିଶାରେ ଆଉ ଗଡିବନି ପୁରୁଣା ଗାଡ଼ି। ରାସ୍ତାରେ ଆଉ ଦିଶିବନି ୧୫ ଓ ୨୦ ବର୍ଷର ପୁରୁଣା ଯାନ। କାରଣ ରାଜ୍ୟ ସରକାର ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାରଙ୍କ ଭେଇକିଲ ସ୍କ୍ରାପେଜ୍ ପଲିସି। ଏହି ନୀତି ଅନୁସାରେ, ୧୫…

ପିଲାଙ୍କ ମେଣ୍ଟାଲ ହେଲଥ ପାଇଁ ଏନସିଇଆରଟି ପକ୍ଷରୁ ଗାଇଡଲାଇନ୍ସ ଜାରି

ପାଠ ପଢ଼ିବା ସହିତ ଏଣିକି ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବେ । ଏନେଇ ସମସ୍ତ ସ୍କୁଲ ପାଇଁ ଜାତୀୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଏଥିରେ…

ଦାମନଯୋଡ଼ି ପଶ୍ଚିମ‌ଓଡ଼ିଶା କମିଟି ପକ୍ଷରୁ ନୂଆଖାଇ ପାଳିତ

ଦାମନଯୋଡ଼ି ପଶ୍ଚିମ‌ଓଡ଼ିଶା କମିଟି ପକ୍ଷରୁ ସେକ୍ଟର-୩ ସ୍ଥିତ ମାଉସୀ ମା ମନ୍ଦିର ପରିସରରେ ନୂଆଖାଇ ଭେଟଘାଟ କାର୍ଯ୳କ୍ରମ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ତଥା ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୁଶିଲ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା…

ରାସନ କାର୍ଡରେ ଯୋଡ଼ନ୍ତୁ ନୂଆ ସଦସ୍ୟଙ୍କ ନାଁ; ଜାଣନ୍ତୁ ଏହି ପ୍ରକ୍ରିୟା ବିଷୟରେ

ରାସନ କାର୍ଡକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା। ବିବାହ ପରେ ଘରର ନୂଆ ସଦସ୍ଯଙ୍କ ନାଁ କାର୍ଡରେ ଯୋଡ଼ି ହୋଇନଥିଲେ, ତା’କୁ କରିବା ଉଚିତ। ଏଥି ପାଇଁ ଆବଶ୳କ ନିୟମାବଳୀକୁ ଆପଣେଇବାକୁ ହେବ। ନୂତନ ସଦସ୍ୟ ନାମ କିପରି ଯୋଡିବେ:- -ଯଦି…