Sun. Nov 29th, 2026

Author: Niharika Mohanty

ଭିଡିଓ କନଫରେନ୍ସି ଜରିଆରେ ବାଣପୁରର ୪ଟି ସ୍କୁଲକୁ 5Tରେ ରୂପାନ୍ତରଣ କଲେ ମୁଖ୍ୟମନ୍ତ୍ରୀ

ଭିଡିଓ କନଫରେନ୍ସି ମାଧ୍ୟମରେ ଓଡିଶାରେ ୩୨୩ ସ୍କୁଲକୁ ରୂପାନ୍ତରଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଜିଲ୍ଲାରେ ୬୨ଟି ସ୍କୁଲକୁ ରୂପାନ୍ତରଣ କରିଥିବା ସମୟରେ ବାଣପୁରର ୪ଟି ସ୍କୁଲକୁ ସାମିଲ କରାଯାଇଛି। ବାଣପୁର ଏନଏସି ନୋଡାଲ ସ୍କୁଲ, ବିଷ୍ଣୁଡିହ ପଞ୍ଚାୟତର ଖଣତ ୟୁଜି…

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ । ଖୁବଶୀଘ୍ର ପ୍ରଶାସନ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧା ପ୍ରତି ପ୍ରାଧାନ୍ୟ ଦେଉଛନ୍ତି ସରକାର ବୋଲି କହିଛନ୍ତି ଆଇନ…

ପାୱାର କାଟିବାକୁ ନେଇ ସସପେଣ୍ଡ ହେବେ ଇଲେକ୍ଟ୍ରିସିଆନ

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଲାଇଟ କଟିବା ଘଟଣା । ବିଶ୍ଵବିଦ୍ୟାଳୟ ଇଲେକ୍ଟ୍ରିସିଆନ ସସପେଣ୍ଡ । ତଦନ୍ତ ପାଇଁ ଗଠନ ହୋଇଛି ୩ ଜଣିଆ କମିଟି । ତଦନ୍ତ ପରେ ଯିଏ ଦାୟୀ ଥିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଏନେଇ…

ଚଳଚଞ୍ଚଳ ରଥଖଳା, ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ରଥ ନିର୍ମାଣର ଦିବସରେ ତିନିରଥର ନିର୍ମାଣକାରୀ ସେବକ ମାନେ ସକାଳ ୮ ଟାରେ ରଥଖଳା ଠାରେ ଉପସ୍ଥିତ ହୋଇ ନିଜ ନିଜର ଉପସ୍ଥାନ ଦେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ରଥ ନିର୍ମାଣର ଦିବସରେ ରଥଖଳା ଯନ୍ତାଗାଡ଼ ଠାରେ…

ଅନ୍ଧକାରରେ ଭାଷଣ ଦେଲେ ରାଷ୍ଟ୍ରପତି, ଜନ୍ମମାଟିରେ ବିକାଶର ଧାରାକୁ ନେଇ ଉଠିଲା ପ୍ରଶ୍ନ

ରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଲା ବେଳେ ଅନ୍ଧାର ହୋଇଯାଇଥିଲା । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଉଥିଲେ ରାଷ୍ଟ୍ରପତି । ଭାଷଣ ଆରମ୍ଭ କରିବାର ଅଳ୍ପ…

ମହଙ୍ଗା ପଡିଲା ସାମ୍ବାଦିକଙ୍କୁ ସୂଚନା ନଦେବା; ତଣ୍ଡ ଗଣିଲେ ଥାନା ଆଇଆଇସି

ପୂର୍ବତନ କୁମ୍ଭାରପଡ଼ା ଥାନା ଆଇଆଇସି କୁଳମଣି ସେଠୀଙ୍କୁ ପନ୍ଦର ହଜାର ଟଙ୍କା ଜରିମାନା, ଭବିଷ୍ୟତରେ ସୂଚନା ପ୍ରଦାନରେ ବିଳମ୍ବ ନକରି କରିବା ପାଇଁ କଡ଼ା ଚେତାବନୀ ଦେଲେ ମୁଖ୍ୟ ସୂଚନା କମିଶନ। ସୂଚନା ଅଧିକାର ଆଇନ ଉଲଂଘନ ଓ ତଥ୍ୟ ପ୍ରଦାନରେ…

ବାହାହେବେ ଆଉ ଏକ ଜିଲ୍ଲାପାଳ ଯୋଡ଼ି

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ହେବ ଦ୍ବିତୀୟ ବିବାହ। ଚଳିତ ମାସରେ ବାରଣାସୀରେ ବାହା ହେବେ ୨ ଆଇଏଏସ୍। ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ବିବାହ କରିଥିବାବେଳେ ସ୍ବଧା ବଲାଙ୍ଗୀର…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କୋଠା ନିର୍ମାଣକୁ ଅନୁମତି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କୋଠା ନିର୍ମାଣକୁ ଅନୁମତି ମିଳିଛି।ନିୟନ୍ତ୍ରିତ ଅଞ୍ଚଳରେ କୋଠା ନିର୍ମାଣକୁ ମିଳିଲା ଏନଓସି। ଏହି ନିର୍ମାଣରେ ଏନଏମଏ ଏନଓସି ପ୍ରଦାନ କରିଛି। ଏହା ସହ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଦେଇଥିଲା ଏନଏମଏ। ପରେ ମନ୍ଦିର ପ୍ରଶାସନର ୩…

ଆକ୍ସନ ମୁଡରେ ପୁରୀ ଅବକାରୀ ବିଭାଗ; ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

ପୁରୀ ଜିଲ୍ଲାରେ ଅବକାରୀ ବିଭାଗର ଚଢ଼ାଉ। ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ସଦର ଥାନା ଅଧୀନରେ ଥିବା କାସିହରିପୁର୍…

ଖେଳ ପାଇଁ ନୁହେଁ, ଲଭ୍ ବାର୍ଡଙ୍କୁ ଦେଖି କମ୍ପିଲା ଷ୍ଟାଡିୟମ, ଭାବୀ ଜିନ୍ଦାବାଦର ସ୍ଲୋଗାନ ଦେଲେ ଦର୍ଶକ

ସୋସିଆଲ ମିଡିଆରେ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ ବିବାହକୁ ନେଇ କ୍ରମାଗତ ଆଲୋଚନା ହେଉଛି। ୟୁଜର୍ସ ଦାବି କରୁଛନ୍ତି ଯେ ପରିଣୀତି ଓ ରାଘବ ବିବାହ କରିବାକୁ ଯୋଜନା କରୁଛନ୍ତି। ଯଦିଓ, ପରିଣୀତି ବିବାହ ପ୍ରଶ୍ନର ଗୋଳମାଳ ଉତ୍ତର ଦେଇଥିବାର…