Mon. Nov 30th, 2026

Author: Niharika Mohanty

ଅନ୍ତର୍ଜାତୀୟ ନିଶାସେବନ ଓ ଅବୈଧ ନିଶାକାରବାର ନିରୋଧ ଦିବସ ପାଳିତ

ରାୟଗଡା ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ଅନ୍ତର୍ଜାତୀୟ ନିଶାସେବନ ଓ ଅବୈଧ ନିଶାକାରବାର ନିରୋଧ ଦିବସ ପାଳିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।…

“ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ହୋଇଥିଲା ଦୁର୍ଘଟଣା”

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବଡ଼ ଦୁର୍ଘଟଣା । ସୂଚନା ଦେଲେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ । ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତନାଘନା । ପଚରାଉଚରା ପରେ OSRTC ବସ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ…

ପୁରୀରେ ୭୫ଗ୍ରାମ ହିରୋଇନ୍ ଜବତ

ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଛି ଚଢ଼ାଉ। ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ବୀର ଗୋବିନ୍ଦପୁର ସ୍ଥିତ ଦକ୍ଷିଣ…

ଆଡ଼ପ ଦର୍ଶନ ହେଲା ଶେଷ ଦର୍ଶନ

ଆଡ଼ପ ଦର୍ଶନ ହେଲା ଶେଷ ଦର୍ଶନ। ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ବେଳେ ଭକ୍ତଙ୍କ ମୃତ୍ୟୁ। ମୃତ ଭକ୍ତ ହେଉଛନ୍ତି କାକଟପୁର ଅଞ୍ଚଳର ଲକ୍ଷ୍ମୀଧର ଖୁଣ୍ଟିଆ । ଦର୍ଶନ ସାରି ଫେରିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ ଭକ୍ତ। ଗୁରୁତର ଅବସ୍ଥାରେ…

ଅଡ଼ୁଆରେ 5T ସଚିବ

5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଅଡ଼ୁଆ ବଢିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟକୁ କେନ୍ଦ୍ର ଦେଲା ନିର୍ଦେଶ । ଗତ କିଛି ଦିନ ହେବ 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ରାଜ୍ୟ ଭ୍ରମଣ…

ଚାକିରିରୁ ବିଦା ହେଲେ କୁବେର ଉପଜିଲ୍ଲାପାଳ

ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ୨ ଦିନ ପୂର୍ବେ ପ୍ରଶାନ୍ତଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ ପରେ ସେ ଗିରଫ ହୋଇଥିଲେ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଆଗାମୀ ୩ ଦିନ ପ୍ରବଳ ବର୍ଷିବ

ସକ୍ରିୟ ଲଘୁଚାପ ପ୍ରଭାବରେ ୨୯ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆଜି ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଜିଲ୍ଲାକୁ ୱାର୍ଣ୍ଣିଂ।…

ଦିଗପହଣ୍ଡି ଦୁର୍ଘଟଣା ପରେ ଭାଇରାଲ ହେଉଛି ବାହାଘରର ଫଟୋ

ଦିଗପହଣ୍ଡି ଦୁର୍ଘଟଣା ପରେ ଭାଇରାଲ ହେଉଛି ବାହାଘରର ଫଟୋ । ଏଇ ବାହାଘରରେ କେତେ ଖୁସି ମନେଇଥିଲେ । ହସିଥିଲେ, ନାଚିଥିଲେ । ସେ ସବୁର ଫଟୋ ଏବେ ସୋସିଆଲ ମିଡିଆାରେ ଘୁରି ବୁଲୁଛି । ହସଖୁସି ମୁହୂର୍ତ୍ତର ଏଇ ଫଟୋ…

ପୋଲିସ ହାତରେ ଧରାପଡିଲା ଓଏସଆରଟିସି ବସ୍ ଡ୍ରାଇଭର

ଭୟଙ୍କର ବସ୍ ଦୁର୍ଘଟଣାରେ ଖେଳି ଯାଇଛି ଶୋକର ଛାୟା। ୧୧ ଜଣଙ୍କ ଜୀବନ ଯାଇଛି। ତେବେ ଏସବୁ ଅଘଟଣ ଭିତରେ ଧରାପଡିଲା ଓଏସଆରଟିସି ବସ୍ ଡ୍ରାଇଭର । ଦୁର୍ଘଟଣା ଘଟାଇ ଥିବା ଓଏସଆରଟିସି ବସ୍ ଡ୍ରାଇଭରକୁ ଧରିଲା ପୋଲିସ । ବରମୁଣ୍ଡା…

ବିଚ୍ ରାସ୍ତାରେ ଫିଲ୍ମ ଷ୍ଟାଇଲରେ ଲୁଟ କଲେ କଲେ ଦୁର୍ବୃତ୍ତ

ଫିଲ୍ମ ଷ୍ଟାଇଲରେ ଆସି ଗୋଟିଏ କାର୍‌କୁ ଅଟକାଇ ଲୁଟ କରିଛନ୍ତି। ଜଣେ ଡେଲିଭରୀ ଏଜେଣ୍ଟ ଓ ତାଙ୍କ ସହଯୋଗୀଙ୍କୁ ବନ୍ଧୁକ ଦେଖାଇ ସେମାନେ ନଗଦ ୨ ଲକ୍ଷ ଟଙ୍କା ନେଇ ଯାଇଛନ୍ତି। ଡେଲଭରୀ ଏଜେଣ୍ଟ ଗୁରୁଗ୍ରାମକୁ ଟଙ୍କା ଦେବାକୁ ଯାଉଥିବା ବେଳେ…