Sun. Nov 29th, 2026

Author: sabdamedia

ଦେଶର ୭୧ ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ କେନ୍ଦ୍ର ସରକାର ଦେବେ ନିଯୁକ୍ତିପତ୍ର

ଶବ୍ଦ ଓଡିଶା ବ୍ୟୁରୋ: ଦେଶର ୭୧ ହଜାର ଯୁବକ ଯୁବତୀଙ୍କୁ ଆଜି ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବ ନିଯୁକ୍ତ କର୍ମଚାରୀଙ୍କୁ ସାମ୍ବାଧନ କରିବେ । ଦେଶର ୪୫ଟି ସ୍ଥାନରେ…

ବଜ୍ରକାପ୍ତା ଚାଲାଣ କରୁଥିଲେ ଫରେଷ୍ଟର: ୬ଜଣଙ୍କୁ ଗିରଫ କଲା ପୋଲିସ

ଶବ୍ଦ ଓଡିଶା ବ୍ୟୁରୋ: ବେଆଇନ ଭାବେ ବଜ୍ରକାପ୍ତା ଚାଲାଣ କରୁଥିଲେ ବନ ବିଭାଗ ଅଫିସର । ଚଢାଉ କରି ଧରିଲା ପୁଲିସ । ମୟୁରଭଞ୍ଜ କପ୍ତିପଦା ଅଞ୍ଚଳରେ ଚଢାଉ କରି ପୁଲିସ ଏକ ବଜ୍ରକାପ୍ତା କାତି ଜବତ କରିବା ସହ ୬…

ଭୁବନେଶ୍ୱରରୁ ଦୁବାଇ ଉଡିଲା ବିମାନ

ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ୱରରୁ ଦୁବାଇକୁ ସିଧା ଉଡ଼ିଲା ବିମାନ। ପ୍ରଥମ ଦିନରୁ ଫୁଲ୍‌ କାପାସିଟିରେ ଯାତ୍ରା କରିଛି ଇଣ୍ଡିଗୋ ବିମାନ। ତେବେ ଓଡ଼ିଶାରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭରୁ ତେଜିଛି ଅସନ୍ତୋଷର ରାଜନୀତି। କାରଣ ଭୁବନେଶ୍ୱରରୁ ଦୁବାଇ ଅଭିମୁଖେ…

ତାମିଲନାଡ଼ୁ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଶବ୍ଦ ଓଡିଶା ବ୍ୟୁରୋ: ତାମିଲନାଡ଼ୁର ଭିଲ୍ଲୁପୁରମ ଏବଂ ଚେଙ୍ଗଲପଟ୍ଟୁରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଭିଲ୍ଲୁପୁରମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚେଙ୍ଗଲପଟ୍ଟୁରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।…

ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା

କନକ ବ୍ୟୁରୋ : ଅର୍କେଶ ସିଂ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତିତାଙ୍କ ପତ୍ନୀ ଅଦ୍ରିଜା ସିଂ। ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି…

କଟକ ଏସସିବିରେ ଖୋଲିବ ରାଜ୍ୟର ପ୍ରଥମ ବୋନ ବ୍ୟାଙ୍କ୍

ଶବ୍ଦ ଓଡିଶା ବ୍ୟୁରୋ: କଟକ ଏସସିବିରେ ଖୋଲିବ ରାଜ୍ୟର ପ୍ରଥମ ବୋନ ବ୍ୟାଙ୍କ୍ । ଏଥିପାଇଁ ଅସ୍ଥିଶଲ୍ୟ ବିଭାଗରେ ସମସ୍ତ ପ୍ରସ୍ତୁତି ସରିଛି । ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବା ବେଳେ ମେସିନ୍ ପାଇଁ ଟେଣ୍ଡର ଡକାଯାଇଛି । ଏବେ ଦୁର୍ଘଟଣା…

ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ରାଜ୍ୟ

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଚଣ୍ଡ ତାତି, ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ରାଜ୍ୟ। ଜଳୁଛି ପଶ୍ଚିମ ଓଡ଼ିଶା। ବଲାଙ୍ଗିର ଓ ଟିଟିଲାଗଡରେ ଅସମ୍ଭାଳ ତାତି। ୪୪ .୪ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗିର ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା…

ମାଓବାଦୀ ପକ୍ଷରୁ ୭ଜିଲ୍ଲା ବନ୍ଦ ଡାକରା

୭ ଜିଲ୍ଲାରେ ବନ୍ଦ ପାଳନ କରୁଛନ୍ତି ମାଓବାଦୀ । ଗଛ ପକାଇ ମାଓବାଦୀ ରାସ୍ତା ଅବରୋଧ କରିଛନ୍ତି । ବଂଶଧାରା ଘୁମୁସୁରା ନାଗବଳୀ ଡିଭିଜନ ରାୟଗଡା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ପଙ୍କାଳଗୁଡି ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରିଛି ।…

ଜଳିବ ସାରା ଓଡ଼ିଶା, ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : ଆଜିଠୁ ପୁଣି ଜଳିବ ସାରା ଓଡ଼ିଶା । ତତଲା ଖରାରେ ସିଝିବେ ଓଡ଼ିଶାବାସୀ । କ୍ରମାଗତ ଭାବେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଗରମ ବାୟୁ ଓଡ଼ିଶାକୁ ପ୍ରବେଶ କରିବାର ଆଶଙ୍କା ଥିବାରୁ ଗ୍ରୀଷ୍ମ ପ୍ରବାହ…

ଜନଜାତି ସଂସ୍କୃତିର ସୁରକ୍ଷା ଦିଗରେ ଆଉ ଏକ ମାଇଲଷ୍ଟୋନ। ୧୪ ଟି ଜିଲ୍ଲାର ୫୫ଟି ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠିତ ।

ଶବ୍ଦ ଓଡିଶା ବ୍ୟୁରୋ: ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଳିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ…