Mon. Nov 30th, 2026

Author: sabdamedia

ତହସିଲ ଅଫିସରେ ଆରଆଇଙ୍କ ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: କଟକ ନିଶ୍ଚିତକୋଇଲି ତହସିଲ ଆରଆଇଙ୍କ ଆତ୍ମହତ୍ୟା । ତହସିଲ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଆଇଆଇ ହେଉଛନ୍ତି ସଞ୍ଜୟ ଦାସ । ଗତକାଲି ଅପରାହ୍ଣ ୫ଟାରେ ନିଶ୍ଚିତକୋଇଲି ବଜାରକୁ ଚା’…

ଆସିବ ଯୁକ୍ତ ଦୁଇ ପରୀକ୍ଷାଫଳ: ଦିନ ୧୧ଟାରେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

ଶବ୍ଦ ଓଡିଶା ବ୍ୟୁରୋ: ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ । ଦିନ ୧୧ଟାରେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ପରବର୍ତ୍ତୀ ସମୟରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହାପରେ…

ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ୍; ୧୦ ମୃତ, ୩୦ ଅଧିକ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ଜମ୍ମୁକାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜାତୀୟ ରାଜପଥ- ୪୪ରେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଲା ବସ୍ । ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ…

ଚଳନ୍ତା ଟ୍ରେନରୁ ଖସିପଡିଲେ ମହିଳା: ଦେବଦୂତ ସାଜି ଉଦ୍ଧାର କଲେ ଆରପିଏଫ ଯବାନ

ଶବ୍ଦ ଓଡିଶା ବ୍ୟୁରୋ: ଦୁଇ ସୁରକ୍ଷାକର୍ମୀଙ୍କ ଚତୁରତା ଓ ତୁରନ୍ତ ପଦକ୍ଷେପ ଯୋଗୁଁ ବଞ୍ଚିଗଲା ମହିଳାଙ୍କ ଜୀବନ । ଚଳନ୍ତା ଟ୍ରେନରୁ ମହିଳା ଜଣକ ଖସିପଡ଼ିଥିଲେ, ତେବେ ଆରପିଏଫର ଦୁଇ କର୍ମଚାରୀ ଠିକ୍ ସମୟରେ ପଦକ୍ଷେପ ନେଇ ତାଙ୍କୁ ବଞ୍ଚାଇ ଦେଇଛନ୍ତି…

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ । ଏନେଇ ସିଏଚଏସିସି, ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ୩୧ ତାରିଖ କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ ପରବର୍ତ୍ତୀ…

ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରାଭିଷେକ ନୀତି

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରାଭିଷେକ ନୀତି । ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦିନ ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯାଇଥାଏ । ଆଜି ସନ୍ଧ୍ୟାଧୂପ ନୀତି ବଢ଼ିଲା ପରେ ଶ୍ରୀ ମଦନମୋହନ ଆଜ୍ଞା ମାଳ ପାଇ ଭୋଗ ବାଟ ଗଣେଶଙ୍କ…

ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍

ଶବ୍ଦ ଓଡିଶା ବ୍ୟୁରୋ: ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇ ନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ରୋମାଂଚକର ମ୍ୟାଚରେ ଶେଷ ବଲରେ ଧୋନୀଙ୍କ ଚେନ୍ନାଇ ଟିମ୍ ବିଜୟୀ ହୋଇଛି । ପୁରା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚରେ ଭରିଯାଇଥିଲା…

ନୂଆ ସଂସଦ ଭବନରେ ସ୍ଥାପିତ ହୋଇଛି କୋଣାର୍କ ସୂର୍ଯ୍ୟମନ୍ଦିର ଚକର ପ୍ରତିରୂପ

ଓଡିଶା ବ୍ୟୁରୋ: ନୂଆ ସଂସଦ ଭବନ ଉଦ୍‌ଘାଟନ ହୋଇଛି। ଗଣତନ୍ତ୍ରର ମନ୍ଦିରରେ ଉତ୍କର୍ଷ କଳାର ମାଟି ଉତ୍କଳର ଝଲକ ମଧ୍ୟ ଦେଖିବାକୁ ମିଳିଛି। ସଂସଦ ଭବନରେ ୩ଟି ପ୍ରମୁଖ ପ୍ରବେଶ ପଥ ଜ୍ଞାନ ଦ୍ୱାର, ଶକ୍ତିଦ୍ୱାର ଓ କର୍ମଦ୍ୱାର ଥିବା ବେଳେ,…

ସମ୍ବଲପୁରରେ ସ୍ଥିତି ସମୀକ୍ଷା କଲେ ଫାଇଭ-ଟି ସଚିବ

ଶବ୍ଦ ଓଡିଶା ବ୍ୟୁରୋ: ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ । ଏହି ସମୟରେ ସେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ସମଲେଇ ଯୋଜନା କାର୍ଯ୍ୟକୁ ସମୀକ୍ଷା କରଛନ୍ତି । ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ସିଧାସଳଖ ମା’…

ଆଇପିଏଲ ଫାଇନାଲ: ମୁହାଁମୁହିଁ ହେବେ ଗୁଜରାଟ-ଚେନ୍ନାଇ

ଶବ୍ଦ ଓଡିଶା ବ୍ୟୁରୋ: ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଖେଳାଯିବ ଫାଇନାଲ ମ୍ୟାଚ । ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜରାଟ ଟାଇଟନସ୍ । ଦୁଇ ଦଳର ଅଧିନାୟକ ନିଜର ବିଚକ୍ଷଣ ରଣନୀତି ପାଇଁ ବେଶ୍…