ଆଇପିଏଲ ଫାଇନାଲ: ମୁହାଁମୁହିଁ ହେବେ ଗୁଜରାଟ-ଚେନ୍ନାଇ

ଶବ୍ଦ ଓଡିଶା ବ୍ୟୁରୋ: ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଖେଳାଯିବ ଫାଇନାଲ ମ୍ୟାଚ । ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜରାଟ ଟାଇଟନସ୍ । ଦୁଇ ଦଳର ଅଧିନାୟକ ନିଜର ବିଚକ୍ଷଣ ରଣନୀତି ପାଇଁ ବେଶ୍ ପରିଚିତ । ଚେନ୍ନାଇ ଏଯାଏଁ ୪ ଥର ଆଇପିଏଲ ଟ୍ରଫି ବି ହାତେଇ ସାରିଛି ।
ମ୍ୟାଚର କୌଣସି ବି ସମୟରେ ମୋଡ଼ ବଦଳାଇବାରେ ମାହି ସକ୍ଷମ । ମୁମ୍ବାଇ ଇଣ୍ଡିଆନ୍ସ ହିଁ ସବୁଠୁ ଅଧିକ ୫ ଥର ଆଇପିଏଲ ଟ୍ରଫି ଜିତିଛି । ତେଣୁ ଏଥର ଟାଇଟଲ ଜିତି ମୁମ୍ବାଇ ସହ ସମକକ୍ଷ ହେବାକୁ ସବୁ ପ୍ରକାର ଚେଷ୍ଟା କରିବ ଚେନ୍ନାଇ ।

You May Also Like

More From Author

+ There are no comments

Add yours