Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ । ଏହି ସମୟରେ ସେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ସମଲେଇ ଯୋଜନା କାର୍ଯ୍ୟକୁ ସମୀକ୍ଷା କରଛନ୍ତି । ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ସିଧାସଳଖ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିର ଦର୍ଶନ ପରେ ସମଲେଇ ଯୋଜନା କେମିତି ଅଗ୍ରଗତି କରୁଛି, ତାର ତଦାରଖ କରିଥିଲେ ।

Leave a Reply

Your email address will not be published. Required fields are marked *