ନୂଆ ସଂସଦ ଭବନରେ ସ୍ଥାପିତ ହୋଇଛି କୋଣାର୍କ ସୂର୍ଯ୍ୟମନ୍ଦିର ଚକର ପ୍ରତିରୂପ

ଓଡିଶା ବ୍ୟୁରୋ: ନୂଆ ସଂସଦ ଭବନ ଉଦ୍‌ଘାଟନ ହୋଇଛି। ଗଣତନ୍ତ୍ରର ମନ୍ଦିରରେ ଉତ୍କର୍ଷ କଳାର ମାଟି ଉତ୍କଳର ଝଲକ ମଧ୍ୟ ଦେଖିବାକୁ ମିଳିଛି। ସଂସଦ ଭବନରେ ୩ଟି ପ୍ରମୁଖ ପ୍ରବେଶ ପଥ ଜ୍ଞାନ ଦ୍ୱାର, ଶକ୍ତିଦ୍ୱାର ଓ କର୍ମଦ୍ୱାର ଥିବା ବେଳେ, କର୍ମଦ୍ୱାରରେ ସ୍ଥାପିତ ହୋଇଛି କୋଣାର୍କ ସୂର୍ଯ୍ୟମନ୍ଦିର ଚକର ବିଶାଳ କାଂସ୍ୟ ପ୍ରତିରୂପ।

You May Also Like

More From Author

+ There are no comments

Add yours