ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ
ଶବ୍ଦ ଓଡିଶା ବ୍ୟୁରୋ: ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି 5T ସଚିବ। ଶ୍ରୀମନ୍ଦିର ସମ୍ମୁଖରେ ଚାଲୁଥିବା ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ପରେ ସେ ଭୁବନେଶ୍ୱର…
ଶବ୍ଦ ଓଡିଶା ବ୍ୟୁରୋ: ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି 5T ସଚିବ। ଶ୍ରୀମନ୍ଦିର ସମ୍ମୁଖରେ ଚାଲୁଥିବା ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ପରେ ସେ ଭୁବନେଶ୍ୱର…
ଶବ୍ଦ ଓଡିଶା ବ୍ୟୁରୋ: ପୁରୀ- କୋଣାର୍କ ବେଳାମାର୍ଗ ଉପକଣ୍ଠ ୨୨ ମୌଜା ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଏକରର ମୂଲ୍ୟବାନ ଚାଷଜମି ଓ ଘରବାରୀ ଜମିକୁ ଶାଗମାଛ ଦରରେ ଏକ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବା ଆଳରେ ବେଦାନ୍ତ କମ୍ପାନୀ ହାତେଇଥିଲା…
ଶବ୍ଦ ଓଡିଶା ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ବେଳେ ଲାଇଟ୍ କଟି ଯିବା ଘଟଣାର ପ୍ରତିବାଦ । ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ବିଜେପି ପକ୍ଷରୁ…
ଶବ୍ଦ ଓଡିଶା ବ୍ୟୁରୋ: ଗଡିବନି ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । କାଳବୈଶାଖୀ ଯୋଗୁଁ ଗଛ ପଡି ସାମ୍ନା କାଚ ଭାଙ୍ଗି ଯାଇଥିବାରୁ ଗତକାଲି ବିଳମ୍ବରେ ପହଞ୍ଚିଥିଲା ଟ୍ରେନ୍ । ୩ ଘଣ୍ଟା ଟ୍ରାକରେ ଅଟକି ରହିବା ପରେ ଆରମ୍ଭ…
ଶବ୍ଦ ଓଡିଶା ବ୍ୟୁରୋ: ଶପଥ ନେବେ ରାଜ୍ୟର ତିନି ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାର୍ଣ୍ଡି କ୍ୟାବିନେଟ୍ ମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି । ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ…
ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶାକୁ ମିଳିଲା ଆଉ ଦୁଇଟି ନୂଆ ସ୍ୱତନ୍ତ୍ର ରେଳ ପ୍ରକଳ୍ପ । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଗେଜେଟ ନୋଟିଫିକେସନ୍ ଜାରିହୋଇଛି । ତାଳଚେର-ଅନଗୁଳ ୱାଇ କନେକ୍ସନ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ବରଗଡ଼ରୁ ନୂଆପଡ଼ାକୁ ନିର୍ମାଣ…
ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମର ଆଜି ଦ୍ୱିତୀୟ ଦିନ । ଟ୍ରିବ୍ୟୁନାଲ ଟିମ୍ ଚିପିଲିମା ପାୱାର ହାଉସ୍ ବୁଲି ଦେଖିବେ । ଅତାବିରା ବ୍ରାଞ୍ଚ କେନାଲ, ଶାସନ କେନାଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି…
ଶବ୍ଦ ଓଡିଶା ବ୍ୟୁରୋ: ସୋମବାର ହେବ ମନ୍ତ୍ରିମଣ୍ଡଳର ପୁର୍ନଗଠନ । ସୋମବାର ଲୋକସେବା ଭବନରେ ଏହି ଶପଥଗ୍ରହଣ ଉତ୍ସବ ହେବ । ଏଥିପାଇଁ ରାଜ୍ୟପାଳ ଗଣେଶୀଲାଲ ଆଜି ଭୁବନେଶ୍ୱର ଫେରୁଛନ୍ତି । ଏପଟେ କେଉଁ କେଉଁ ମନ୍ତ୍ରୀ ଶପଥ ନେବେ ଓ…
ଶବ୍ଦ ଓଡିଶା ବ୍ୟୁରୋ: ବଲାଙ୍ଗିର ରାଜ ପରିବାର ନାଁରେ ଡେରାଡୁନ୍ ରାଜପୁର ଥାନାରେ ପାରିବାରିକ ହିଂସା ମାମଲା ରୁଜୁ ହୋଇଛି । ଅଦ୍ରିତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ସ୍ୱାମୀ ଅର୍କେଶ ସିଂହଦେଓ, ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ, ଦେଢ଼ଶୁର କଳିକେଶ…
ଶବ୍ଦ ଓଡିଶା ବ୍ୟୁରୋ: ଅସହ୍ୟ ତାତିରେ କଲବଲ ହେଉଛି ସାରା ଓଡିଶା । ପାଣିପାଗ ବିଭାଗର ଆକଳନ ୨୪ ଯାଏଁ ଗରମରୁ ନିସ୍ତାର ନାହିଁ । ଆଗାମୀ ୪ଦିନ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା, ହେଲେ କମିବନି ତାତି ବୁଧବାରଠୁ ତାପମାତ୍ରାରେ…