Mon. Nov 30th, 2026

Author: sabdamedia

ଆଜିଠୁ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ଯୁକ୍ତ୨ କଲେଜର ପ୍ରଥମ ବର୍ଷରେ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । ସିଏଚଏସଇ ଅଧିନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ହେବ ନାମଲେଖା । ୧୧ଟାରେ ସାମ୍‌ସ ପୋର୍ଟାଲ www.samsodisha.gov.in…

କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍

ଶବ୍ଦ ଓଡିଶା ବ୍ୟୁରୋ: ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ । ତହସିଲଦାର ଚାର୍ଲସ ନାୟକଙ୍କ କରଞ୍ଜିଆ ବାସଭବନ, କରଞ୍ଜିଆ ତହସିଲ କାର୍ଯ୍ୟାଳୟ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଚଢ଼ାଉ…

୩ ଶିଶୁ ପୁତ୍ର ଜନ୍ମ ଦେଲେ ଆଦିବାସୀ ମହିଳା

ଶବ୍ଦ ଓଡିଶା ବ୍ୟୁରୋ: ତିନି ନବଜାତ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଲେ ଆଦିବାସୀ ମହିଳା। ସ୍ୱଭାବିକ କରିଛନ୍ତି ମହିଳା। ପ୍ରସବ ପରେ ମାଆ ଓ ତିନି ଶିଶୁ ସୁସ୍ଥ ଅଛନ୍ତି। ଏଭଳି ଦୁର୍ଲଭ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ…

କୁଆଖାଇ ନଦୀରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର

ଶବ୍ଦ ଓଡିଶା ବ୍ୟୁରୋ: କୁଆଖାଇ ନଦୀରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର। ଏପରି ହୃଦୟ ବିଦାରକ ଘଟଣା ଆଜି ସନ୍ଧ୍ୟା ବେଳେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଇନ୍ଦ୍ରପାଲ ନିକଟରେ ଘଟିଛି। ମୃତ ଛାତ୍ର ଦୁଇ ଜଣ ହେଲେ ସ୍ମୃତି ସୌରଭ ପ୍ରଧାନ…

ସୂଚନା ଅଧିକାର କର୍ମୀ ସୀମନ୍ତ କୁମାର ପାତ୍ରଙ୍କୁ ବିଜେଡି ଗୁଣ୍ଡା ମାନଙ୍କ ସଂଘବଦ୍ଧ ଆକ୍ରମଣ ।

ଶବ୍ଦ ଓଡିଶା ବ୍ୟୁରୋ: ସୂଚନା ଅଧିକାର କର୍ମୀ ସୀମନ୍ତ କୁମାର ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ । ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଉକ୍ତ ଘଟଣାର ଦୃଢ଼ ନିନ୍ଦା ସହ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି । ଫତେପୁର…

ଆଇପିଏଲ ମହାସମର: ଫାଇନାଲରେ ଚେନ୍ନାଇ ଓ ଗୁଜରାଟ ଲଢେଇ

ଶବ୍ଦ ଓଡିଶା ବ୍ୟୁରୋ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ୪ ଥର ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ଗୁଜରାଟ ଟାଇଟନ୍ସ । ଚେନ୍ନାଇଠାରୁ କ୍ୱାଲିଫାୟାର ମ୍ୟାଚ ହାରିଥିବା ଗୁଜରାଟ ପ୍ରତିଶୋଧ ଲକ୍ଷ୍ୟରେ ପଡିଆକୁ…

ସଂସଦରେ ସ୍ଥାପିତ ହେଲା ରାଜଦଣ୍ଡ

ଶବ୍ଦ ଓଡିଶା ବ୍ୟୁରୋ: ସଂସଦରେ ସ୍ଥାପିତ ହେଲା ରାଜଦଣ୍ଡ । ପୂଜାର୍ଚ୍ଚନା ପରେ ରାଜଦଣ୍ଡକୁ ଦଣ୍ଡବତ କରି ଗ୍ରହଣ କଲେ ପ୍ରଧାନମନ୍ତ୍ରୀ । ୧୮ ମଠର ମଠାଧୀଶ ମୋଦୀଙ୍କୁ ଆଶୀର୍ବାଦ ଦେଇଛନ୍ତି । ଉଦଘାଟନ ସମାରୋହକୁ ଐତିହାସିକ କରିବା ପାଇଁ ପାରମ୍ପରିକ…

ଆସନ୍ତା ଜୁନରେ ହୋଇପାରେ ନିଅଣ୍ଟିଆ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ଜୁନ୍ ମାସରେ ହୋଇପାରେ ନିଅଣ୍ଟିଆ ବର୍ଷା । ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାକୁ ନେଇ ଏଭଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ସାମଗ୍ରିକ ଭାବେ ମୌସୁମୀ ରୁତୁରେ ସ୍ୱାଭାବିକ ବର୍ଷା ହେବ । ଜୁନରୁ…

ରାତି ଅଧରେ କାଳବୈଶାଖୀର ତାଣ୍ଡବ: ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ, ବଜ୍ରପାତ

ଶବ୍ଦ ଓଡିଶା ବ୍ୟୁରୋ: ରାତି ଅଧରେ କାଳବୈଶାଖୀର ତାଣ୍ଡବ । ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସାଙ୍ଗଙ୍କୁ ବଜ୍ରପାତ ଲୋକଙ୍କ ନିଦ ହଜାଇ ଦେଇଥିଲା । କାଳବୈଶାଖୀ ପାଇଁ ରାତିରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା । ବର୍ଷା ଯୋଗୁଁ ଲୋକେ…

ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀରେ ଆଜି ବସିବ ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ଶସକ୍ତୀକରଣ ଏବଂ ବିକାଶ ଭିତ୍ତିଭୂମି ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ…