Mon. Nov 30th, 2026

Author: sabdamedia

ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗସ୍ତ ପୂର୍ବରୁ କାରକେଡ ରିହର୍ସାଲ କରିବ ପୁଲିସ।…

ସଂସଦର ରେକର୍ଡରୁ ହଟିଲା ରାହୁଲ, ମହୁଆଙ୍କ ବୟାନ।

ଶବ୍ଦ ଓଡିଶା ବ୍ୟୁରୋ: ସଂସଦର ରେକର୍ଡରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରୋଙ୍କ ବୟାନକୁ ହଟାଇଦିଆଯାଇଛି । ଏହା ପରେ କଂଗ୍ରେସ ଅଭିଯୋଗ ଲଗାଇଛି । ଦଳ କହିଛି ଯେ, ଆଦାନୀ ଗ୍ରୁପ ସହ…

ଉପେନ୍ଦ୍ର କୁଶୱାହା ଘୋଷଣା, ନୀତୀଶଙ୍କ ପାଇଁ ଆମେ ସବୁବେଳେ ପ୍ରସ୍ତୁତ

ଶବ୍ଦ ଓଡିଶା ବ୍ୟୁରୋ: ‘ଜେଡିୟୁକୁ ବଞ୍ଚାଇ ରଖିବାକୁ ହେବ’, ଏଭଳି କିଛି କହି ଉପେନ୍ଦ୍ର କୁଶୱାହା ଜେଡିୟୁ ରାଜନୀତିକୁ ସରଗରମ କରିଦେଇଛନ୍ତି । ତାଙ୍କ ଟାର୍ଗେଟରେ ନୀତୀଶ କୁମାର ନୁହେଁ, ତାଙ୍କ ସହିତ ରହୁଥିବା ନେତା ଆସିଛନ୍ତି । କୁଶୱାହା ତାଙ୍କୁ…

ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ । ରାଜଧାନୀରେ ଘର ମାଲିକ ଆଶ୍ୱସ୍ତ ହୋଇଛନ୍ତି । ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିବା ଭୁବନେଶ୍ୱର ମହାନଗର ନିଗମକୁ ହାଇକୋର୍ଟରୁ ଶକ୍ତ…

ଟ୍ରକ୍‌ରେ ଲାଗିଗଲା ନିଆଁ, ଡ୍ରାଇଭର ଜୀବନ୍ତ ଦଗ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ତେରବେଡା ନିକଟରେ ଚଳନ୍ତା ଟ୍ରକ୍‌ରେ ନିଆଁ । ନିଆଁ ଲାଗି ଯିବାରୁ ଜୀବନ ଦଗ୍ଧ ହୋଇଗଲେ ଡ୍ରାଇଭର। ମୃତ ଡ୍ରାଇଭର ଜଣଙ୍କର ପରିଚୟ ମିଳିନାହିଁ। ବିଳମ୍ବିତ ରାତିରେ ଏକ ଟ୍ରକ୍…

ବନକଲାଗି ନୀତି: ଶ୍ରୀଜିଉଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି ଅନୁଷ୍ଠିତ ହେବ। ପବିତ୍ର ଫାଲଗୁନମାସ କୃଷ୍ଣପକ୍ଷ ତୃତୀୟା ତିଥିର ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ରସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ଗୁପ୍ତ…

ଭୂମିକମ୍ପରେ ଥରିଲା ପାଲେଷ୍ଟାଇନ୍, ରେକ୍ଟର ସ୍କେଲରେ ତୀବ୍ରତା ୪.୪

ଶବ୍ଦ ଓଡିଶା ବ୍ୟୁରୋ: ଭୂମିକମ୍ପରେ ଥରିଉଠିଛି ପାଲେଷ୍ଟାଇନ୍ । ସବୁଠାରୁ ଏହି ଝଟକା ଜେରୁଜେଲମ୍ ସହରରେ ଅଧିକ ଅନୂଭୁତ ହୋଇଛି । ଏହାର ତୀବ୍ରତା ରେକ୍ଟର ସ୍କେଲରେ ୪.୪ ଥିବା ଜଣାପଡିଛି ।ଫେବୃଆରୀ ୬ ତାରିଖରେ ତୁର୍କୀ ଓ ସିରିଆରେ ଭୀଷଣ…

ସରିବ ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି

ଶବ୍ଦ ଓଡିଶା ବ୍ୟୁରୋ: ଗୋପାଳ ଦାସର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ସରିବ । ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ନେଇ ହତ୍ୟା ରହସ୍ୟ ଖୋଜିବାକୁ ଚେଷ୍ଟା କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ପୁଣି ତାକୁ ରିମାଣ୍ଡରେ ନିଆଯିବ…

ନବ ଦାସ ହତ୍ୟାକାଣ୍ଡର ତଦନ୍ତ, ଘଟଣାସ୍ଥଳକୁ ଯିବେ ଜଷ୍ଟିସ ଜେ.ପି ଦାସ

ଶବ୍ଦ ଓଡିଶା ବ୍ୟୁରୋ: ଝାରୁସୁଗୁଡାରେ ପହଞ୍ଚିଛନ୍ତି ଜଷ୍ଟିସ ଜେ.ପି ଦାସ । ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରାଜ୍ୟ ସରକାର ଚିଠି ଲେଖିବା ପରେ ନବଦାସ ହତ୍ୟାକାଣ୍ଡ ତଦନ୍ତର ତଦାରଖ କରୁଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ । ଆଜି ସେ ଘଟଣାସ୍ଥଳକୁ…

ପୁଣି ଭୂକମ୍ପରେ ଥରିଉଠିଲା ତୁର୍କୀ : ରିକ୍ଟର ସ୍କେଲରେ ତିବ୍ରତା ୫.୬ ରେକର୍ଡ

ଶବ୍ଦ ଓଡିଶା ବ୍ୟୁରୋ: ପୁଣି ଭୟଙ୍କର ଭୂମିକମ୍ପରେ ଥରିଉଠିଲା ତୁର୍କୀ । ତୁର୍କୀର ଗୋଲାବାସୀ ସହରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୬ ରେକର୍ଡ କରାଯାଇଛି । ବାରମ୍ବାର ଭୂକମ୍ପ କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା…