Mon. Nov 30th, 2026

Author: sabdamedia

ସମ୍ବଲପୁରର ହିଂସାକାଣ୍ଡ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ, ଏଯାଏଁ ଗିରଫ ହେଲେଣି ୪୯

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁର ହିଂସାକାଣ୍ଡ ଘଟଣାରେ କାର୍ଯ୍ୟନୁଷ୍ଠାନ ଜାରି ରଖିଛି ସମ୍ବଲପୁର ପୁଲିସ । ବର୍ତମାନ ହିଂସାକାଣ୍ଡରେ ସଂପୃକ୍ତ ଥିବା ୪୯ ଜଣଙ୍କୁ ଗରିଫ କରିଛି ପୁଲିସ୍ । ଶୁକ୍ରବାର ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଶନିବାର ୨୩…

ୟୁପିରେ ଗ୍ୟାଙ୍ଗଷ୍ଟରକୁ ହତ୍ୟା ପରେ ବିଳମ୍ବିତ ରାତିରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଶବ୍ଦ ଓଡିଶା ବ୍ୟୁରୋ: ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ଆତିକ୍ ଅହମ୍ମଦଙ୍କୁ ହତ୍ୟା। ଗୁଳିମାଡ଼ରେ ଆତିକର ଭାଇ ଅଶ୍ରଫ୍ ମଧ୍ୟ ଘଟଣାସ୍ଥଳରେ ଟଳି ପଡିଛିି । ପ୍ରୟାଗରାଜ ମେଡିକାଲ୍ କଲେଜକୁ ନିଆଯାଉଥିବା ବେଳେ ଏହି ଗୁଳିକାଣ୍ଡ ଘଟିଛି । ଗ୍ୟାଙ୍ଗଷ୍ଟାର ଅତିକ…

ମିକ୍ସଚର ବୋଝେଇ ଗାଡ଼ିରୁ ବାହାରିଲା ୯୦ କିଲୋ ଗଞ୍ଜେଇ

ଶବ୍ଦ ଓଡିଶା ବ୍ୟୁରୋ: ମିକ୍ସଚର ବେପାର ଦେଖାଇ ଭିତରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏଭଳି ଏକ ଗାଡ଼ିକୁ ପୁରୁଣାକଟକ ଥାନା ପୁଲିସ ବୁଧବାର ରାତିରେ ଧରିଛି। ମିକ୍ସଚର ବସ୍ତା ହଟାଇ ଭିତରୁ ୯୦ କିଲୋ ଗଞ୍ଜେଇ ଜବତ କରିଛି।ସୂଚନା ଅନୁସାରେ…

ଜୁଲାଇରେ ୧ରେ ଆରମ୍ଭ ହେବ ଅମରନାଥ ଯାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ଜୁଲାଇ ୧ତାରିଖରେ ଆରମ୍ଭ ହେବ ଅମରନାଥ ଯାତ୍ରା । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଜୁଲାଇ ୧ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ୬୨ଦିନ ଧରି ଚାଲିବ ଯାତ୍ରା…

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ନିର୍ବାଚନୀ ଭାଷଣ ବେଳେ ବିସ୍ଫୋରଣ

ଶବ୍ଦ ଓଡିଶା ବ୍ୟୁରୋ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ନିର୍ବାଚନୀ ଭାଷଣ ବେଳେ ବିସ୍ଫୋରଣ । ତେବେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ୱାକାୟାମା ସ୍ଥିତ ପ୍ରଧାନମନ୍ତ୍ରୀ ଫୁମିଓ…

ପବିତ୍ର ମହାବିଷୁବ ସଂକ୍ରାନ୍ତି, ମାଆ ଭଗବତୀଙ୍କ ଉତ୍ତରଦିଗକୁ ଯାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ପବିତ୍ର ମହାବିଷୁବରେ ଉତ୍ତରଦିଗକୁ ଯାତ୍ରା ଆରମ୍ଭ କଲେ ମା’ ଭଗବତୀ । ଓଡ଼ିଆ ନବବର୍ଷ ପବିତ୍ର ପଣା ସଂକ୍ରାନ୍ତିରେ ପୀଠରେ ସମସ୍ତ ନୀତିକାନ୍ତି ସାରି ଗୋଧୂଳି ଲଗ୍ନରେ ନିଶଙ୍କୁଡ଼ି ଧୂପ ପରେ ଘଣ୍ଟା ଘଣ୍ଟ କାହାଳୀ ଆଲଟଚାମର…

ତାତିରୁ ମିଳିବନି ତ୍ରାହି, ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ଆଜି ବି ତାତିରୁ ମିଳିବନି ତ୍ରାହି । ଆଜି ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ…

ମହାରାଷ୍ଟ୍ରର ରାୟଗଢ଼ରେ ଖାଇରେ ପଡ଼ିଲା ବସ୍‌; ୧୩ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ମହାରାଷ୍ଟ୍ରର ରାୟଗଢ଼ ଜିଲ୍ଲାରେ ଗୋଟାଏ ବସ୍‌ ଖାଇରେ ଖସିପଡ଼ିବାରୁ ଅନ୍ୟୂନ ୧୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା କଥା ପୁଲିସ କହିଛି। ପୁଣେର ପିମ୍ପଲ୍‌ ଗୁରବରୁ ଜର୍ଜଗାଓଁ ଯାଉଥିବା ବେଳେ…

ସମ୍ବଲପୁର ସହରରେ କର୍ଫ୍ୟୁ ଲାଗୁ

ଶବ୍ଦ ଓଡିଶା ବ୍ୟୁରୋ: ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁରରେ ଦୁଇଗୋଷ୍ଠୀ ଭିତରେ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଛି। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଗତକାଲି ରାତି ୧୨ଟାରୁ ସମ୍ବଲପୁର ସହରର ୬ଟି ଥାନା…

ଶ୍ରମମନ୍ତ୍ରୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଶବ୍ଦ ଓଡିଶା ବ୍ୟୁରୋ: ପୋଲସରା ବିଧାୟକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ । ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଘଟଣା ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି ।…