ଶ୍ରମମନ୍ତ୍ରୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଶବ୍ଦ ଓଡିଶା ବ୍ୟୁରୋ: ପୋଲସରା ବିଧାୟକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ । ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଘଟଣା ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ବିଜେଡି ଦଳ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ମୋର ଭରସା ରହିଛି ବେଲି କହିଛନ୍ତି । ଏପରିକି ତାଙ୍କୁ ଖୁବଶୀଘ୍ର ନ୍ୟାୟ ମିଳିବ ବୋଲି କହିଥିବା ବେଳେ ଥାନରେ କରିଥିବା ଅଭିଯୋଗ ସମ୍ପର୍କରେ ମହିଳା ଜଣକ କିଛି ଉତ୍ତର ରଖିନାହାନ୍ତି ।

You May Also Like

More From Author

+ There are no comments

Add yours