Mon. Nov 30th, 2026

Author: sabdamedia

ହରିଶ୍ଚନ୍ଦ୍ର ସହାୟତା ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ପ୍ରତି ପଞ୍ଚାୟତରେ ପାଇଁ ୧୫ ହଜାର ଟଙ୍କାର ରିଭଲଭିଂ ଫଣ୍ଡ ।

ଶବ୍ଦ ଓଡିଶା ବ୍ୟୁରୋ: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା । ଏହି ଯୋଜନାରେ ଅନ୍ତେଷ୍ଟି ପାଇଁ ଗ୍ରାମାଞ୍ଚଳରେ…

ଚୁକ୍ତିଭିତିକ ଶିକ୍ଷକଙ୍କ ପାଇଁ ଖୁସି ଖବର, ନିୟମିତ ହେବେ ଶିକ୍ଷକ

ଶବ୍ଦ ଓଡିଶା ବ୍ୟୁରୋ: ନିୟମିତ ହେବେ ଚୁକ୍ତିଭିତିକ ଶିକ୍ଷକ । ୬ ମାସ ପରେ ନିଷ୍ପତି ନେଲା ଗଣଶିକ୍ଷା ବିଭାଗ । ଉପକୃତ ହେବେ ୧୮ ହଜାରରୁ ଅଧିକ ଶିକ୍ଷକ । ନିୟମିତ ଦାବିରେ ୧୩ ଦିନ ଧରି ଧାରଣାରେ ବସିଥିଲେ…

୨ଦିନ ପାଇଁ ହିଟ୍ ୱେଭ ଜାରି କଲା ପାଣିପାଗ ବିଭାଗ

ଶବ୍ଦ ଓଡିଶା ବ୍ୟୁରୋ: ତାତିରୁ ମିଳିବନି ତ୍ରାହି । ୨ଦିନ ମଧ୍ୟରେ ୩ରୁ ୫ଡିଗ୍ରୀ ଯାଏଁ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏବଂ ୨ଦିନ ପାଇଁ ହିଟ୍ ୱେଭ ଜାରି କରିଛି ପାଣିପାଗ ବିଭାଗ ।…

ଆଜି ପଣା ସଂକ୍ରାନ୍ତି ତଥା ଓଡିଆ ନୂଆବର୍ଷ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ । ସାରା ଓଡ଼ିଶାରେ ନୂଆବର୍ଷ ପାଳନ ପାଇଁ ଆୟୋଜନ କରାଯାଇଛି । ପଣାସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହୋଇପଡିଛି ମନ୍ଦିର ଓ ମଠ । ସଂକ୍ରାନ୍ତି ଯୋଗୁ ବିଭିନ୍ନ ପନିପରିବା ଦର…

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ, ହ୍ରାସ ପାଉଛି ଦମ୍ପତିଙ୍କ ପ୍ରଜନନ କ୍ଷମତା

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ କିପରି ପ୍ରଜନନ କ୍ଷମତା ହ୍ରାସ ପାଇବାରେ ଲାଗିଛି, ନଜର ପକାନ୍ତୁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ତଥ୍ୟ ଉପରେ –ବର୍ଷ ୧୯୯୨ରେ ୯୩ ୨.୯ ପ୍ରତିଶତ ଥିବା ବେଳେ ୧୯୯୮ରେ ଏହା ୯୯ ୨.୫ ପ୍ରତିଶତ,…

ବେଦାନ୍ତ ବିଶ୍ୱବିଦ୍ୟାଳୟରେ ପଡିଲା ପୂର୍ଣ୍ଣଚ୍ଛେଦ, ଅହେତୁକ ଅନୁକମ୍ପା ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ଶବ୍ଦ ଓଡିଶା ବ୍ୟୁରୋ: ବେଦାନ୍ତ ବିଶ୍ୱବିଦ୍ୟାଳୟରେ ପୂର୍ଣ୍ଣଚ୍ଛେଦ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭର ବେଲଦଳ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ଜମି ଅଧିଗ୍ରହଣକୁ ବେଆଇନ କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତ ଦେଶର…

ଝାରସୁଗୁଡ଼ା ଉପନିର୍ବାଚନ; ଆଜିଠୁ ନାମାଙ୍କନପତ୍ର ଦାଖଲ

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡା ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଆଜିଠାରୁ ଉପଜିଲ୍ଲାପାଳ ଅଫିସରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ…

ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ୧୪୪ ଧାରା

ଶବ୍ଦ ଓଡିଶା ବ୍ୟୁରୋ: ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଜାରି ହୋଇଛି ୧୪୪ ଧାରା। ସହରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତାକାଲି ହନୁମାନ ଜୟନ୍ତୀ ଥିବାରୁ କୌଣସି ବିଶୃଙ୍ଖଳା ପରିସ୍ଥତି ନ ଘଟିବା ପାଇଁ ପ୍ରାଶସନ…

ଜଗତସିଂହପୁରରେ ଏସିଡ୍ ମାଡ, ପରିବାର ସ୍ୱାମୀ, ସ୍ତ୍ରୀ, ଝିଅ ଉପରେ ଆକ୍ରମଣ

ଶବ୍ଦ ଓଡିଶା ବ୍ୟୁରୋ: ଜଗତସିଂହପୁରରେ ଏସିଡ୍ ମାଡ । ପାରିବାରିକ ଗଣ୍ଡଗୋଳକୁ ନେଇ ଏସିଡ୍ ମାଡ କରାଯାଇଥିବା ସନ୍ଦେହ କରାଯାଇଛି । ଘଟଣାରେ ଆକ୍ରମଣକାରୀଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ଆକ୍ରମଣରେ ଏକ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଝିଅ…

ଖରାରେ ସିଝୁଛି ସାରା ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୪ ସହର

ଶବ୍ଦ ଓଡିଶା ବ୍ୟୁରୋ: ଖରାରେ ସିଝୁଛି ସାରା ଓଡ଼ିଶା । ୪୦ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା ରହିଛି । ଆହୁରି ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗରେ ଆକଳନ କରିଛି । ଏପ୍ରିଲ ମାସରେ ଓଡ଼ିଶାର ଅନ୍ୟତମ ଥଣ୍ଡା…