ଦେଶର ୭୧ ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ କେନ୍ଦ୍ର ସରକାର ଦେବେ ନିଯୁକ୍ତିପତ୍ର
ଶବ୍ଦ ଓଡିଶା ବ୍ୟୁରୋ: ଦେଶର ୭୧ ହଜାର ଯୁବକ ଯୁବତୀଙ୍କୁ ଆଜି ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବ ନିଯୁକ୍ତ କର୍ମଚାରୀଙ୍କୁ ସାମ୍ବାଧନ କରିବେ । ଦେଶର ୪୫ଟି ସ୍ଥାନରେ…