Mon. Nov 30th, 2026

Author: sabdamedia

୯ରେ ନବୀନ-ନୀତିଶ ଭେଟଘାଟ

ଶବ୍ଦ ଓଡିଶା ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ନବୀନ-ନୀତିଶଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ଠାରୁ ଜାତୀୟ ରାଜନୀତି ଅଧିକ ଚଳଚଞ୍ଚଳ ହୋଇ ଉଠିଛି। ୨୦୦୯ରୁ ବିଜେପି ଓ କଂଗ୍ରେସ…

ଝାରସୁଗୁଡ଼ାରେ ଉପନିର୍ବାଚନ, ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଜମୁଛି । ଆଉ ଦୁଇଦିନ ପ୍ରଚାର ପାଇଁ ସମୟ ଥିବାବେଳେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଝାରସୁଗୁଡ଼ାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ

ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷିଣ-ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ କାଲି ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ୯ତାରିଖ ବେଳକୁ ଲଘୁଚାପଟି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ…

ପୁରୀରେ ଆରଟିଓଙ୍କ ସମନ୍ୱୟ ବୈଠକ । ଅଟୋ ଚାଳକ ମହାସଂଘର ସଭାପତି ଓ ସମ୍ପାଦକମାନଙ୍କୁ ନେଇ ବୈଠକ

ଶବ୍ଦ ଓଡିଶା ବ୍ୟୁରୋ: ଆରଟିଓଙ୍କ କନ୍ଫରେନ୍ସ ହଲରେ ପୁରୀ ସହରର ବିଭିନ୍ନ ଅଟୋ ଚାଳକ ସଂଘ ସହିତ ମହାସଂଘର ସଭାପତି ଓ ସମ୍ପାଦକମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଆରଟିଓ ରବିନ ପଟ୍ଟନାୟକ ଅଧକ୍ଷତା କରିଥିଲେ…

ବ୍ରିଜ ତଳକୁ ଖସି ପଡିଲା ଭ୍ୟାନ୍, ୨୦ରୁ ଅଧିକ ଲୋକ ଆହତ

ଶବ୍ଦ ଓଡିଶା ବ୍ୟୁରୋ: କାମାକ୍ଷାନଗର ରାମିଆଳ ବ୍ରିଜ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ କଳକୁ ଖସିପଡିଲା ଟାଟାଏସି ଭ୍ୟାନ୍ । ଗାଡିରେ ଥିବା ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଓ…

ନୀରଜ ଚୋପ୍ରା ବିଶ୍ୱ ଚାମ୍ପିୟନଙ୍କୁ ହରାଇ ଜିତିଲେ ଡାଇମଣ୍ଡ ଲିଗ୍

ଶବ୍ଦ ଓଡିଶା ବ୍ୟୁରୋ: ଦୋହାରୁ ବର୍ଷର ପ୍ରଥମ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା । ଦୋହାରେ ଚାଲିଥିବା ଡାଇମଣ୍ଡ ଲିଗ୍ରେ ଚମକ୍ରାର ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି ନୀରଜ । ପ୍ରଥମ ପ୍ରୟାସରେ ଜାଭେଲିନ୍ ୮୮.୬୭…

ଆଜି ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ

ଶବ୍ଦ ଓଡିଶା ବ୍ୟୁରୋ: ବିଟ୍ରେନର ରାଜା କିଙ୍ଗ ଚାଲର୍ସ ତୃତୀୟଙ୍କ ଆଜି ହେବ ରାଜ୍ୟାଭିଷେକ । ଏଥିପାଇଁ ଲଣ୍ଡନ ଓ ବ୍ରିଟେନରେ ତିନି ଦିନିଆ ଉତ୍ସବ ପାଳନ ହେବ । ୮ ତାରିଖରେ ଏହି ସମାରୋହ ଶେଷ ହେବ । ୭୦…

ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଶବ୍ଦ ଓଡିଶା ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ଲାଗିରହିଛି । ତେବେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବନା ରହିଛି । ଆସନ୍ତାକାଲି ସୁଦ୍ଧା ଏହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇପାରେ…

ଗୁଣୁପୁରରେ ପ୍ରତିଷ୍ଠା ହେବ କପା ଜେନିଂ ଏବଂ ପ୍ରେସିଂ ମିଲ

ଶବ୍ଦ ଓଡିଶା ବ୍ୟୁରୋ: କପା ଉତ୍ପାଦନରେ ଏକ ହବ ହେଉଛି ଗୁଣୁପୁର । ଶୀଘ୍ର ଏଠାରେ ବସିବ ଜେନିଂ ଏବଂ ପ୍ରେସିଂ ମିଲ । ଗୁଣୁପୁର ଆରଏମସି ଏଥିପାଇଁ 6 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି । ରାଜ୍ୟ କୃଷି…

ଶ୍ରୀମନ୍ଦିରରେ ଶୋଭା ପାଉଛନ୍ତି ଶ୍ରୀବେଢ଼ା ନୃସିଂହ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରର ବେହରଣ ଦ୍ଵାର ଦେଇ ବାହାରିଲେ, ଆମ ସାମ୍ନାରେ ମୁକ୍ତିମଣ୍ଡପ ପଡେ। ସେହି ମୁକ୍ତିମଣ୍ଡପ ନିକଟରେ ଏହି ନୃସିଂହ (ମହାବିଷ୍ଣୁ) ବିରାଜମାନ କରିଛନ୍ତି। ଶ୍ରୀ ନୃସିଂହଙ୍କ ନିକଟରେ ରାଧାକୃଷ୍ଣ ମଧ୍ୟ ପୂଜା ପାଉଛନ୍ତି। ଶ୍ରୀ ନୃସିଂହ ମନ୍ଦିରର…