Sun. Nov 29th, 2026

Author: Sadba Odisha

ବସ୍ତିର ଛାତ୍ରୀ ତଥା ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ହ୍ୟୁମାନ ପୋଟେନସିଆଲ ଡେଭଲପମେଟ ଟ୍ରଷ୍ଟ ତରଫରୁ ସ୍ଥାନୀୟ ନିଳାଦ୍ରୀବିହାରର ରିକ୍ ସା କଲୋନି ଠାରେ ବସ୍ତିର ଛାତ୍ରୀ ତଥା ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର…

ରାୟଗଡ ଜିଲ୍ଲା ପରିଷଦର ୭୮ତମ ବୈଠକ ଅନୁଷ୍ଠିତ

ରାୟଗଡ -ରାୟଗଡ ଜିଲ୍ଲା ପରିଷଦର ୭୮ତମ ବୈଠକ ଆଜି ଅଧ୍ୟକ୍ଷl ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ବୈଠକରେ, ମାନ୍ୟବର ଲୋକ ସଭା ସାଂସଦ ସପ୍ତଗିରି ଉଲ୍ଲକା,ମାନ୍ୟବର ବିଧାୟକ,…

ଶଙ୍ଖ ଧରିଲେ ବିଜୟଙ୍କ ପୁଅ ଅରବିନ୍ଦ

ଶଙ୍ଖ ଧରିଲେ ଅରବିନ୍ଦ । ନବୀନ ନିବାସରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଅରବିନ୍ଦ । ବିଜେଡି…

କଳାକାରଙ୍କ ସାଧାରଣ ବୈଠକ,ଓଡିଶା ସଂଗୀତ ନାଟକ ଏକାଡେମୀ ପାଇଁ ପ୍ରାର୍ଥୀ ଚୟନକୁ ନେଇ ବିରୋଧ

ରାୟଗଡା: ରାୟଗଡାର ସ୍ଥାନୀୟ ସଂସ୍କୃତି ଅନୁଷ୍ଠାନ ପରିସରରେ ରବିବାର ଦିନ କଳାକାର ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l କଳାକାର ମାନଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ବୈଠକ ରେ ପ୍ରାୟ 30 ରୁ ଉର୍ଦ୍ଧ କଳା କାର…

ରାୟଗଡ଼ ଜିଲ୍ଲାରେ ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ

ରାୟଗଡ଼ ଜିଲ୍ଲାରେ ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ ହୋଇଛି । ସଦର ମହକୁମା ଡାକ୍ତରଖାନା ଠାରେ ରାୟଗଡ଼ା ଜିଲ୍ଲାପାଳ ଯୋଗଦେଇ ଜିଲ୍ଲାରେ ପୋଲିଓ ଅଭିଯାନର ଆରମ୍ଭ କରିଥିଲେ । ରାୟଗଡ଼ ଜିଲ୍ଲାରେ ପଲସ ପୋଲିଓ ଅଭିଯାନର ସଫଳତା ପାଇଁ ଜିଲ୍ଲାର ୦…

ଡ଼ଙ୍ଗାମୁଣ୍ଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୁତଳ କେନାଲ ଯୋଜନା ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କଲ୍ୟାଣୀ ନଦୀ ଉପରେ ଡ଼ଙ୍ଗାମୁଣ୍ଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ କେନାଲ ଯୋଜନାକୁ ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଓଡି଼ଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ l ଜଳ ସମ୍ପଦ ବିଭାଗ…

ଚନ୍ଦ୍ରପୁର ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାୟଗଡ/ ଚନ୍ଦ୍ରପୁର : ଚନ୍ଦ୍ରପୁର ପଞ୍ଚାୟତ ସମିତି ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ କୁମାର…

ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ପାଳିତ

ଭାରତ ବିକାଶ ପରିଷଦ ତରଫରୁ ସ୍ଵାମୀ ବିବେକାନନ୍ଦ ଙ୍କ ୧୬୧ ତମ ଜୟନ୍ତୀ ସମୁଦ୍ର କୁଳ ସ୍ଥିତ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପୁରୀରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୋଗ…

ନାସିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦି

ଜାନୁଆରୀ ୧୩ରେ ତାଇୱାନରେ ରାଷ୍ଟ୍ରପତି ଓ ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଆମେରିକା ଏବଂ ଚାଇନା ସମେତ ସମଗ୍ର ବିଶ୍ୱର ଆଖି ଏହି ଛୋଟ ଦ୍ୱୀପ ଉପରେ ଥାଏ । ୧୨ ଜାନୁଆରୀରେ ତାଇୱାନରେ ମତଦାନ ଅନୁଷ୍ଠିତ ହେବ।…

ରାଗିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ରାଗିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ- ୟୁଜିସି ଆହୁରି ସଶକ୍ତ ନିୟମ ଆଣିଛି । ରାଗିଂ ଅଭିଯୋଗ ଆସିଲେ, ଦାୟୀ ରହିବେ ସମ୍ପୃକ୍ତ କଲେଜ କିମ୍ବା ବିଶ୍ଵବିଦ୍ୟାଳୟ । ରାଗିଂ ସମ୍ପର୍କରେ ସମ୍ପୃକ୍ତ କଲେଜ କିମ୍ବା…