Sun. Nov 29th, 2026

Author: Sadba Odisha

ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସଙ୍ଘର ସଭାପତି ଗୋରେଖ ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲପାଳ…

ଫୁଟବଲରେ ଚମକିବ ଓଡ଼ିଶା,ନଭେମ୍ବର ୨୧ରେ ଭୁବନେଶ୍ବରଲେ ପ୍ରତିଷ୍ଠା ହେବ ଫିଫା ଏକାଡେମୀ

ହକି ପରେ ଫୁଟବଲରେ ଚମକିବ ଓଡ଼ିଶା। ନଭେମ୍ବର ୨୧ରେ ଭୁବନେଶ୍ବରଲେ ପ୍ରତିଷ୍ଠା ହେବ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।…

ବର୍ଣ୍ଣବୋଧ ପାଠଶାଳାରେ ଶିଶୁ ଦିବସ,ଯୋଗ ଦେଲେ ଅଭିନେତ୍ରୀ ଶୀତଲ

ଯଶୋଦା ମା ଫାଉଣ୍ଡେସନ ତରଫରୁ ସମାଜସେବୀ ନିବେଦିତା ଲେଙ୍କାଙ୍କ ପ୍ରୟାସରେ ବର୍ଣ୍ଣବୋଧ ପାଠଶାଳାର ପିଲାମାନଙ୍କୁ ନେଇ ନିଳାଦ୍ରୀ ବିହାର ୱଡ ନମ୍ବର ୧୪ରେ ଥିବା ସୀତାନାଥ ନଗର ନିକଟରେ ଶିଶୁ ଦିବସ ପାଳିତ ହୋଇଯାଇଛି ।ଏଥିରେ ଅତିଥି ଭାବରେ ପୂର୍ବତନ ବିଧାୟକ…

ସୁବର୍ଣ୍ଣପୁର କଇଁଫୁଲ ଗାଁରେ ବୋରଓ୍ବେଲରେ ପଡ଼ିଥିବା ବୃଦ୍ଧାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର କଇଁଫୁଲ ଗାଁରେ ବୋରଓ୍ବେଲରେ ପଡ଼ିଥିବା ବୃଦ୍ଧାଙ୍କ ମୃତ୍ୟୁ । ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ବୃଦ୍ଧାଙ୍କୁ ବୋରଓ୍ବେଲରୁ କରାଯାଇଥିଲା ଉଦ୍ଧାର । ହେଲେ ଶେଷରେ ବୃଦ୍ଧା ଦୁଃଖୀ ନେଗୀଙ୍କୁ ମୃତ ଘୋଷଣା କରାଯାଇଛି । ବୋରଓ୍ବେଲରେ ପଡ଼ିବା ସମୟରେ…

ଦୀପାବଳୀରେ ବସ୍ତି ଅଞ୍ଚଳର କୁନିକୁନି ଓଠରେ ହସ ଫୁଟାଇଲେ ଯଶୋଦା ମାଆ

ଭୁବନେଶ୍ୱରର ନିଳାଦ୍ରୀ ବିହାର ସ୍ଥିତ ପଣ୍ଡାପାର୍କ ବସ୍ତିର ବର୍ଣ୍ଣବୋଧ ପାଠଶାଳାର କୁନିକୁନି ପିଲାଙ୍କୁ ନେଇ ଦୀପାବଳୀ ପାଳିତ ହୋଇଯାଇଛି। ସବୁବର୍ଷ ଠାରୁ ଏବର୍ଷର ଦୀପାବଳି ପାଳନ ଥିଲା ଭିନ୍ନ ଓ ନିଆରା । ଆଜିର ଉତ୍ସବରେ ଯଶୋଦା ମାଆ ନିବେଦିତା ଲେଙ୍କାଙ୍କ…

କଂଗ୍ରେସ ପକ୍ଷରୁ ଡିସେମ୍ବର ୧ ରେ ତୁଳସୀ ଯାତ୍ରା – ଶରତ ପଟ୍ଟନାୟକ

ଭୁବନେଶ୍ୱର ତା. ୧୩.୧୧- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି. ନବୀନ ସରକାର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡ଼ା ହେଉଛନ୍ତି । ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର…

ଆଫଗାନିସ୍ତାନ କ୍ରିକେଟର ଗୁରବାଜଙ୍କ ଦରଦୀ ହୃଦୟ

ଆଫଗାନିସ୍ତାନ କ୍ରିକେଟର ଗୁରବାଜଙ୍କ ମହନୀୟତା । ଭୋର ୩ଟା ରାତିରେ ଯାଇ ଗରିବଙ୍କୁ ୫ଶହ ଟଙ୍କିଆ ନୋଟ ବାଣ୍ଟିଲେ ଆଫଗାନିସ୍ତାନର ଏହି କ୍ରିକେଟର । ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ରହମାନୁଲ୍ଲା ଗୁରବାଜ ଭୋର ୩ ରାତିରେ ଯାଇ ଫୁଟପାଥରେ ଶୋଇଥିବା ଗରିବ ଲୋକଙ୍କୁ…

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ। ପରିକ୍ରମା ପ୍ରକଳ୍ପର ଉଦଘାଟନ ପରେ ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ…

ସବୁ ପଞ୍ଚାୟତକୁ ଛୁଇଁଲା ଆମ ଓଡ଼ିଶା ନବୀନ ଓଡ଼ିଶା,ବିରୋଧୀ ଦଳର ଦଳୀୟ ଚିହ୍ନ ବ୍ୟବହାର ଅଭିଯୋଗ

ସବୁ ପଞ୍ଚାୟତକୁ ଛୁଇଁଲା ଆମ ଓଡ଼ିଶା ନବୀନ ଓଡ଼ିଶା । ଅକ୍ଟୋବର ୧୦ରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା ଯୋଜନା ନଭେମ୍ବର ୧୦ ରେ ଯାଜପୁରରେ ଶେଷ ହୋଇଛି । ସାରା ରାଜ୍ୟରେ ୯୯୨୨୩ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩୩୯୭ କୋଟି…