Sun. Nov 29th, 2026

Author: Sadba Odisha

ସୋନପୁର ସହରର ମନ୍ଦିର ପୂଜକଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି

https://youtu.be/qfU_tFQwjXk ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ରମଜୀ ନଗର ରେ ରହୁଥିବା ଜଣେ ମନ୍ଦିର ପୂଜକ ଙ୍କ ଘରୁ ଚୋରି । ସହର ର ପଞ୍ଚରଥ ମନ୍ଦିର ପୂଜକ କୈଳାସ ରଥଙ୍କ ଘରୁ ଗ୍ରିଲ ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର…

ପୁରୀରୁ ପାତାଳୀ ଶ୍ରୀକ୍ଷେତ୍ରକୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥଚକ

ସୁବର୍ଣ୍ଣପୁର: ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଠାରେ ରହିବ । କୋଟସମଲେଇ ପାତାଳୀ କ୍ଷେତ୍ର ରୁ ଯାଇଥିବା ତୁଳସୀ ଗାଡିରେ ଶ୍ରୀକ୍ଷେତ୍ର ପୁରୀରୁ ଦେବୀ…

ଆଇଏନଏସ ଇମ୍ଫାଲରୁ ସଫଳତାର ସହ ସୁପରସୋନିକ୍ ବ୍ରହ୍ମୋସ ମିସାଇଲକୁ ପରୀକ୍ଷଣ

ଭାରତୀୟ ନୌସେନାର ବଢ଼ିଲା ବଳ । ଆଇଏନଏସ ଇମ୍ଫାଲରୁ ସଫଳତାର ସହ ସୁପରସୋନିକ୍ ବ୍ରହ୍ମୋସ ମିସାଇଲକୁ ପରୀକ୍ଷଣ କରାଯାଇଛି । ପ୍ରଥମ ଥର ପାଇଁ କୌଣସି ଯୁଦ୍ଧପୋତ, ନୌସେନାରେ ସାମିଲ ହେବା ପୂର୍ବରୁ ଏହି ଟେଷ୍ଟ କରାଯାଇଛି । ଏହି ବାଲାଷ୍ଟିକ୍…

ଚାଷୀ ହତ୍ୟାକାରୀ ସରକାର,ଚାଷୀମାନଙ୍କ ପାଖକୁ ଯିବ କୃଷକମୋର୍ଚ୍ଚା

ଭୁବନେଶ୍ୱର, ତା.୨୨/୧୧: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରର ଗତ ୯ ବର୍ଷ ଶାସନକାଳରେ ଅନେକ କୃଷି ଓ କୃଷକ କଲ୍ୟାଣ ଯୋଜନାର କାର୍ଯ୍ୟାନ୍ୱୟନ କରିଛନ୍ତି । ଚାଷୀଙ୍କ ଆୟକୁ ଦ୍ଵିଗୁଣିତ କରିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ…

ଫିଫା-ଏଆଇଏଫ୍‌ଏଫ୍‌ ଟ୍ୟାଲେଣ୍ଟ ଏକାଡେମୀ ଉଦ୍‌ଘାଟିତ

ଭାରତୀୟ ଫୁଟ୍‌ବଲ ଇତିହାସରେ ମଙ୍ଗଳବାର ଯୋଡ଼ିହୋଇଛି ଏକ ନୂଆ ଅଧ୍ୟାୟ। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଭାରତ-କାତାର ଫିଫା ବିଶ୍ୱକପ୍‌ ୨୦୨୬ ଓ ଏଏଫ୍‌ସି ଏସିଆନ କପ୍‌ ୨୦୨୭ କ୍ୱାଲିଫାୟର୍ସ ରାଉଣ୍ଡ-୨ ମ୍ୟାଚ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଫା-ଏଆଇଏଫ୍‌ଏଫ୍‌ ଟ୍ୟାଲେଣ୍ଟ ଏକାଡେମୀ…

ଚଳନ୍ତା କାରରେ ନିଆଁ,ଗାଡ଼ିରୁ ଡେଇଁ ଡ୍ରାଇଭର ବଞ୍ଚାଇଲେ ଜୀବନ

ରାଜଧାନୀ ଦିଲ୍ଲୀର ବିଆରଟି ରାସ୍ତାରେ ହଠାତ୍ ଏକ ଚଳନ୍ତା କାରରେ ନିଆଁ ଲାଗିଗଲା । ଯେତେବେଳେ କାର ଡ୍ରାଇଭର କାରକୁ ଅଟକାଇଲା, ସେତେବେଳେ ସେ ଦେଖିଲେ ନିଆଁର ଏକ ଛୋଟ ସ୍ପାର୍କ ଜଳୁଛି । କିନ୍ତୁ ନିଆଁ ଧୀରେ ଧୀରେ ଏତେ…

କଳିଙ୍ଗରେ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ: ଭାରତକୁ ୩-୦ ଗୋଲ୍‌ରେ ହରାଇଲା କତାର

କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତ ଓ କତାର ମଧ୍ୟରେ ବିଶ୍ୱକପ୍‌ ୨୦୨୬ ଓ ଏଏଫ୍‌ସି କପ୍‌ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ ପାଇଁ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତକୁ ୩-୦ ଗୋଲରେ ହରାଇଛି କତାର। କାତାର ପ୍ରଥମରୁ ହିଁ ଆକ୍ରମଣାତ୍ମକ ଭାବରେ ଖେଳ ପ୍ରଦର୍ଶନ…

ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର କୁ ବାହାରିଲା ତୁଳସୀ ରଥ

https://www.youtube.com/watch?v=XY3IIUOIvyQ ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର କୁ ବାହାରିଲା ତୁଳସୀ ରଥ। ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ନେଇ ରଥ ବାହାରିଛି। ସୋନପୁର, ବୌଦ୍ଧ, ନୟାଗଡ,ଖୋର୍ଦ୍ଧା ଦେଇ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିବ। ରାସ୍ତା ସାରା ଶ୍ରଦ୍ଧାଳୁମାନେ ଦେଇଥିବା…

ରାଷ୍ଟ୍ରପତିଙ୍କ ସାନ୍ତାଳୀ ଭାଷଣ, ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ଉତ୍ସବରେ ହେଲେ ସାମିଲ

President Droupadi Murmu graced the inaugural session of the 36th Annual Conference and Literary Festival of All India Santali Writers’ Association at Baripada, Odisha. The President urged writers to write…

ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ୍ ହେଉଛି, ହାଟଡିହି ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ଵର : ଓଡ଼ିଶାରେ ସରକାର କିଏ ଚଳାଉଛି ଓ କେମିତି ଚାଲୁଛି ? ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଓଡିଶା ରାଜ୍ୟ ସମସ୍ତ ସୀମା ଅତିକ୍ରମ କରିସାରିଛି । ଏପରିକି ଗଣତନ୍ତ୍ର ଓ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ଗତ…