1 min read
Latest Trending ଚିତ୍ର କବିତା ନିରବ ନୀଡ଼

ଝିପି ଝିପି ବର୍ଷା

କହରା ରଙ୍ଗର ବଉଦ ତରଳିଟିପି ଟିପି ପଡ଼େ ପାଣି,ଉଡୁଥିଲା ବର୍ଷା ପବନ ସହିତେକେଶ ଝାଡ଼େ ମେଘରାଣୀ। ପ୍ରେମର ବରଷା ବରଷି ଯାଅ ଗୋଶ୍ରାବଣ ଯାଇଛି ସରି,ଚଗଲା ସୁଅରେ ଚହଲି ଯାଉଛିକଅଁଳ ପୀରତି ବାରି। ଗୋଟିଏ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଡିଏନ୍‌ଏ ରିପୋର୍ଟ ଫ୍ଲେକ୍ସ ଲଗାଇ ଧାରଣାରେ ଦୀପିକା

ଶବ୍ଦ ଓଡିଶା ବ୍ୟୁରୋ: କେ. ଦୀପିକା ପୁଣିଥରେ ଦେଶୀବେହେରା ସାହିସ୍ଥିତ କେ. ଦିନେଶଙ୍କ ଘର ବାରଣ୍ଡାରେ ଧାରଣା ଆରମ୍ଭ କରିଛନ୍ତି। ଗତ ୩ଦିନ ଧରି ସେ ଦିନେଶଙ୍କ ଘର ଦୁଆରେ ଧାରଣା ଦେଇଥିବା ବେଳେ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଭୁଲ୍ ଇଞ୍ଜେକସନ ଦେଇଦେଲେ ନର୍ସ ଦିଦି, ଚାଲିଗଲା ଜୀବନ!

ଶବ୍ଦ ଓଡିଶା ବ୍ୟୁରୋ: ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ସ୍ୱାସ୍ଥ୍ୟ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

କ୍ୟାବିନେଟରେ ୧୯ଟି ପ୍ରସ୍ତାବ ଉପରେ ମୋହର

ଶବ୍ଦ ଓଡିଶା ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ୧୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ନୂତନ ଉନ୍ନତ ଅଭିଳାଷ ବା ନୁଆଁ ଓଡ଼ିଶା ଯୋଜନାକୁ ବୈଠକରେ ମଞ୍ଜୁରୀ ମିଳିଛି । ଆସନ୍ତା ୩ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଜନ୍ମମାଟିରେ ପହଞ୍ଚିବ ଶହୀଦ ଯବାନ ସୁଶାନ୍ତଙ୍କ ପାର୍ଥିବ ଶରୀର

ଶବ୍ଦ ଓଡିଶା ବ୍ୟୁରୋ: ଜନ୍ମମାଟିରେ ପହଞ୍ଚିବ ଶହୀଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ସିଧାସଳଖ କେନ୍ଦୁଝର ଆନନ୍ଦପୁର ସ୍ଥିତ ଜନ୍ମମାଟିକୁ ନିଆଯିବ ସୁଶାନ୍ତଙ୍କ ପାର୍ଥିବ ଶରୀର। ବୀର ଯବାନ ସୁଶାନ୍ତଙ୍କ ଶେଷ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଦୁଇ ଦିନ ଘଡଘଡି ସହ ବର୍ଷା, ଆଜି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଆସନ୍ତା ଦୁଇ ଦିନ ଘଡଘଡି ସହ ବର୍ଷା । ଆଜି ୧୧ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡିକ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଦୀପିକାଙ୍କ ପୁଅର ବାପା କିଏ, ଆସିଲା ଡିଏନଏ ରିପୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ବ୍ରହ୍ମପୁର କେ. ଦିନେଶ କୁମାର ଏବଂ ଦୀପିକାଙ୍କ ସମ୍ପର୍କକୁ ନେଇ ସୃଷ୍ଟି ହୋଇଥିବା ହାଇଡ୍ରାମାରେ ଆସିଛି ନୂଆ ଟ୍ୱିଷ୍ଟ। କେ. ଦିନେଶ କୁମାର ଏବଂ ଦୀପିକାଙ୍କ ଡିଏନଏ ରିପୋର୍ଟ ସାମ୍ନାକୁ [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ସ୍ୱାଧୀନତା ଦିବସ, ଜାଣନ୍ତୁ ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଶବ୍ଦ ଓଡିଶା ବ୍ୟୁରୋ: ସ୍ୱାଧୀନତା ଦିବସ ପୂର୍ବରୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କିଏ କେଉଁଠି କରିବେ ପତାକା ଉତ୍ତୋଳନଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକନ୍ଧମାଳ – [more…]

0 min read
Latest ଆଞ୍ଚଳିକ ଓଡ଼ିଶା

୧୧ ଓ ୧୨ରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ୧୧ ଓ ୧୨ ତାରିଖ ଦିନ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ଆଜିଠୁ ୧୪ ତାରିଖ ମଧ୍ୟରେ ୧୩ ଟ୍ରେନ ବାତିଲ, ଜାଣନ୍ତୁ କାହିଁକି…

ଶବ୍ଦ ଓଡିଶା ବ୍ୟୁରୋ: କଟକ-ପାରାଦୀପ ରେଳ ସେକ୍ସନରେ କଟକ ଏବଂ କନ୍ଦରପୁର ରେଳଷ୍ଟେସନ ମଧ୍ୟରେ ଅଟୋ-ସିଗନାଲ୍ କାମ ହେଉଛି । ଆଜିଠୁ ୧୪ ତାରିଖ ଯାଏ ବାତିଲ ହୋଇଛି ୧୩ ଟ୍ରେନ । ଅଟୋ-ସିଗନାଲିଙ୍ଗର [more…]