Mon. Nov 30th, 2026

Tag: #sabdamedia

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସ୍ତ୍ରୀ, ଡିଏଫଓ ଓ ରୋଷେୟାଙ୍କୁ ନୋଟିସ୍ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲାରେ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ନୋଟିସ୍ ଜାରି କଲେ କୋର୍ଟ । ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ ଉଭୟଙ୍କୁ ନୋଟିସ୍ ଜାରି କରିଛନ୍ତି ।…

୫ ଦିନ ଯାଏଁ କଲବଲ କରିବ ତାତି,ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ଆଉ ୫ ଦିନ ଯାଏଁ କଲବଲ କରିବ ତାତି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ବର୍ଷା ହେବାର ସମ୍ଭାବନା…

ସଲମାନଙ୍କ ନୂଆ ଗାର୍ଲଫ୍ରେଣ୍ଡ!

ଅଭିନେତ୍ରୀ ପୂଜା ହେଗଡେ ‘କିସି କା ଭାଇ କିସି କି ଜାନ’ରେ ସଲମାନ ଖାନଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ। ଅନ୍ୟପକ୍ଷରେ ବି-ଟାଉନରେ ଦୀର୍ଘ ଦିନ ଧରି ରିୟଲ୍ ଲାଇଫରେ ଦୁହେଁ ଡେଟିଂ କରୁଥିବା ଗୁଜବ ହେଉଛି। ଯାହାକୁ ନେଇ…

ଆଧାର ସହ ଲିଙ୍କ୍ ହେବ ସମ୍ପତ୍ତି!

ଦିଲ୍ଲୀ ହାଇକୋର୍ଟ ସୋମବାର ଅର୍ଥ ମନ୍ତ୍ରଣାଳୟ ଓ ଆବାସ ଏବଂ ସହର ମାମଲାର ମନ୍ତ୍ରଣାଳୟକୁ ସେହି ଆବେଦନ ଉପରେ ରାୟ ମାଗିଛନ୍ତି, ଯେଉଁଥିରେ ଦାବି କରାଯାଇଥିଲା ସବୁ ସ୍ଥାବର-ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଆଧାରରେ ଲିଙ୍କ କରାଯାଉ। ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର…

ଚାଷୀ ଘରର ଝିଅ ମୁଣ୍ଡରେ ମିସ୍ ଇଣ୍ଡିଆର ତାଜ୍

ଚଳିତ ବର୍ଷ ମିସ୍ ଇଣ୍ଡିଆର ତାଜ୍ ପିନ୍ଧିଛନ୍ତି ନନ୍ଦିନୀ ଗୁପ୍ତା । ରାଜସ୍ଥାନ କୋଟାରେ ରହୁଥିବା ୧୯ ବର୍ଷିୟ ନନ୍ଦିନୀ ଦେଶ ପାଇଁ ଆଣିଛନ୍ତି ଗୌରବ । ନନ୍ଦିନୀ ମଣିପୁରରେ ଆୟୋଜିତ ହୋଇଥିବା ୫୯ ତମ ଫେମିନା ମିସ୍ ଇଣ୍ଡିଆ ୨୦୨୩ର…

ଫାଟିଗଲା କି ସୂର୍ଯ୍ୟ?

ସୂର୍ଯ୍ୟଙ୍କୁ ନେଇ ସାମ୍ନାକୁ ଆସିଲା କିଛି ରହସ୍ୟମୟ କଥା। କିଛି ଦିନ ତଳେ ସୂର୍ଯ୍ୟରେ ବିସ୍ଫୋରଣ ହେବା ପରେ ପୃଥିବୀଠାରୁ ୨୦ ଗୁଣା ଏକ ବଡ ଅଂଶ କୋଟି କୋଟି ମାଇଲ ବେଗରେ ବାହାରିଥିଲା । ବର୍ତ୍ତମାନ ସୂର୍ଯ୍ୟ ପୃଷ୍ଠରୁ ଏକ…

ଅସହ୍ୟ ତାତିରୁ ମିଳିବ ତ୍ରାହି: କାଳବୈଶାଖୀ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଚଣ୍ଡ ତାତିରୁ ମିଳିବ ତ୍ରାହି । ଆଜିଠୁ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ହ୍ରାସ ଦେଖିବାକୁ ମିଳିପାରେ । କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଆଜି କିଛି ଜିଲ୍ଲାରେ କାଳବୈଶାଖୀ…

ଭଙ୍କେଟେଶ୍ବର ବିଦ୍ୟାଳୟ ପାଳନକଲା ୧୪ତମ ବାର୍ଷିକ ଉତ୍ସବ।

ଶବ୍ଦ ଓଡିଶା ବ୍ୟୁରୋ: ବାଲୁଗାଁ-ବାଣପୁରର ଭେଙ୍କେଟେଶ୍ବର ବିଦ୍ୟାଳୟ ପାଳନକଲା ୧୪ତମ ବାର୍ଷିକ ଉତ୍ସବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ OSEPAର ଯୁଗ୍ମ ସଂପାଦିକା ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡ. ଦେବେନ୍ଦ୍ର ନାଥ ମାନସିଂହ, ସମ୍ମାନିତ ଅତିଥିଭାବେ ବାଣପୁର ବାର…

ଏବେ ସାମ୍ବାଦିକଙ୍କ ପାଇଁ ଆସିବ ଏସଓପି… ଅତିକ ହତ୍ୟାକାଣ୍ଡ ପରେ ଗୃହମନ୍ତ୍ରାଳୟର ନିଷ୍ପତ୍ତି ।

ଶବ୍ଦ ଓଡିଶା ବ୍ୟୁରୋ: ପ୍ରୟାଗରାଜରେ ମାଫିଆ ଡନ୍ ଅତିକ ଅହମ୍ମଦ ଏବଂ ତାର ଭାଇକୁ କ୍ୟାମେରା ସାମ୍ନାରେ ହତ୍ୟା କରାଯାଇଛି । ଏହି ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ସାମ୍ବାଦିକଙ୍କ ପାଇଁ ବଡ ନିଷ୍ପତ୍ତି ନେଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି…

ଫେକର ପରିସରରେ ବଢିଲା ୧୪୪ ଧାରା ଅବଧି

ଶବ୍ଦ ଓଡିଶା ବ୍ୟୁରୋ: ଭଦ୍ରକ ଫେକର କମ୍ପାନୀ ପରିସରରେ ଲାଗିଥିବା ୧୪୪ ଧାରା ବୃଦ୍ଧି କରାଯାଇଛି । ଆସନ୍ତା ୧୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ନିଆଁରେ ପୋଡ଼ି ହୋଇ ଦୁଇ ଶ୍ରମିକ ଗୁରୁତର…