ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତି ପ୍ରତ୍ୟାହାର ଦାବି, ନୂଆ ନିୟମ ଲାଗୁ ହେଲେ ଜମି ହରାଇବେ ଆଦିବାସୀ
ରାଜ୍ୟ ସରକାର ଆଦିବାସୀଙ୍କ ଜମିକୁ ବ୍ୟବସାୟୀ, ଜମି ମାଫିଆ, ଠିକାଦାରଙ୍କ ହାତକୁ ଟେକି ଦେବାର ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର ଆଣିଥିବା ଏହି ନୂଆ ନିୟମ ଲାଗୁ ହେଲେ ଆଦିବାସୀମାନେ ସେମାନଙ୍କର ଜମି ହରାଇବେ ଅସାଧୁ ଜମି ମାଫିଆମାନେ ଆଦିବାସୀଙ୍କ…