Mon. Nov 30th, 2026

Tag: #sabdamedia

ଆଦିବାସୀଙ୍କ ଜମି ହଡପ୍ କ୍ୟାବିନେଟ ନିଷ୍ପତିର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବୀରେ ଡିସେମ୍ବର ୧ରୁ ବିଜେପିର ବ୍ୟାପକ ଜନ ଅନ୍ଦୋଳନ

ଭୁବନେଶ୍ୱର,ତା.୨୫/୧୧: ରାଜ୍ୟ ଜନସଂଖାର ୨୪ ଭାଗ ହେଉଛନ୍ତି ଅନୁସୁଚିତ ଜନଜାତି ବର୍ଗର । ସବୁଠୁ ଅବହେଳିତ ଓ ଗରୀବିରେ ସଢୁଥିବା ଆଦିବାସୀ ଭାଇମାନଙ୍କ ସୁରକ୍ଷା ଆମ୍ଭମାନଙ୍କର ମୈାଳିକ କର୍ତବ୍ୟ । ନବୀନ ସରକାରଙ୍କ କର୍ପୋରେଟ ପ୍ରୀତି ତଥା ସାଧାରଣ ଆଦିବାସୀଙ୍କୁ ସର୍ବହରା…

ତରଳିଗଲା ମହିଳା ପୁଲିସଙ୍କ ହୃଦୟ,କୋଚି ପୁଲିସ୍‌ ଷ୍ଟେସନରେ ମାଆ-ମମତାର ହୃଦୟସ୍ପର୍ଶୀ ଦୃଶ୍ୟ

ଏକ ଅଜଣା ଛୁଆର କାନ୍ଦ ଆଗରେ ତରଳିଗଲା ପୁଲିସ୍‌ ହୃଦୟ । ପୁଲିସ୍‌ ବର୍ଦ୍ଦି ତଳୁ ବିଚଳିତ କଲା ମା’ର ମମତା। ଶେଷରେ କର୍ତ୍ତବ୍ୟକୁ ପଛ କରି ନିଜ ହୃଦୟର ଡାକ ଶୁଣିଲେ ପୁଲିସ୍‌ ଅଧିକାରୀଜଣକ । ତା’ ପରେ ସେ…

ତେଜସ୍ ରେ ଉଡିଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ମୋଦିଙ୍କ ପାଇଲଟ୍ ଲୁକ

ସ୍ବଦେଶୀ ଲଢୁଆ ବିମାନ ‘ତେଜସ’ରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍‌ କରି କହିଲେ ଅନୁଭବ ଅବିଶ୍ବସନୀୟ । ବାୟୁସେନା, ଏଚଏଏଲ ଓ ଡିଆରଡିଓକୁ କଲେ ପ୍ରଶଂସା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ବାୟୁସେନାର ସ୍ବଦେଶୀ ଲଢୁଆ ବିମାନ…

ତ୍ରିବିକ୍ରମ ବେଶରେ ସଜେଇ ହେଲେ ମହାପ୍ରଭୁ

ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗି କରାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ…

ପୁରୀରୁ ପାତାଳୀ ଶ୍ରୀକ୍ଷେତ୍ରକୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥଚକ

ସୁବର୍ଣ୍ଣପୁର: ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଠାରେ ରହିବ । କୋଟସମଲେଇ ପାତାଳୀ କ୍ଷେତ୍ର ରୁ ଯାଇଥିବା ତୁଳସୀ ଗାଡିରେ ଶ୍ରୀକ୍ଷେତ୍ର ପୁରୀରୁ ଦେବୀ…

ଆଇଏନଏସ ଇମ୍ଫାଲରୁ ସଫଳତାର ସହ ସୁପରସୋନିକ୍ ବ୍ରହ୍ମୋସ ମିସାଇଲକୁ ପରୀକ୍ଷଣ

ଭାରତୀୟ ନୌସେନାର ବଢ଼ିଲା ବଳ । ଆଇଏନଏସ ଇମ୍ଫାଲରୁ ସଫଳତାର ସହ ସୁପରସୋନିକ୍ ବ୍ରହ୍ମୋସ ମିସାଇଲକୁ ପରୀକ୍ଷଣ କରାଯାଇଛି । ପ୍ରଥମ ଥର ପାଇଁ କୌଣସି ଯୁଦ୍ଧପୋତ, ନୌସେନାରେ ସାମିଲ ହେବା ପୂର୍ବରୁ ଏହି ଟେଷ୍ଟ କରାଯାଇଛି । ଏହି ବାଲାଷ୍ଟିକ୍…

ଆଇସିସି ଆଣିଲା ନୂଆ ନିୟମ ଷ୍ଟପ୍‌ କ୍ଲକ୍‌

ବିଶ୍ବକପ୍‌ ୨୦୨୩ ସରିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ କିଛି ପରିବର୍ତ୍ତନ ଆଣିଛି ଆଇସିସି । ଏଣିକି ଦିନିକିଆ ଏବଂ ଟି୨୦ କ୍ରିକେଟ୍‌ରେ ପରୀକ୍ଷାମୂଳକ ଭାବେ ଆଉ ଏକ ନୂଆ ନିୟମ ଲାଗୁ କରାଯାଇଛି । ଯଦିଓ କେବଳ ବୋଲରମାନଙ୍କ ପାଇଁ ଏହି…

ଫିଫା-ଏଆଇଏଫ୍‌ଏଫ୍‌ ଟ୍ୟାଲେଣ୍ଟ ଏକାଡେମୀ ଉଦ୍‌ଘାଟିତ

ଭାରତୀୟ ଫୁଟ୍‌ବଲ ଇତିହାସରେ ମଙ୍ଗଳବାର ଯୋଡ଼ିହୋଇଛି ଏକ ନୂଆ ଅଧ୍ୟାୟ। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଭାରତ-କାତାର ଫିଫା ବିଶ୍ୱକପ୍‌ ୨୦୨୬ ଓ ଏଏଫ୍‌ସି ଏସିଆନ କପ୍‌ ୨୦୨୭ କ୍ୱାଲିଫାୟର୍ସ ରାଉଣ୍ଡ-୨ ମ୍ୟାଚ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଫା-ଏଆଇଏଫ୍‌ଏଫ୍‌ ଟ୍ୟାଲେଣ୍ଟ ଏକାଡେମୀ…

ଚଳନ୍ତା କାରରେ ନିଆଁ,ଗାଡ଼ିରୁ ଡେଇଁ ଡ୍ରାଇଭର ବଞ୍ଚାଇଲେ ଜୀବନ

ରାଜଧାନୀ ଦିଲ୍ଲୀର ବିଆରଟି ରାସ୍ତାରେ ହଠାତ୍ ଏକ ଚଳନ୍ତା କାରରେ ନିଆଁ ଲାଗିଗଲା । ଯେତେବେଳେ କାର ଡ୍ରାଇଭର କାରକୁ ଅଟକାଇଲା, ସେତେବେଳେ ସେ ଦେଖିଲେ ନିଆଁର ଏକ ଛୋଟ ସ୍ପାର୍କ ଜଳୁଛି । କିନ୍ତୁ ନିଆଁ ଧୀରେ ଧୀରେ ଏତେ…

୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ମୃତ୍ୟୁ

ରାଜ୍ୟର ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷିତ ନାହାନ୍ତି। ରେଳ ଦୁର୍ଘଟଣା, ରାସ୍ତା ଦୁର୍ଘଟଣା, ବିଦ୍ୟୁତ୍‌ ଆଘାତ, ଶିକାରୀ ଏବଂ ବିଷ ପ୍ରୟୋଗ ଯୋଗୁ ଅଧିକାଂଶ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟୁଛି। ବିଭିନ୍ନ କାରଣରୁ ଗତ ୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ଜୀବନ ଯାଇଛି।…