Thu. Oct 15th, 2026

Month: June 2023

ଅଦ୍ଭୁତ ହୋଟେଲ!

ଟ୍ରି ହୋଟେଲ, ସ୍ବିଡେନ୍- ନାଁ ଶୁଣିକି ହୁଏତ ଆଶ୍ଚର୍ୟ୍ୟ ହେଉଥିବେ। କିନ୍ତୁ ଏହା ସତ। ସ୍ବିଡେନ୍ର ଲୁଲେ ନଦୀ ଉପତ୍ୟକାରେ ଏହି ହୋଟେଲ୍ ଉପସ୍ଥିତ। ଗଛ ଉପରେ ତିଆରି ହୋଇଥିବା ଏହି ହୋଟେଲଟି କ୍ୟୁବ୍ ଆକାରର, ଯାହାର ଚାରିପଟ ମିରର୍ ଦ୍ୱାରା…

‘ମୋ ଘର ଯୋଜନାର’ ବ୍ଲକ ସ୍ତରୀୟ ସଚେତନତା କର୍ମଶାଳା

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବୁଝାବଣା ଦୀର୍ଘ ତିନିବର୍ଷ ଧରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। କଚ୍ଚାଘରେ ବାସ କରୁଥିବା ଲୋକଙ୍କୁ ଘର ଯୋଗାଇଦେବା ଲକ୍ଷରେ ରାଜ୍ୟ ସରକାର ମୋ ଘର ଯୋଜନାର ଶୁଭାରମ୍ଭ କରିଛନ୍ତି l ଏହି ପରିପ୍ରେକ୍ଷୀରେ…

ସ୍ନାନ ମଣ୍ଡପରେ ରକ୍ତଛିଟା, ପୁଣି ହେଲା ମହାସ୍ନାନ

ଆଜି ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ବଡ଼ ଅଘଟଣ ଘଟିଛି। ସ୍ନାନ ମଣ୍ଡପ ଚକଡ଼ାରେ ରକ୍ତ ଛିଟା ପଡ଼ିଥିବା ଜଣେ ଜେଟିପି ଦେଖିଥିଲେ। କୌଣସି ସେବାୟତଙ୍କ ଠାରୁ ଏହି ରକ୍ତ ଛିଟା ଲାଗିଥିବା ଆଶଙ୍କା କରାଯାଉଛି। ତେବେ ରକ୍ତ ଛିଟା ପଡ଼ିଥିବାରୁ…

ଫୋନରେ କଥା ହେଲେ ମୋଦି-ନବୀନ

ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯାତ୍ରୀମାନଙ୍କର ଜୀବନ ରକ୍ଷା କରିବା ଲାଗି ଯଥାସମ୍ଭବ ଉଦ୍ୟମ ଚାଲିଥିବା କଥା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି। ସଂକ୍ଷେପରେ…

୫ ତାରିଖ ପର୍ଯ୍ୟନ୍ତ ସବୁ ସାଂଗଠନିକ କାର୍ଯ୍ୟକ୍ରମକୁ ରଦ୍ଦ କଲା ବିଜେପି

ଶବ୍ଦ ଓଡିଶା ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନାଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଭୟାବହ ଟ୍ରେନ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବିଜେପି ନିଜର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମକୁ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ରଦ୍ଦ କରିଦେଇଛି ।ସୂଚନା ଅନୁସାରେ, ଗତକାଲି ଏହି ଟ୍ରେନ ଦୁର୍ଘଟଣାର ଖବର…

ଆଇସକ୍ରିମ୍ ଖାଇ ୬୦ରୁ ଅଧିକ ଅସୁସ୍ଥ

ଶବ୍ଦ ଓଡିଶା ବ୍ୟୁରୋ: ଆଇସକ୍ରିମ୍ ଖାଇ ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଗତକାଲି ସେମିଳିଗୁଡା ବ୍ଲକର…

ଟ୍ରାକରୁ ଉଠିଲା ୨୧ ବଗି, ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ

ଶବ୍ଦ ଓଡିଶା ବ୍ୟୁରୋ: ବାହାନଗାରେ ଦୁର୍ଘଟଣାଗ୍ରସ୍ତ ଟ୍ରାକରୁ ଉଠାଗଲା ୨୧ ବଗି । ଏବେବି ଟ୍ରାକ୍ ବଗି ହଟାଇବା କାମ ଚାଲିଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଦ୍ୟୁତ ଖୁଣ୍ଟ ଓ ଲାଇନ୍ ମରାମତି କାମ । ରାତି ସାରା ମରାମତି…

ଭୁବନେଶ୍ୱରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏମ୍ସ ଯାଇ ସମୀକ୍ଷା କରିବେ ମନସୁଖ ମାଣ୍ଡଭ୍ୟ

ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏମ୍ସ ଯାଇ ସମୀକ୍ଷା କରିବେ ମନସୁଖ ମାଣ୍ଡଭ୍ୟ । ଏମ୍ସରେ ଡାକ୍ତରଙ୍କ ସହ ବୈଠକ କରି ଚିକିତ୍ସା ବ୍ୟବସ୍ଥାର ଆବଶ୍ୟକତା ନେଇ କରିବେ ଆଲୋଚନା । ଏହାପରେ କଟକ ଓ…

ପବିତ୍ର ସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂରତି । ଏଥିପାଇଁ ରତ୍ନବେଦୀରୁ ସ୍ନାନ ବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧା ମୂରତି । ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା,…

କାଲି ସ୍ନାନ ପୂର୍ଣ୍ଣିମା; ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ

ଆସନ୍ତାକାଲି ସକାଳେ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ । ପବିତ୍ର ଦେବସ୍ନାନ ପୁର୍ଣ୍ଣିମାରେ ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବେ ତିନି ଠାକୁର । ଏହି ଅବସରରେ ମହାପ୍ରଭୁ ହାତୀବେଶ ବା ଗଜାନନ ବେଶରେ…