Thu. Oct 15th, 2026

Month: May 2023

ଗୁଣୁପୁରରେ ପ୍ରତିଷ୍ଠା ହେବ କପା ଜେନିଂ ଏବଂ ପ୍ରେସିଂ ମିଲ

ଶବ୍ଦ ଓଡିଶା ବ୍ୟୁରୋ: କପା ଉତ୍ପାଦନରେ ଏକ ହବ ହେଉଛି ଗୁଣୁପୁର । ଶୀଘ୍ର ଏଠାରେ ବସିବ ଜେନିଂ ଏବଂ ପ୍ରେସିଂ ମିଲ । ଗୁଣୁପୁର ଆରଏମସି ଏଥିପାଇଁ 6 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି । ରାଜ୍ୟ କୃଷି…

ଶ୍ରୀମନ୍ଦିରରେ ଶୋଭା ପାଉଛନ୍ତି ଶ୍ରୀବେଢ଼ା ନୃସିଂହ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରର ବେହରଣ ଦ୍ଵାର ଦେଇ ବାହାରିଲେ, ଆମ ସାମ୍ନାରେ ମୁକ୍ତିମଣ୍ଡପ ପଡେ। ସେହି ମୁକ୍ତିମଣ୍ଡପ ନିକଟରେ ଏହି ନୃସିଂହ (ମହାବିଷ୍ଣୁ) ବିରାଜମାନ କରିଛନ୍ତି। ଶ୍ରୀ ନୃସିଂହଙ୍କ ନିକଟରେ ରାଧାକୃଷ୍ଣ ମଧ୍ୟ ପୂଜା ପାଉଛନ୍ତି। ଶ୍ରୀ ନୃସିଂହ ମନ୍ଦିରର…

ହାଇୱାକୁ ପଛରୁ ଧକ୍କା ଦେଲା ଟ୍ରକ୍ : ଦୁର୍ଘଟଣାରେ ୨ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ହାଇୱାକୁ ପଛରୁ ଧକ୍କା ଦେଲା ଟ୍ରକ୍ । ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ଭୋର ସମୟରେ ହାଇୱାକୁ ପଛରୁ ଧକ୍କା ଦେଇଛି ଟ୍ରକ୍ । ଯାହାଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା…

ଶିମିଳିପାଳ ବୁଲିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବ୍ଦ ଓଡିଶା ବ୍ୟୁରୋ: ରାଷ୍ଟ୍ରପତିଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ୧୨ଟାରେ ଶିମିଳିପାଳରେ ପହଞ୍ଚିବା ପରେ ସେଠାରେ ଅଢେଇ ଘଣ୍ଟା ଅର୍ଥାତ୍…

ରାଜ୍ୟରେ କାଳବୈଶାଖୀ ପ୍ରଭାବ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଛି । କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର,…

ଆକ୍ସନ ମୁଡରେ ପୁରୀ ଅବକାରୀ ବିଭାଗ; ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

ପୁରୀ ଜିଲ୍ଲାରେ ଅବକାରୀ ବିଭାଗର ଚଢ଼ାଉ। ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ସଦର ଥାନା ଅଧୀନରେ ଥିବା କାସିହରିପୁର୍…

ଖେଳ ପାଇଁ ନୁହେଁ, ଲଭ୍ ବାର୍ଡଙ୍କୁ ଦେଖି କମ୍ପିଲା ଷ୍ଟାଡିୟମ, ଭାବୀ ଜିନ୍ଦାବାଦର ସ୍ଲୋଗାନ ଦେଲେ ଦର୍ଶକ

ସୋସିଆଲ ମିଡିଆରେ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ ବିବାହକୁ ନେଇ କ୍ରମାଗତ ଆଲୋଚନା ହେଉଛି। ୟୁଜର୍ସ ଦାବି କରୁଛନ୍ତି ଯେ ପରିଣୀତି ଓ ରାଘବ ବିବାହ କରିବାକୁ ଯୋଜନା କରୁଛନ୍ତି। ଯଦିଓ, ପରିଣୀତି ବିବାହ ପ୍ରଶ୍ନର ଗୋଳମାଳ ଉତ୍ତର ଦେଇଥିବାର…

ପଶ୍ଚିମବଙ୍ଗ ପଠାଗଲା ପର୍ଯ୍ୟଟକଙ୍କ ମୃତଶରୀର

ଗତକାଲି ପୁରୀ ସମୁଦ୍ରରେ ବୁଡ଼ି ଯାଇ ପ୍ରାଣ ହରାଇଥିବା ଦୁଇ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ ଶରୀର ବ୍ୟବଚ୍ଛେଦ ପରେ ପଶ୍ଚିମବଙ୍ଗ ପଠାଯାଇଛି। ସମୁଦ୍ରରେ ସ୍ନାନ ବେଳେ ପଶ୍ଚିମବଙ୍ଗ ହାୱଡ଼ା ଜିଲ୍ଲା ସିପୁର, ଖୁରୁଟ ଆଚାର୍ଯ୍ୟ ପଡ଼ାର ଅଧିବାସୀ ୫୧ ବର୍ଷୀୟ ରଞ୍ଜନ…

ପ୍ରଥମେ ଭୋଟ ଦେଇ ଲୋକଙ୍କୁ ସଚେତନ କରାଇଲେ ଯୋଗୀ ଆଦିତ୍ୟନାଥ

ଭୋଟ ଦେଲେ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଦିନ ମ୍ୟୁନିସିପାଲିଟି ନିର୍ବାଚନରେ ​​’ପ୍ରଥମେ ମତଦାନ ପରେ ଜଳପାନ’ ମନ୍ତ୍ର ଅନୁସରଣ କରି ଗୋରଖନାଥରେ ଥିବା ଇଂରାଜୀ ମଧ୍ୟମ ପ୍ରାଥମିକ ବିଦ୍ୟାଳୟରେ ମତଦାନ କରିଥିଲେ। ସକାଳ ସମୟରେ ମତଦାନ କେନ୍ଦ୍ରର…

ଶ୍ରୀମନ୍ଦିରରେ ଶ୍ରୀ ନୃସିଂହ ଜନ୍ମ ନୀତି ପାଳିତ

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ଆବିର୍ଭୂତ ହୋଇ ଯୁଗେ ଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରିଠାରେ ଲୀନ ହୋଇଥାନ୍ତି ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି। ସେହି ସ୍ମୃତିରେ ପ୍ରତିବର୍ଷ ଶୁକ୍ଳ ଚତୁର୍ଦ୍ଦଶୀରେ ବଡ଼ଦେଉଳରେ…