Sun. Nov 29th, 2026

Month: April 2023

ଝାରସୁଗୁଡ଼ା ଭୋଟ୍ ପାଇଁ ୧୦ରେ ସରକାରୀ ଛୁଟି

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ମେ’ ୧୦ତାରିଖରେ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଏହି ଛୁଟି ସଂକ୍ରାନ୍ତରେ ଆଜି ବିଧିବଦ୍ଧ…

ଆଜି ପବିତ୍ର ଇଦ୍ ଉଲ୍ ଫିତର

ଶବ୍ଦ ଓଡିଶା ବ୍ୟୁରୋ: ଆଜି ଇଦ୍‌ ଉଲ୍ ଫିତର୍। ଇସଲାମ ଧର୍ମାବଲମ୍ବୀଙ୍କ ସବୁଠୁ ବଡ଼ ପର୍ବ। ଏଥିପାଇଁ ସାରା ଦେଶରେ ଉତ୍ସବମୁଖର ପରିବେଶ। ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ସମେତ ଓଡ଼ିଶାରେ ବି ପାଳନ ହେଉଛି ଇଦ୍। ଗତକାଲି ଶେଷ ରୋଜା…

ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର

ଶବ୍ଦ ଓଡିଶା ବ୍ୟୁରୋ: ଜମ୍ମୁ-କଶ୍ମୀର ପୁଞ୍ଚ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛି। ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସହିଦଙ୍କୁ ଗାର୍ଡ…

ପ୍ରଥମ ମହିଳା ଅଧିକାରୀ ଭାବେ ବାୟୁସେନା ପଦକ ହାତେଇଲେ ଦୀପିକା ମିଶ୍ରା

ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଭାବେ ୱିଙ୍ଗ୍‌ କମାଣ୍ଡର୍‌ ଦୀପିକା ମିଶ୍ରାଙ୍କୁ ବାୟୁସେନା ପଦକ (ଶୌର୍ଯ୍ୟ) ପ୍ରଦାନ କରାଯାଇଛି।ଭାରତୀୟ ବାୟୁସେନାର ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ, ମଧ୍ୟପ୍ରଦେଶରେ ବନ୍ୟା ରିଲିଫ୍‌ ଅଭିଯାନ ସମୟରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ରାଜସ୍ଥାନବାସିନୀ…

ରିଲିଜ ହେବାର ପ୍ରଥମ ଦିନରେ ବଡ଼ ପରଦାରେ ଧମାଲ କରୁଛି ‘କିସି କା ଭାଇ କିସି କି ଜାନ’

ରିଲିଜ୍ ହୋଇଯାଇଛି ସଲମନା ଖାନଙ୍କ ଚର୍ଚ୍ଚିତ ଏବଂ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’। ଫ୍ୟାନ୍ସ ବେଶ୍ ଉତ୍ସାହର ସହ ଏହି ଫିଲ୍ମର ଅପେକ୍ଷାରେ ଥିଲେ । ଇଦ୍ ଅବସରରେ ଆଜି ଏହି ସିନେମା ମୁକ୍ତିଲାଭ…

ଭାରତରେ ଆପଲ୍ ଷ୍ଟୋର୍‌; ପାକିସ୍ତାନ ସରକାରଙ୍କୁ କଟାକ୍ଷ

ଭାରତର ମୁମ୍ବାଇରେ ଦେଶର ପ୍ରଥମ ଆପଲ୍ ଷ୍ଟୋର୍‌ ଖୋଲାଯାଇଥିଲା। ଏହି ଅବସରରେ ଆପଲ୍ ସିଇଓ ଟିମ୍ କୁକ୍ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ଭାରତର ଲୋକମାନେ ଖୁସି ହୋଇଥିଲେ ମଧ୍ୟ ପଡୋଶୀ ଦେଶ ପାକିସ୍ଥାନର ଲୋକମାନେ ଟ୍ୱିଟର ମାଧ୍ୟମରେ ଏହା ଉପରେ…

ଟ୍ୱିଟରରୁ ବ୍ଲୁ ଟିକ୍ ହଟାଇଲେ ମସ୍କ

ଟ୍ୱିଟରରୁ ବ୍ଲୁ ଟିକ୍ ହଟାଇଲେ ଏଲନ ମସ୍କ। ପୂର୍ବ ଘୋଷଣା ଅନୁଯାୟୀ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର ଏହାର ଟ୍ବିଟର ଆକାଉଣ୍ଟରୁ ଫ୍ରି ବ୍ଲୁ ଟିକ୍ ହଟାଇଛି। ଯେଉଁମାନେ ଟ୍ବିଟର ବ୍ଲୁ ପ୍ଲାନ୍ ନେଇନାହାଁନ୍ତି ତାଙ୍କର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଛି।…

ତାତିରୁ ମିଳିଲା ତ୍ରାହି

ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲଗାତାର ପ୍ରଚଣ୍ଡ ତାତିରେ ହନ୍ତସନ୍ତ ହେବା ପରେ ଆଜିଠାରୁ ଏହି ତାତିରୁ ମୁକ୍ତି ମିଳିଛି । ଗୁରୁଚାପ ବଳୟ ପ୍ରଭାବ ହ୍ରାସ ହେବା ଯୋଗୁଁ ତାପମାତ୍ରାରେ ମଧ୍ୟ ହ୍ରାସ ଘଟିଛି।ତେଣୁ ରାଜ୍ୟରେ ତାତିର ପରିମାଣ ମଧ୍ୟ କମ୍…

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଶବ୍ଦ ଓଡିଶା ବ୍ୟୁରୋ: ଆଗାମୀ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ଶ୍ରୀଜୀୟୁମାନଙ୍କ ଚନ୍ଦନ ଯାତ୍ରା । ଚଳିତ ମାସ ୨୩ ତାରିଖରୁ ମଇ ମାସ ୧୨ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏକ…

ମେ’ ୯ ତାରିଖରେ ବାରିପଦା ଆସିବେ ରାଷ୍ଟ୍ରପତି

ଶବ୍ଦ ଓଡିଶା ବ୍ୟୁରୋ: ମେ’ ୯ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ଚିଠି କରିଛନ୍ତି।ପୂର୍ବରୁ…