ରାୟଗଡ଼ାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ
ରାୟଗଡା ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ-୨୦୨୩ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷାରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିବା ବେଳେ ସକାଳ ସାଢେ ୭ଟା ସମୟରେ ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ…
ରାୟଗଡା ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ-୨୦୨୩ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷାରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିବା ବେଳେ ସକାଳ ସାଢେ ୭ଟା ସମୟରେ ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ…
ପୁଣି ଓଡ଼ିଶାର ଯାଜପୁର ଜିଲ୍ଲାରେ ପ୍ଲାଷ୍ଟିକ ଚାଉଳ ସାମ୍ନାକୁ ଆସିଛି। ପାଣିକୋଇଲି ଅନ୍ତର୍ଗତ ଯମୁନା ଗ୍ରାମର କେତେକ ପଞ୍ଚାୟତରେ ଏହାକୁ ଚିହ୍ନଟ କରାଯାଇଛି। ପୂର୍ବରୁ ମଧ୍ୟ ରାଜ୍ଯର ବିଭିନ୍ନ ଅଞ୍ଚଳରେ ପ୍ଲାଷ୍ଟିକ ଚାଉଳ ମିଳିଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ଖାଇବା…
ଉତ୍କଳ ଦିବସ ସମାରୋହ ରେ ଶୁଭା ଟ୍ରଷ୍ଟ ତରଫରୁ କ୍ୟାନ୍ସର ପୀଡ଼ିତାଙ୍କ ଉଦ୍ଦେଶ୍ୟ ରେ କେଶ ଦାନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ପ୍ରଥମ ଥର ଶୋଭା ଟ୍ରଷ୍ଟ କ୍ୟାନ୍ସର ପୀଡ଼ିତା ଙ୍କ ମୁଁହରେ ଟିକେ ହସ ଫୁଟାଇବା ପାଇଁ ପ୍ରୟାସ…
ଗୋଟିଏ ବର୍ଷ ରେ ୧୧ ଟି ନବବିବାହିତ ଦମ୍ପତିଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଯୋଜନାର ସଫଳ ରୁପାୟନ ହୋଇପାରିଛି। ବିଶେଷ କରି ବାଲ୍ୟ ବିବାହ ରୋକିବା ଦିଗରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ମସିହାରେ ମୋଟ ୧୧ ଟି ଆଦୀମ ଜନଜାତି…
ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା । ଗ୍ରାମାଞ୍ଚଳର ଚାଷୀଙ୍କୁ ସହଜ ଓ ସରଳ ସୁବିଧା ମାଧ୍ୟମରେ ବ୍ୟାଙ୍କିଂ ସେବା ଯୋଗାଇଦେବା ପାଇଁ କରାଯାଇଛି ପ୍ରୟାସ। ଏହି ଲକ୍ଷରେ ମୋହନା ବ୍ଲକର ଚନ୍ଦ୍ରଗିରି ବୃହଦାଗାର ଆଦିବାସୀ ବହୁମୂଖୀ ସମବାୟ ସମିତି…
ବାଣପୁରରେ ମା’ଭଗବତୀଙ୍କୁ ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ। ଦୀର୍ଘ ୬୦ ବର୍ଷ ପରେ ମା’ ଭଗବତୀଙ୍କ ପୀଠରେ ପୁଣି ଆରମ୍ଭ ହୋଇଥିବା ବାସନ୍ତିକ ନବରାତ୍ର ବିଶ୍ୱଶାନ୍ତି ମହାଯଜ୍ଞ ଅତି ଆନନ୍ଦ ଉଲ୍ଲାସର ସହ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ବନୀ, ସଂକୀର୍ତ୍ତନ…