Thu. Oct 15th, 2026

Month: February 2023

ମାର୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା

ଶବ୍ଦ ଓଡିଶା ବ୍ୟୁରୋ: ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ୍, ମଧ୍ୟମା ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ଶେଷ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ।…

ବରିଷ୍ଠ ଓଏଏସ ଅଫିସରସ୍ତରରେ ବଦଳି, ୧୦ ବରିଷ୍ଠ ଅଫିସରଙ୍କ ବଦଳି

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସରସ୍ତରରେ ବଦଳି କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶକ୍ତି ବିଭାଗର ଅତିରିକ୍ତ ସଚିବ ତଥା ଓରେଡ଼ା ସିଇଓ ବରିଷ୍ଠ ଓଏଏସ୍ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ…

ପ୍ରଧାନମନ୍ତ୍ରୀ ହାଲର ନୂଆ କାରଖାନାର ସୋମବାର କରିବେ ଉଦଘାଟନ

ଶବ୍ଦ ଓଡିଶା ବ୍ୟୁରୋ: ସୋମବାର କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେବ୍ରୁଆରୀ ୬ରେ ସେ କର୍ଣ୍ଣାଟକ ଗସ୍ତରେ ଯିବେ । ଏହି ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରିବେ ମୋଦୀ । ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ରରେ…

କଲବଲ କରୁଛି ଶୀତ

କମୁଛି ତାପମାତ୍ରା, ବଢୁଛି ଶୀତ। ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ଶୀତ ବଢ଼ିଛି । ଅନେକ ସ୍ଥାନରେ ରାତି ତାପମାତ୍ରା ତଳକୁ ଖସିଛି । ୧୦ ସହରର ତାପମାତ୍ରା ୫ ଡିଗ୍ରୀ ତଳେ ଥିଲା । କିନ୍ତୁ…

ଲେମରିନ ଟେକ ବିଶ୍ୱବିଦ୍ୟାଳୟର ପ୍ରଥମ ରିଏଲ ଇଷ୍ଟେଟ କୋର୍ସର ଶୁଭାରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀରେ ଆରମ୍ଭ ହେଲା ପ୍ରଥମ ରିଏଲ ଇଷ୍ଟେଟ କୋର୍ସ । ଲେମରିନ ଟେକ ବିଶ୍ୱବିଦ୍ୟାଳୟରେ ଏହି କୋର୍ସର ଶୁଭାରମ୍ଭ କରାଯାଇଛି । ରେରା ପୃଷ୍ଠଭୂମିର କୁଶଳୀ କାରିଗରୟ ସୃଷ୍ଟି ଉଦ୍ଦେଶ୍ୟରେ ପଞ୍ଜାବ ସ୍ଥିତ ଲେମରିନ ଟେକ ବିଶ୍ୱ…

ସୁପ୍ରିମକୋର୍ଟକୁ ମିଳିବ ୫ ନୂଆ ଜଜ୍

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଆଶ୍ୱସନା ଦେଇଛନ୍ତି ଯେ ଶୀଘ୍ର ୫ଜଣ ଜଜଙ୍କୁ ନିଯୁକ୍ତି ନେଇ କଲେଜିୟମର ସୁପାରିଶକୁ ମଞ୍ଜୁରୀ ଦେବେ । ଆଟର୍ଣ୍ଣିଂ ଜେନେରାଲ ଆର. ଭେଙ୍କଟରମଣ ଜଷ୍ଟିସ ଏସ କେ କୌଲ, ଜଷ୍ଟିସ ଏ.…

ଆଦାନୀଙ୍କ କମ୍ପାନୀରେ ଭୂକମ୍ପ ଆପଣଙ୍କୁ କରି ନଦେଉ କାଙ୍ଗାଳ !

ଶବ୍ଦ ଓଡିଶା ବ୍ୟୁରୋ: ଗୋଟିଏ ରିପୋର୍ଟ ଆଉ ସବୁକିଛି ଶେଷ । ଶୁଣିବାକୁ ଏହା ସାମାନ୍ୟ ଅଜବ ଲାଗୁଛି ନା । କିନ୍ତୁ ଏଭଳି କିଛି ଘଟିଛି ଦେଶର ବଡ ଶିଳ୍ପପତି ଗୌତମ ଆଦାନୀଙ୍କ କ୍ଷେତ୍ରରେ । ହିଣ୍ଡନବର୍ଗର ରିସର୍ଚ୍ଚ ରିପୋର୍ଟ…

ଉପେନ୍ଦ୍ର କୁଶୱାହା ଜେଡିୟୁରେ ରହିବା ବର୍ତ୍ତମାନ ସମ୍ଭବ ନୁହେଁ!

ଶବ୍ଦ ଓଡିଶା ବ୍ୟୁରୋ: ବିହାରରେ ରାଜନୈତିକ ସମୀକରଣ ବଢିବାରେ ଲାଗିଛି । ମହାମେଣ୍ଟକୁ ଫେରିବା ପରେ ନୀତୀଶ କୁମାର ସକ୍ରିୟ ହେଉଥିବା ବେଳେ ଦଳର ନେତା ଉପେନ୍ଦ୍ର କୁଶୱାହା ବିଦ୍ରୋହର ରାସ୍ତାରେ ଗୋଟିଏ ପାଦ ଆଗକୁ ବଢାଇଚାଲିଛନ୍ତି । ଉପେନ୍ଦ୍ର ଯେଉଁଭଳି…

ସମାନତା ଦାବି କରିପାରିବେ ନାହିଁ ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀ : ସୁପ୍ରିମକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ସୁପ୍ରିମକୋର୍ଟ ବଡ ନିର୍ଦ୍ଦେଶ ଜାରି କରିଛନ୍ତି । ଅଦାଲତ କହିଛନ୍ତି, ଅବସର ତାରିଖ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀ ଏବଂ ସେବା ଶେଷ ପରେ ଅବସର ନେଉଥିବା କର୍ମଚାରୀଙ୍କୁ…

ଗୋପାଳ ଦାସର ୪ ଦିନିଆ ରିମାଣ୍ଡ ଅବଧି ଶେଷ

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସର ଆଜି ସରିବ ରିମାଣ୍ଡ ଅବଧି । କ୍ରାଇମବ୍ରାଞ୍ଚ ପୁଣି ତାଙ୍କୁ ରିମାଣ୍ଡରେ ନେବ କି ନାହିଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଗତ ୧ ତାରିଖରୁ ଗୋପାଳଙ୍କୁ…