ଶୀତରେ ଥରୁଛି ଦିଲ୍ଲୀ, ୩ ଡିଗ୍ରୀ ତଳକୁ ଖସିଲା ପାରଦ – ୪୮ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ।
ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀ-ଏନସିଆରରେ ଜାରି ରହିଛି ଶୀତ ଲହରୀ । ଘନ କୁହୁଡି ଯୋଗୁ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ଗୁରୁବାର ସକାଳୁ ଥଣ୍ଡା ଅନେକ ରେକର୍ଡ ଭାଙ୍ଗିଦେଇଛି । ସ୍ଥିତି ଏଭଳି ଯେ ତାପମାତ୍ରା ୩ ଡିଗ୍ରୀ…