ମନ୍ଦିରରେ କାହିଁକି ବନ୍ଧାଯାଏ ଘଣ୍ଟି? କ’ଣ ରହିଛି ଏହାର ବୈଜ୍ଞାନିକ କାରଣ?
ସାଧାରଣତଃ ହିନ୍ଦୁ ଧର୍ମରେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଘଣ୍ଟି ବଜାଇ ଭିତରକୁ ଯାଇଥାଉ। ସବୁ ଦେବାଳୟରେ ଠାକୁରଙ୍କ ପୂର୍ବରୁ ଘଣ୍ଟି ବନ୍ଧାଯିବା ବାଧ୍ୟତା ମୂଳକ। ବିନା ଘଣ୍ଟିରେ କୌଣସି ମନ୍ଦିର ପ୍ରତିଷ୍ଠା କରାଯାଏ [more…]