ଆଜାଦୀ କା ଅମୃତ ମହୋତ୍ସବରେ ୧୧୦ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ
ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରୁଛି। ଚାରିଆଡ଼େ ଚାଲିଛି ଆଜାଦୀ କା ଅମୃତ ମହୋତ୍ସବ। ଯାହା ଅଧୀନରେ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ କରାଯାଉଛି | କେନ୍ଦ୍ରର ପ୍ରାୟ ସମସ୍ତ ମନ୍ତ୍ରଣାଳୟ ଜନ କଲ୍ୟାଣୀ କାର୍ଯ୍ୟକ୍ରମ କରୁଛନ୍ତି। ଏହା ସହିତ…