Sun. Oct 18th, 2026

Category: Trending

କାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି

ଆସନ୍ତାକାଲିଠୁ ଗ୍ରୀଷ୍ମକାଳୀନ ଛୁଟି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ନିଷ୍ପତ୍ତି । ଆଜି ବିଧିବଦ୍ଧ ଘୋଷଣା…

ମାଲକାନଗିରିରେ ପୁଷ୍ପାରାଜ; ଆରମ୍ଭ ହେଲା ପୁଷ୍ପା ପାର୍ଟ-୨ ସୁଟିଂ

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୁଷ୍ପାର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଛି। ଗତକାଲି ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଞ୍ଚି ସୁଟିଂ କରିଛନ୍ତି। ସୁଟିଂ ପାଇଁ ପୂର୍ବରୁ ଅସ୍ଥାୟୀ ଘର ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।ଜଙ୍ଗଲରେ…

ଆସନ୍ତାକାଲି ହେବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ!

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆସନ୍ତାକାଲି ୨୦ ଏପ୍ରିଲ ପଡୁଛି। ଏହା ସକାଳ ୭ଟା ୫ ମିନିଟରୁ ଆରମ୍ଭ ଦ୍ୱିପ୍ରହର ୧୨ଟା ୨୯ ମିନିଟରେ ଶେଷ ହେବ । ସୂର‌୍ୟ୍ୟପରାଗ ହେଉ ଅବା ଚନ୍ଦ୍ରଗ୍ରହଣ ଏସବୁ ସମୟରେ ସ୍ୱାସ୍ଥ୍ୟ ପ୍ରତି ଥିବା ପ୍ରଭାବ…

ଅକ୍ଷୟ ପରିଜାଙ୍କୁ ଦୋଷ ଦେଲେ ଜଗବନ୍ଧୁ

ଅକ୍ଷୟ ପରିଜାଙ୍କୁ ଦୋଷ ଦେଲେ ଅର୍ଚ୍ଚନା ନାଗ ସ୍ବାମୀ ଜଗବନ୍ଧୁ ଚାନ୍ଦ। କ୍ୟାପିଟାଲ ହସ୍ପିଟାଲ ନେବା ବେଳେ ଜଗବନ୍ଧୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଲା । ସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ କହିଲେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ । ଶ୍ରଦ୍ଧାଞ୍ଜଳିଙ୍କୁ ଟଙ୍କା ଲାଳସା…

ସଲମାନଙ୍କ ନୂଆ ଗାର୍ଲଫ୍ରେଣ୍ଡ!

ଅଭିନେତ୍ରୀ ପୂଜା ହେଗଡେ ‘କିସି କା ଭାଇ କିସି କି ଜାନ’ରେ ସଲମାନ ଖାନଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ। ଅନ୍ୟପକ୍ଷରେ ବି-ଟାଉନରେ ଦୀର୍ଘ ଦିନ ଧରି ରିୟଲ୍ ଲାଇଫରେ ଦୁହେଁ ଡେଟିଂ କରୁଥିବା ଗୁଜବ ହେଉଛି। ଯାହାକୁ ନେଇ…

ଆଧାର ସହ ଲିଙ୍କ୍ ହେବ ସମ୍ପତ୍ତି!

ଦିଲ୍ଲୀ ହାଇକୋର୍ଟ ସୋମବାର ଅର୍ଥ ମନ୍ତ୍ରଣାଳୟ ଓ ଆବାସ ଏବଂ ସହର ମାମଲାର ମନ୍ତ୍ରଣାଳୟକୁ ସେହି ଆବେଦନ ଉପରେ ରାୟ ମାଗିଛନ୍ତି, ଯେଉଁଥିରେ ଦାବି କରାଯାଇଥିଲା ସବୁ ସ୍ଥାବର-ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଆଧାରରେ ଲିଙ୍କ କରାଯାଉ। ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର…

ଚାଷୀ ଘରର ଝିଅ ମୁଣ୍ଡରେ ମିସ୍ ଇଣ୍ଡିଆର ତାଜ୍

ଚଳିତ ବର୍ଷ ମିସ୍ ଇଣ୍ଡିଆର ତାଜ୍ ପିନ୍ଧିଛନ୍ତି ନନ୍ଦିନୀ ଗୁପ୍ତା । ରାଜସ୍ଥାନ କୋଟାରେ ରହୁଥିବା ୧୯ ବର୍ଷିୟ ନନ୍ଦିନୀ ଦେଶ ପାଇଁ ଆଣିଛନ୍ତି ଗୌରବ । ନନ୍ଦିନୀ ମଣିପୁରରେ ଆୟୋଜିତ ହୋଇଥିବା ୫୯ ତମ ଫେମିନା ମିସ୍ ଇଣ୍ଡିଆ ୨୦୨୩ର…

ଫାଟିଗଲା କି ସୂର୍ଯ୍ୟ?

ସୂର୍ଯ୍ୟଙ୍କୁ ନେଇ ସାମ୍ନାକୁ ଆସିଲା କିଛି ରହସ୍ୟମୟ କଥା। କିଛି ଦିନ ତଳେ ସୂର୍ଯ୍ୟରେ ବିସ୍ଫୋରଣ ହେବା ପରେ ପୃଥିବୀଠାରୁ ୨୦ ଗୁଣା ଏକ ବଡ ଅଂଶ କୋଟି କୋଟି ମାଇଲ ବେଗରେ ବାହାରିଥିଲା । ବର୍ତ୍ତମାନ ସୂର୍ଯ୍ୟ ପୃଷ୍ଠରୁ ଏକ…

କେମିତି ହୋଇଥିଲା ଅତିକ୍ ଓ ଆଶ୍ରଫର ଏକାଉଣ୍ଟର?

ମାଫିଆ ଡନ୍‌ ଆତିକ୍‌କୁ ଗୁଳିକରି ହତ୍ୟା ପୋଲିସ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅତିକ୍ ଏବଂ ଆଶ୍ରଫର ମୃତ୍ୟୁ ହୋଇଛି! ମାଫିଆ ଡନ୍‌ ଆତିକ ଓ ଭାଇ ଆଶ୍ରଫର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଉଭୟଙ୍କ…

ନିଆଁପିଣ୍ଡ ପାଲଟୁଛି ରାଜ୍ୟ; ଆଜିଠୁ ବର୍ଷା ସମ୍ଭାବନା

ଶୁକ୍ରବାର ଦିନ ୪୪ ଡିଗ୍ରି ତାପମାତ୍ରା ସହ ବାରିପଦା ପାଲଟିଥିଲା ଦେଶର ଦ୍ବିତୀୟ ଉତ୍ତପ୍ତ ସହର। ଶନିବାର କିନ୍ତୁ ବାରିପଦାରେ ତାପମାତ୍ରା ହଠାତ୍‌ ୭.୪ ଡିଗ୍ରି କମି ୩୬.୬ ଡିଗ୍ରିକୁ ଖସିଯାଇଛି। ଶୁକ୍ରବାର ଦିନ ଉତ୍ତର ଓ ପଶ୍ଚିମ ଓଡ଼ିଶା ନିଆଁପିଣ୍ଡ…