ନାସା ଇଷ୍ଟଗ୍ରାମରେ ପୃଥିବୀର ଘୂର୍ଣ୍ଣନ; ଭିଡିଓ ହେଉଛି ଭାଇରାଲ
ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରାସନ ବା ନାସା ନିଜ ଇଷ୍ଟଗ୍ରାମରେ ସୌରମଣ୍ଡଳକୁ ନେଇ ଲଗାତାର ଅକର୍ଷଣୀୟ ଭିଡିଓ ସେୟାର କରୁଛି । ବର୍ତ୍ତମାନ ନାସା ପୋଷ୍ଟ କରିଥିବା ଭିଜ୍ୟୁଆଲ୍ ପୃଥିବୀର ଭିନ୍ନ ଭିନ୍ନ କୋଣରୁ ନିଆଯାଇଛି । ଭିଡିଓରେ ଏକ…