Mon. Nov 30th, 2026

Category: ଆଞ୍ଚଳିକ

କାରକୁ ଧକ୍କା ଦେଲା ଟ୍ୟାଙ୍କର: ଘଟଣାସ୍ଥଳରେ ଚାଲିଗଲା ୩ଜଣଙ୍କର ଜୀବନ

ଶବ୍ଦ ଓଡିଶା ବ୍ୟୁରୋ: କୋରାପୁଟ ପଟାଙ୍ଗୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟ୍ୟାଙ୍କର । ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କରକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ଜୟପୁରରୁ ବିଶାଖାପାଟଣା ଯାଉଥିବା ସମୟରେ ୨୬ନଂ…

୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି, ପ୍ରବଳ ବର୍ଷା ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ । ଆଜି ପାଇଁ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଲଘୁଚାପ ପ୍ରଭାବ, ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଶବ୍ଦ ଓଡିଶା ବ୍ୟୁରୋ: ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆହୁରି ସକ୍ରିୟ କରିଛି । ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।…

ଦିଗପହଣ୍ଡି ବସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା

ଶବ୍ଦ ଓଡିଶା ବ୍ୟୁରୋ: ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ଦୁର୍ଘଟଣା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଶୋକସନ୍ତପ୍ତ…

ଦିଗପହଣ୍ଡି ବସ ଦୁର୍ଘଟଣା, ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୨ଜଣଙ୍କ ଯାତ୍ରୀ ମୃତ୍ୟୁ ହୋଇଛି । ଓଏସଆରଟିସି ବସ୍ ଏବଂ ଘରୋଇ ବସ୍ ମଧ୍ୟରେ ଧକ୍କା ହୋଇଛି । ମୃତକଙ୍କ ମଧ୍ୟରେ ୬ ପୁରୁଷ. ୪…

ଚିଲିକା ନିର୍ବାଚନ ମଣ୍ଡଳୀ,”ବିଜୁ ଜନତା ଦଳର ” ବନ୍ଧୁ ମିଳନ

ପବିତ୍ର ରଥଯାତ୍ରା ଅବସରରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦ୍ବାରା ବିଜୁ ଜନତାଦଳ କାର୍ଯ୍ୟାଳୟ, ରାମପୁର ରୋଡ ଠାରେ ଚିଲିକା ନିର୍ବାଚନ ମଣ୍ଡଳୀ ସ୍ଥରୀୟ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଚିଲିକା ବ୍ଲକ ସଭାପତି, ଉପ-…

ରାୟଗଡ଼ାରେ ମ୍ୟୁଜିକ ଗ୍ୟାଲେକ୍ସି ସଂଗୀତ ଏକାଡେ଼ମୀ ତରଫରୁ ଭଜନ ସମାରୋହ

ରାୟଗଡା ଗତକାଲି ହେରପଞ୍ଚମୀ ଉପଲକ୍ଷେ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ରାୟଗଡା ସହର ର ମ୍ୟୁଜିକ ଗ୍ୟାଲେକ୍ସି ସଂଗୀତ ଏକାଡେ଼ମୀ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଙ୍କ ମିଳିତ ଉଦ୍ୟମ ରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜନ…

ଦୁଇ ଟ୍ରେନ ମଧ୍ୟରେ ପୁଣି ଧକ୍କା, ୧୨ ବଗି ଲାଇନଚ୍ୟୁତ

ଶବ୍ଦ ଓଡିଶା ବ୍ୟୁରୋ: ପଶ୍ଚିମବଙ୍ଗର ବାଙ୍କୁରାରେ ପୁଣି ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ରବିବାର ଭୋର ୪ଟାରେ ଦୁର୍ଘଟଣା ଘଟିଥିବା ବେଳେ ମାଲବାହୀ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରୁ ଗୋଟିଏ…

ଦୁଇ ଦିନ ହେବ ହୋଇପାରିନି ପହୁଡ ନୀତି, ମହାପ୍ରଭୁ ଅନିଦ୍ରା

ଶବ୍ଦ ଓଡିଶା ବ୍ୟୁରୋ: ପହୁଡ ନୀତିରେ ବିଳମ୍ବ । ଗୁଣ୍ଡିଚା ମନ୍ଦିରରେ ୨ ଦିନ ହେବ ପହୁଡ ନୀତି ହୋଇପାରିନଥିବାରୁ ମହାପ୍ରଭୁ ଅନିଦ୍ରା ହୋଇଥିବା କୁହାଯାଉଛି । ଏହା ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତି ନୀତିରେ ମଧ୍ୟ ବିଳମ୍ବ ହୋଇଛି…

ବଙ୍ଗୋପସାଗରରେ କିଛି ଘଣ୍ଟା ମଧ୍ୟରେ ଲଘୁଚାପ, ପ୍ରବଳ ବର୍ଷା ପାଇଁ ଆଜି ୧୦ ଜିଲ୍ଲାକୁ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ଆଜି ୧୦ ଜିଲ୍ଲାକୁ ୱାର୍ଣ୍ଣିଂ । ବଙ୍ଗୋପସାଗରରେ କିଛି ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଓଡିଶାକୁ ମୌସୁମୀ ବାୟୁ ପ୍ରବେଶ କରି ସାରିଥିବାରୁ ବଙ୍ଗୋପସାଗରରେ ଆସୁଥିବା ଲଘୁଚାପ…