ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ତମାଖୁ ମୁକ୍ତ ଯୁବକ ଅଭିଯାନର ଶୁଭାରମ୍ଭ
ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡ଼ ଜିଲ୍ଲାରେ “ତମାଖୁ ମୁକ୍ତ ଯୁବକ ଅଭିଯାନ”ର ଶୁଭାରମ୍ଭ ହୋଇଯାଇଛି | ଏହି ଅବସରରେ ଭାରପ୍ରାପ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଡା ଲାଲମୋହନ ରାଉତରାୟ, ଡା ଭି ଏଲ ଏନ ରାଜୁ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ…
AI ହେଉଛି ଭବିଷ୍ୟତ, ଆମେରିକା-ଭାରତର ସମ୍ପର୍କକୁ ନେଇ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦୀ
ଶବ୍ଦ ଓଡିଶା ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ୱତନ୍ତ୍ର ଟି-ସାର୍ଟ ଉପହାର ଦେଇଛନ୍ତି। ଏହି ଟି-ସାର୍ଟରେ ଲେଖା ଅଛି ‘ଆମେରିକା ଏବଂ ଭାରତ (AI) ହେଉଛି ଭବିଷ୍ୟତ’ । ଗୁରୁବାର ଦିନ ଆମେରିକା…
ହାଇଦ୍ରାବାଦରେ ଫଳ ଓ ପନିପରିବାରୁ ମୂଲ୍ୟ ଯୁକ୍ତ ସାମଗ୍ରୀ ପ୍ରସ୍ତୁତ ତାଲିମ୍
ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ରୀୟ ଖାଦ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଅନୁସଂଧାନ ସଂସ୍ଥାନ( ସି ଏଫ୍ ଟି ଆର ଆଇ) ହାଇଦ୍ରାବାଦ ଦ୍ଵାରା ଫଳ ଓ ପନିପରିବାରୁ ମୂଲ୍ୟ ଯୁକ୍ତ ସାମଗ୍ରୀ ପ୍ରସ୍ତୁତ ତାଲିମ୍ ପ୍ରଦାନ l ନବରଙ୍ଗପୁର ଜିଲ୍ଲାର…
ହେରା ପଞ୍ଚମୀରେ ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ
ଶବ୍ଦ ଓଡିଶା ବ୍ୟୁରୋ: ଆଜି ପବିତ୍ର ହେରା ପଞ୍ଚମୀ । ଘୋଷଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଛାଡି ଗୁଣ୍ଡିଚା ମନ୍ଦିର ଚାଲିଯାଆନ୍ତି । ସାଥିରେ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ବୁଲି ଯାଆନ୍ତି ଗୁଣ୍ଡିଚା ମନ୍ଦିର । ହେଲେ ସାଙ୍ଗରେ…
ଉପଜିଲ୍ଲାପାଳଙ୍କ ଘରୁ ନଗଦ ୩ କୋଟି ୨ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ
ଶବ୍ଦ ଓଡିଶା ବ୍ୟୁରୋ: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରୁ ଜବତ ହେଲା ନଗଦ ୩ କୋଟି ୩ ଲକ୍ଷ ଟଙ୍କା । ବେନାମୀ ଆକାଉଣ୍ଟରେ ୩୦ ଲକ୍ଷ ଟଙ୍କାର ଇନୋଭା କାର ରହିଛି । ବହି ରାକ ପଛପଟେ କାନ୍ଥରେ ୧୦…
ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି: ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଶବ୍ଦ ଓଡିଶା ବ୍ୟୁରୋ: ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ…
ଏଣିକି ସମବାୟ ବ୍ୟାଙ୍କରେ ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା; ୫ହଜାର ଯାଏଁ ଟଙ୍କା ଉଠାଇ ପାରିବେ ଚାଷୀ
ରାଜ୍ୟର ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟର ପ୍ରତି ସମବାୟ ସମିତିରେ ଗୋଟିଏ ଲେଖାଏଁ ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା କରିବାକୁ ଯୋଜନା କରାଯାଉଛି । ସମବାୟ ବ୍ୟାଙ୍କଗୁଡ଼ିକର ଏଟିଏମ୍ ବ୍ୟବସ୍ଥାର ପୁନରୁଦ୍ଧାର ହେବ…
ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ: ଆଜିଠୁ ମିଳିବ ଆଡପ ଅବଢା
ଶବ୍ଦ ଓଡିଶା ବ୍ୟୁରୋ: ଜନ୍ମବେଦୀକୁ ବିଜେ କରିଛନ୍ତି ଶ୍ରୀଜିଉ। ଆଜିଠାରୁ ଭକ୍ତମାନେ ଆଡପ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିବେ । ସେହିପରି ଆଜି ଗୁଣ୍ଡିଚା ମନ୍ଦିରରୁ ଆଡପ ଅବଢା ବାହାରିବ ।ବିଶ୍ୱାସ ରହିଛି ଥରେ ଆଡପ ମଣ୍ଡନ ଦର୍ଶନ, ଦଶ…
ସ୍ମୃତିରଞ୍ଜନ ପ୍ରଧାନ ଗଜପତିର ନୂଆ ଜିଲ୍ଲାପାଳ
ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ସରକାର ଆଇଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ୨୦୧୨ ବ୍ୟାଚ୍ ଆଇଏଏସ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଗଜପତି ଜିଲ୍ଲାପାଳ ତଥା ୨୦୧୫ ବ୍ୟାଚ୍ ଆଇଏଏସ୍ ଲିଙ୍ଗରାଜ…