Sun. Oct 18th, 2026

Category: Latest

ମଣିପୁରରେ ପୁଣି ହିଂସା, କୁକି ସମ୍ପ୍ରଦାୟର ୩ ମୃତ

ଶବ୍ଦ ଓଡିଶା ବ୍ୟୁରୋ : ମଣିପୁର‌ରେ ପୁଣି ହିଂସା ହୋଇଛି। ହିଂସାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଉଖରୁଲ ଜିଲ୍ଲାର ଥୋୱାଇ କୁକି ଗ୍ରାମରେ ଗ୍ରାମବାସୀ ଏବଂ କିଛି ସଶସ୍ତ୍ର ଦୁର୍ବୃତ୍ତଙ୍କ ମଧ୍ୟରେ ପ୍ରବଳ ଗୁଳି…

ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି

ଶବ୍ଦ ଓଡିଶା ବ୍ୟୁରୋ : ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୨୦୧୭ର ସେକ୍ସନ ୮(୧) ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରଫେସର ପ୍ରଧାନଙ୍କୁ ଦୁଇ ବର୍ଷ…

ଫୁଲିବାରେ ଲାଗିଛି ବୈତରଣୀ

ଶବ୍ଦ ଓଡିଶା ବ୍ୟୁରୋ : ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ବୈତରଣୀ ଫୁଲିବାରେ ଲାଗିଛି । ଆଖୁଆପଦାଠାରେ ବୈତରଣୀର ବିପଦସଂକେତ ୧୭.୮୩ ମିଟର ଥିବା ବେଳେ ରାତି ୮ଟା ସୁଦ୍ଧା ଏଠାରେ ଜଳସ୍ତର ୧୭.୭୯ ମିଟର ରହିଛି ।…

ପୁଅର ଦେହାନ୍ତ ଦୁଃଖକୁ ସହିପାରିଲେନି ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’

ଶବ୍ଦ ଓଡିଶା ବ୍ୟୁରୋ : ପୁଅକୁ ଝୁରି ଝୁରି ଚାଲିଗଲେ ସହିଦ୍ ସୁଶାନ୍ତ ଖୁଣ୍ଟିଆଙ୍କ ମାଆ । ଗତ ଶୁକ୍ରବାର ଦିନ ନକ୍ସଲଙ୍କ ଗୁଳି ମାଡ଼ରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇ ଯାଇଥିଲେ । ଏହି ଧକ୍କାକୁ ସହି…

୧୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ

ଶବ୍ଦ ଓଡିଶା ବ୍ୟୁରୋ: : ଉତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ପ୍ରଭାବ ଆଜି ମଧ୍ୟ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଜି ଓଡ଼ିଶାର ଅଧିକାଂଶ…

ଶରତଙ୍କୁ ନାୟକଙ୍କୁସସ୍‌ପେଣ୍ଡ କଲା ବିଜେଡି

ଶବ୍ଦ ଓଡିଶା ବ୍ୟୁରୋ: : ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ଶରତ ନାୟକଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି । ଶରତ ପୂର୍ବରୁ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ ।ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା…

୯ ଦଫା ଦାବିରେ ରାଜ୍ୟର ସମସ୍ତ ବ୍ଳକ ଘେରିବ କଂଗ୍ରେସ

ଶବ୍ଦ ଓଡିଶା ବ୍ୟୁରୋ: : ଆଜି ରାଜ୍ୟର ସମସ୍ତ ୩୧୪ ବ୍ଳକ ଘେରିବ କଂଗ୍ରେସ। ୯ ଦଫା ଦାବିରେ ଦଳ ବ୍ଳକ ଘେରିବ। ଦଳ ଅଭିଯୋଗ କରିଛି ଯେ, ୨୪ ବର୍ଷ ହେଲା ବିଜେଡି ସରକାର ଓଡ଼ିଶାବାସୀଙ୍କ ପାଇଁ କିଛି ଆଖି…

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କୁ ମିଳିବ ନିଯୁକ୍ତି

ଶବ୍ଦ ଓଡିଶା ବ୍ୟୁରୋ: : ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେବେ ଆଉ ଦୁଇ ବିଚାରପତି । ଆଇନଜୀବୀ ଶିବ ଶଙ୍କର ମିଶ୍ର ଏବଂ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଓଡ଼ିଶା ହାଇକୋର୍ଟରେ ନିଯୁ୍କ୍ତି ମିଳିବ । ସୁପ୍ରିମକୋର୍ଟର…

ବଙ୍ଗୋପସାଗରରେ ଲଘୁଚାପ, ୨ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଏହି ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ବାୟୁମଣ୍ଡଳରେ ୭ଦଶମିକ ୬ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ଆଗାମୀ ୪୮ଘଣ୍ଟା…

ଦୂତୀ ଚାନ୍ଦ ଡୋପ ଟେଷ୍ଟରେ ବିଫଳ, ୪ବର୍ଷ ପାଇଁ ବାସନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ଡୋପ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ଦୂତୀ ଚାନ୍ଦ । ଚଳିତ ବର୍ଷ ଜାନୁୟାରୀ ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଲାଗୁ ହେବ । ଜାନୁୟାରୀ ୩ ତାରିଖରୁ…