Mon. Nov 30th, 2026

Category: Latest

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ

ଭୁବନେଶ୍ବର: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ହୋଇଯାଇଛି।ଆପୋଲୋ ହସପିଟାଲରେ ଗୁରୁତର ଚିକିତ୍ସାଧିନ ଅବସ୍ଥାରେ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି। ତାଙ୍କର ବାମପଟ ଛାତିରେ ଗୁଳି ବାଜିଥିଲା ଏବଂ ଝାରସୁଗୁଡ଼ାରୁ ତାଙ୍କୁ ଏୟାରଲିଫ୍ଟ ଯୋଗେ…

ପୋଲିସ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗୁରୁତର,ଆପୋଲୋରେ ଭର୍ତ୍ତି

ଗୁଳିମାଡ଼ ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟିଂ କରାଯାଇଥିଲା। ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପରେ ଅଧିକ ଚିକିତ୍ସା…

କ୍ରିକେଟକୁ ବାଏ ବାଏ କଲେ ଓଡିଆ ବୋଲର ବସନ୍ତ ମହାନ୍ତି

ଶବ୍ଦ ଓଡିଶା ବ୍ୟୁରୋ: କ୍ରିକେଟ ଦୁନିଆରେ ଏଭଳି ଅନେକ ଖେଳାଳୀ ଅଛନ୍ତି ଯେଉଁମାନଙ୍କ ଭାଗ୍ୟରେ ଦେଶ ପାଇଁ ଖେଳିବାର ଗୌରବ ରହିଛି । ଆଉ ଏହିଭଳି ଖେଳାଳି ଅଛନ୍ତି ଯେଉଁମାନେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କଲେ ସୁଦ୍ଧା ତାଙ୍କୁ ଦେଶ…

ତ୍ରିପୁରା ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ୪୮ ପ୍ରାର୍ଥୀଙ୍କ ତାଲିକା ।

ଶବ୍ଦ ଓଡିଶା ବ୍ୟୁରୋ: ଫେବ୍ରୁଆରୀ ୧୬ରେ ତ୍ରିପୁରାରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ବିଜେପି ୬୦ ଆସନ ମଧ୍ୟରୁ ୪୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କୁ ବୋରଦବଲି ସିଟରୁ…

ହକି ବିଶ୍ୱକପ ଫାଇନାଲ : ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମକୁ ଭେଟିବ ଜର୍ମାନୀ

ଶବ୍ଦ ଓଡିଶା ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେବ ହକି ବିଶ୍ୱକପ ଫାଇନାଲ । ଫାଇନାଲ ମ୍ୟାଚରେ ଗତଥରର ଚାମ୍ପିୟନ ବେଲଜିୟମକୁ ଭେଟିବ ଜର୍ମାନୀ । ସନ୍ଧ୍ୟା ୭ଟାରେ ଖେଳାଯିବାକୁୁ ଥିବା ଫାଇନାଲରେ ଦୁଇ ୟୁରୋପୀୟ ଦେଶଙ୍କ ମଧ୍ୟରେ ଲଢେଇ…

ଗିନିଜ ବୁକ୍ ଅଫ୍ ରେକର୍ଡ୍ସରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଶବ୍ଦ ଓଡିଶା ବ୍ୟୁରୋ: ଗିନିଜ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ଷ୍ଟାଡିୟମ । ରାଉରକେଲାରେ ନିର୍ମିତ ଏହି ହକି ଷ୍ଟାଡିୟମରେ ସର୍ବାଧିକ ୨୧ ହଜାର ଦର୍ଶକ ବସିବାର କ୍ଷମତା ଥିବାରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଗିନିଜ ବୁକ…

ପଟ୍ଟା ପାଇବା ପାଇଁ ଗୁହାରୀ ଜଣାଇଲେ ପେରାଗ ଗ୍ରାମବାସୀ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ପେରାଗ୍ ଗ୍ରାମରେ ଅନେକ ଦିନରୁ ୨୫ରୁ ଉର୍ଦ୍ଧ୍ବ ପରିବାର ବସବାସ କରି ଆସୁଛନ୍ତି। ଏହି ଜାଗାରେ ଘର ବାଡ଼ି କରି ରହିବା ସହିତ ଆଖପାଖ ଇଲାକାରେ ଜମିରେ ଚାଷ କାମ କରି ଜୀବିକା…

ସୁଷମା ସ୍ୱରାଜଙ୍କୁ ନେଇ ମାଇକ ପମ୍ପିଓଙ୍କ ଟିପ୍ପଣୀ ନେଇ ବିବାଦ।

ଶବ୍ଦ ଓଡିଶା ବ୍ୟୁରୋ: ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ନିଜ ପୁସ୍ତକରେ ଅନେକ ବଡ ବଡ ଦାବି କରିଛନ୍ତି । ପମ୍ପିଓଙ୍କ ପୁସ୍ତକ, Never Give an Inch: Fighting for the America I Loveରେ ଅନେକ…

୨୬ ଦିନରେ ୭୦ ହଜାର ଛଟେଇ, ଅନେକ କମ୍ପାନୀରୁ ଚାକିରୀ ହରାଇଲେଣି କର୍ମଚାରୀ ।

ଶବ୍ଦ ଓଡିଶା ବ୍ୟୁରୋ: ଟେକ୍ କମ୍ପାନୀ ସବୁବେଳେ ଚର୍ଚ୍ଚାରେ ରହିଆସିଥାନ୍ତି । କେତେବେଳେ ନୂଆ ଉତ୍ପାଦର ବଜାର ପ୍ରବେଶ ତ ଆଉ କେତେବେଳେ ବଡ ଧରଣର କର୍ମଚାରୀ ଛଟେଇକୁ ନେଇ । ଚଳିତ ବର୍ଷର ତଥ୍ୟ ଉପରେ ନଜର ପକାଇଲେ ଜଣାପଡେ…

ପୁରୁଷ ହକି ବିଶ୍ୱକପ ଫାଇନାଲ, ମୁହାଁମୁହିଁ ହେବ ଜମାନୀ–ବେଲଜିୟମ

ଶବ୍ଦ ଓଡିଶା ବ୍ୟୁରୋ: ପୁରୁଷ ହକି ବିଶ୍ୱକପ ଫାଇନାଲ । ୨୯ତାରିଖରେ ମୁହାଁମୁହିଁ ହେବ ଜମାନୀ – ବେଲଜିୟମ । ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଜର୍ମାନୀ ଫାଇନାଲକୁ ଯାଇଥିବାବେଳେ, ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ନେଦରଲାଣ୍ଡକୁ ହରାଇ ବେଲଜିୟମ ଫାଇନାଲରେ…