Sun. Oct 18th, 2026

Category: Latest

ମହମ୍ମଦ ସାମି ଭାବବିହ୍ୱଳ ସୋସିଆଲ ମିଡିଆ ପୋଷ୍ଟ

ବିଶ୍ବକପ ୨୦୨୩ ଭାରତରେ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ଘରୋଇ ଦଳ ହାତରୁ ଟ୍ରଫି ଚାଲିଯାଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଫାଇନାଲରେ ପ୍ରଂଶସକଙ୍କୁ ନିରାଶ କରିଥିଲେ । ଭାରତର ପରାଜୟକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ…

ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ

ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ରହିଥିବା ଦେଖାଦେଇଛି । ଆଜି ସାରା ପଶ୍ଚିମ ଓଡିଶାରେ କୋଶଳ ମହାବନ୍ଦ ପାଳନ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳ ୬ଟାରୁ…

ଛତିଶଗଡ ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ନକ୍ସଲ ହିଂସା ଜଣେ ସହିଦ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପଡୋଶୀ ଛତିଶଗଡ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଦେଖିବାକୁ ମିଳିଛି ନକ୍ସଲ ହିଂସା । ଗରିୟାବନ୍ଦ ଜିଲ୍ଲା ମେନପୁର ବ୍ଲକର ଅତି ସମ୍ବେଦନଶୀଳ ବୁଥ୍ ବଡଗୋବରା ମତଦାନ କେନ୍ଦ୍ରରୁ ପୁଲିଂ ଟିମକୁ ସୁରକ୍ଷାଦେଇ ଆଣୁ…

ରାୟଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଡ୍ରୋନ୍ ବିତରଣ ନେଟୱାର୍କ ଉଦଘାଟିତ

ରାୟଗଡ: ରିପୋର୍ଟ-( ଅଜିତେଶ ପଟ୍ଟନାୟକ) ରାୟଗଡ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଅଧିକ ବିସ୍ତାରିତ କରିବା ପାଇଁ USAID ସମର୍ଥିତ SAMRIDH ଏବଂ IPE ଗ୍ଲୋବାଲ ଦ୍ଵାରା କାର୍ଯ୍ୟକାରୀ ସଂସ୍ଥା REDWING ଭଳି ଅଗ୍ରଣୀ ଷ୍ଟାର୍ଟଅପ୍ ଅନୁଷ୍ଠାନ ସହଯୋଗରେ ଆଜି ବାରିଝୋଲା ସ୍ଥିତ ଜିଲ୍ଲା…

ଦିଲ୍ଲୀର ମାଲଭିଆ ନଗର ଅଞ୍ଚଳରେ ହିଟ୍ ଓ ରନ୍ ମାମଲା ,ଦୁର୍ଘଟଣାର ସିସିଟିଭି ଫୁଟେଜ

ଗତକାଲି ସନ୍ଧ୍ୟାରେ ଦକ୍ଷିଣ ଦିଲ୍ଲୀର ମାଲଭିଆ ନଗର ଅଞ୍ଚଳରେ ହିଟ୍ ଓ ରନ୍ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଏକ ଦ୍ରୁତ ଗତିରେ ଆସୁଥିବା ଗାଡି ଘର ବାହାରେ ପାର୍କିଂ ହୋଇଥିବା ଅନ୍ୟ ଏକ ଗାଡି ସହିତ ଧକ୍କା ହୋଇଥିଲା |…

ବିଶ୍ୱକପ୍ କ୍ରିକେଟ୍‌ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ବାୟୁ ସେନା କରିବ ଏୟାର ଶୋ

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆସନ୍ତା ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ୍‌। ସେହିଦିନ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ବାୟୁ ସେନା ପକ୍ଷରୁ ସେଠାରେ ଏକ ଏୟାର ଶୋ’ କରାଯିବ। ଗୁଜରାଟ…

ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତି ପ୍ରତ୍ୟାହାର ଦାବି, ନୂଆ ନିୟମ ଲାଗୁ ହେଲେ ଜମି ହରାଇବେ ଆଦିବାସୀ

 ରାଜ୍ୟ ସରକାର ଆଦିବାସୀଙ୍କ ଜମିକୁ ବ୍ୟବସାୟୀ, ଜମି ମାଫିଆ, ଠିକାଦାରଙ୍କ ହାତକୁ ଟେକି ଦେବାର ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର ଆଣିଥିବା ଏହି ନୂଆ ନିୟମ ଲାଗୁ ହେଲେ ଆଦିବାସୀମାନେ ସେମାନଙ୍କର ଜମି ହରାଇବେ ଅସାଧୁ ଜମି ମାଫିଆମାନେ ଆଦିବାସୀଙ୍କ…

କୋରାପୁଟରେ ଜାତୀୟ ପ୍ରେସ ଦିବସ ପାଳିତ

ଆଜି କୋରାପୁଟ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ର ମିଳିତ ଉଦ୍ୟମ ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟଵକ୍ତା ରୂପେ କେନ୍ଦ୍ରୀୟ…

ବାଇକ୍ ଭିତରକୁ ପଶିଗଲା ଢମଣା ସାପ

ବାଇକ୍ ଭିତରକୁ ପଶିଗଲା ଢମଣା ସାପ । ବାଇକ ଠିଆ ହୋଇଥିବାବେଳେ ଭିତରକୁ ପଶିଗଲା ସାପ । କାଢିବା ପାଇଁ ନକେଦମ୍ ହେଲେ ଚାଳକ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ।…

ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସଙ୍ଘର ସଭାପତି ଗୋରେଖ ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲପାଳ…