କୋରାପୁଟରେ ଜାତୀୟ ପ୍ରେସ ଦିବସ ପାଳିତ

ଆଜି କୋରାପୁଟ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ର ମିଳିତ ଉଦ୍ୟମ ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟଵକ୍ତା ରୂପେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ର ଗଣ ଯୋଗାଯୋଗ ବିଭାଗ ପ୍ରାଧ୍ୟାପକ ଡ଼ ସୌରଭ ଗୁପ୍ତା ପ୍ରେସ କ୍ଲବ ର ସଭାପତି ଭବାନୀ ଶଙ୍କର ମିଶ୍ର ଯୋଗ ଦେଇ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ସାମ୍ବାଦିକତା କ୍ଷେତ୍ର ର ସାମ୍ବାଦିକ ଙ୍କ ବିଭିନ୍ନ ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ l ଏଥିରେ ଜିଲ୍ଲା ର ବିଭିନ୍ନ ଗଣମାଧ୍ୟମ କ୍ଷେତ୍ର ରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନେ ଯୋଗ ଦେଇ ନିଜର ମତାମତ ଉପସ୍ଥାପନ କରିଥିଲେ l

You May Also Like

More From Author

+ There are no comments

Add yours