Sat. Oct 17th, 2026

Category: ଦେଶ ଖବର

ଓଡ଼ିଶାର ୪୪% ବିଧାୟକଙ୍କ ନାଁରେ ଅପରାଧିକ ମାମଲା

ଓଡ଼ିଶାର ୬୪ ଜଣ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ସେମାନଙ୍କ ମଧ୍ୟରୁ ଜଣେ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ରହିଛି। ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ବା ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ରହିଛି ଏହି ତଥ୍ୟ।ଦେଶର ୨୮ଟି ରାଜ୍ୟ…

ଚନ୍ଦ୍ର ଆଡ଼କୁ ଚନ୍ଦ୍ରୟାନ-୩

ଚନ୍ଦ୍ର ଆଡ଼କୁ ଆଉ ଏକ ପାହୁଣ୍ଡ ବଢ଼ାଇଲା ଚନ୍ଦ୍ରୟାନ-୩। ଏହାର ପ୍ରଥମ ଅର୍ବିଟ ରେଜିଂ ମାନୁଭର୍ କରିଛି ଇସ୍ରୋ । ଅର୍ଥାତ୍ ଚନ୍ଦ୍ରୟାନର ଗତିପଥକୁ ପ୍ରସାରିତ କରି, ଏହାକୁ ପୃଥିବୀଠୁ ଆଉ ଟିକିଏ ଦୂରକୁ ପଠାଇ ଦିଆଯାଇଛି । ଏବେ ଚନ୍ଦ୍ରୟାନ-୩ର…

ଜହ୍ନରେ କିଣିବେ ଜାଗା!

ଚନ୍ଦ୍ରଯାନ-୩ ସଫଳତାର ସହ ଲଞ୍ଚ ହୋଇଯାଇଛି। ଏହା ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି କୁହାଯାଉଛି। ଏଥିରେ ଲୋକଙ୍କ ମନରେ ପୁଣି ପ୍ରଶ୍ନ ଉଙ୍କିମାରିଛି, ସତରେ କ’ଣ ଚନ୍ଦ୍ରରେ ଜମି କିଣାଯାଇପାରିବ? ଚନ୍ଦ୍ରର ମାଲିକ କିଏ? ଏହାର…

ଆକାଶ ମଝିରେ ଚନ୍ଦ୍ରଯାନ–୩,ବିମାନରୁ ଥାଇ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ଜୁଲାଇ ୧୪ରେ ଆନ୍ଧ୍ର ପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଇତିହାସ ରଚିଛି । ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ର ସଫଳତାର ସହ ଉତକ୍ଷେପଣରେ ପରେ ସାରା ଦେଶ ଦେଶ ଗର୍ବି ଅନୁଭବ କରୁଛି । ସବୁ କିଛି ଠିକ୍…

ମହାକାଶରେ ଚନ୍ଦ୍ରୟାନ ୩, ଚନ୍ଦ୍ର ମିଶନ କୁ ନେଇ ଉତ୍ସାହିତ ଭାରତ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୩କୁ ଶୁକ୍ରବାର (୧୪ ଜୁଲାଇରେ) ଉତ୍‌କ୍ଷେପଣ କରିଛି। ଦ୍ବିପ୍ରହର ୨.୩୫ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରିହରିକୋଟା ସ୍ଥିତ ସତିଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଏହି ଉତ୍‌କ୍ଷେପଣ କରାଯାଇଥିଲା।ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ ମିଶନକୁ…

ତୃତୀୟ ମୁନ୍ ମିଶନ୍ କାଉଣ୍ଟଡ଼ାଉନ, ଓଡ଼ିଶାର ଗୁରୁତ୍ୱପୁର୍ଣ୍ଣ ଭୂମିକା

ଭୁବନେଶ୍ୱର: ଆସନ୍ତାକାଲି ଭାରତର ମିଶନ ମୁନ୍ । ଲଞ୍ଚ ହେବ ଚନ୍ଦ୍ରୟାନ-୩ । ତେବେ ଏହି ଚନ୍ଦ୍ରୟାନ-୩ ପାଇଁ ଓଡ଼ିଶାରୁ ଯାଇଛି ୭୫ ହଜାର ଯନ୍ତ୍ରାଂଶ । ଏଥିରେ ଭୁବନେଶ୍ବର ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର-ସିଟିଟିସିର ରହିଛି ଗୁରୁତ୍ବପୂର୍ଣ୍ଣ…

ଜନ ଅଭିଯୋଗ ଶୁଣାଣୀକୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଜନ ଅଭିଯୋଗ ଶୁଣାଣୀକୁ ଅଗ୍ରାଧିକାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଢେଙ୍କାନାଳରୁ ଭିଡିଓ କନ୍‌ଫରେସନ୍‌ସ ଜରିଆରେ ଯୋଡି ହୋଇ ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ…

ଠିକଣା ପଚାରିବା ବାହାନାରେ ଲୁଟି ନେଲେ

ଚୋରମାନେ ଦିଲ୍ଲୀର ଅମର କଲୋନୀ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଗାଡି ଗାଁର ଏକ ଘରୁ ଏକ ଲକ୍ଷ ୨୭ ହଜାର ଟଙ୍କା ଚୋରି କରିଛନ୍ତି ଏବଂ ଦୁଇଟି ମୂଲ୍ୟବାନ ମୋବାଇଲ୍ ମଧ୍ୟ ନେଇଯାଇଛନ୍ତି। ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି ଏବଂ…

ଦଶରଥଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶର ସିଦ୍ଧିରେ ଘଟିଥିବା ପରିଶ୍ରା କାଣ୍ଡ ପୁରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କର ଘରରେ ବୁଲଡୋଜର ମଡ଼ାଇ ଦେଇଛି। ଏହାରି ମଧ୍ୟରେ ଗୁରୁବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ୍ ତାଳପତ୍ରଙ୍କ ନାଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ତାଳପତ୍ର । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି…