Sun. Nov 29th, 2026

Category: ଦେଶ ଖବର

ଆଜି ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ

ଶବ୍ଦ ଓଡିଶା ବ୍ୟୁରୋ: ବିଟ୍ରେନର ରାଜା କିଙ୍ଗ ଚାଲର୍ସ ତୃତୀୟଙ୍କ ଆଜି ହେବ ରାଜ୍ୟାଭିଷେକ । ଏଥିପାଇଁ ଲଣ୍ଡନ ଓ ବ୍ରିଟେନରେ ତିନି ଦିନିଆ ଉତ୍ସବ ପାଳନ ହେବ । ୮ ତାରିଖରେ ଏହି ସମାରୋହ ଶେଷ ହେବ । ୭୦…

ଖେଳ ପାଇଁ ନୁହେଁ, ଲଭ୍ ବାର୍ଡଙ୍କୁ ଦେଖି କମ୍ପିଲା ଷ୍ଟାଡିୟମ, ଭାବୀ ଜିନ୍ଦାବାଦର ସ୍ଲୋଗାନ ଦେଲେ ଦର୍ଶକ

ସୋସିଆଲ ମିଡିଆରେ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ ବିବାହକୁ ନେଇ କ୍ରମାଗତ ଆଲୋଚନା ହେଉଛି। ୟୁଜର୍ସ ଦାବି କରୁଛନ୍ତି ଯେ ପରିଣୀତି ଓ ରାଘବ ବିବାହ କରିବାକୁ ଯୋଜନା କରୁଛନ୍ତି। ଯଦିଓ, ପରିଣୀତି ବିବାହ ପ୍ରଶ୍ନର ଗୋଳମାଳ ଉତ୍ତର ଦେଇଥିବାର…

ପଶ୍ଚିମବଙ୍ଗ ପଠାଗଲା ପର୍ଯ୍ୟଟକଙ୍କ ମୃତଶରୀର

ଗତକାଲି ପୁରୀ ସମୁଦ୍ରରେ ବୁଡ଼ି ଯାଇ ପ୍ରାଣ ହରାଇଥିବା ଦୁଇ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ ଶରୀର ବ୍ୟବଚ୍ଛେଦ ପରେ ପଶ୍ଚିମବଙ୍ଗ ପଠାଯାଇଛି। ସମୁଦ୍ରରେ ସ୍ନାନ ବେଳେ ପଶ୍ଚିମବଙ୍ଗ ହାୱଡ଼ା ଜିଲ୍ଲା ସିପୁର, ଖୁରୁଟ ଆଚାର୍ଯ୍ୟ ପଡ଼ାର ଅଧିବାସୀ ୫୧ ବର୍ଷୀୟ ରଞ୍ଜନ…

ପ୍ରଥମେ ଭୋଟ ଦେଇ ଲୋକଙ୍କୁ ସଚେତନ କରାଇଲେ ଯୋଗୀ ଆଦିତ୍ୟନାଥ

ଭୋଟ ଦେଲେ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଦିନ ମ୍ୟୁନିସିପାଲିଟି ନିର୍ବାଚନରେ ​​’ପ୍ରଥମେ ମତଦାନ ପରେ ଜଳପାନ’ ମନ୍ତ୍ର ଅନୁସରଣ କରି ଗୋରଖନାଥରେ ଥିବା ଇଂରାଜୀ ମଧ୍ୟମ ପ୍ରାଥମିକ ବିଦ୍ୟାଳୟରେ ମତଦାନ କରିଥିଲେ। ସକାଳ ସମୟରେ ମତଦାନ କେନ୍ଦ୍ରର…

ଛତିଶଗଡ଼ରେ ବୋଲେରୋକୁ ପିଟିଲା ଟ୍ରକ, ଗୋଟିିଏ ପରିବାରର ୧୦ଜଣଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋକୁ ପିଟିଲା ଟ୍ରକ । ଘଟଣାରେ ଗୋଟିିଏ ପରିବାରର ୧୦ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ଶିଶୁ । ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ହେଭିୱେଟ ନେତା

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଲା। ଏତିକି ବେଳେ ପ୍ରମୁଖ ରାଜନୈତିକ ଦଳ ଗୁଡିକ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥିରୁ ବାଦ ପଡିନାହାଁନ୍ତି। ଦକ୍ଷିଣ କନ୍ନଡ ଜିଲ୍ଲାରେ ଏକ ଜନ…

‘ଦ କେରଳ ଷ୍ଟୋରି’କୁ ନେଇ ବଢ଼ୁଛି ବିବାଦ

ଶବ୍ଦ ଓଡିଶା ବ୍ୟୁରୋ: ‘ଦ କେରଳ ଷ୍ଟୋରି’ ଏକ ବିବାଦୀୟ ଚଳଚ୍ଚିତ୍ର। ମହିଳାଙ୍କ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେଲେ ମହିଳାଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇପାରେ। ତେଣୁ ଏଠାରେ ଏହି ଚଳଚ୍ଚିତ୍ରକୁ ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲି…

“ଶ୍ରମିକ ନିର୍ମାଣ ଓ ପ୍ରଗତିର ବିଶ୍ୱକର୍ମା”

ପ୍ରତିଟି ଶ୍ରମିକ ଦେଶର ନିର୍ମାଣ ଓ ପ୍ରଗତିର ଜଣେ ଜଣେ ବିଶ୍ୱକର୍ମା।ସେମାନଙ୍କ ସାମାଜିକ ସୁରକ୍ଷା ଓ ସହାୟତା ପ୍ରତି ସରକାର ବଦ୍ଧପରିକର ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ।ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଜିଲ୍ଲା ଶ୍ରମ ବିଭାଗ…

ସବୁଠାରୁ ବଡ ଛେଳି, ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଶବ୍ଦ ଓଡିଶା ବ୍ୟୁରୋ: ଛେଳି ପାଳନ ଏକ ଲାଭଦାୟକ ଚାଷ । ଆଜିକା ସମୟରେ ଅନେକ ଜଣ ଛେଳି ପାଳନ କରି ଆତ୍ମନିର୍ଭର ହୋଇପାରୁଛନ୍ତି । ତେବେ ଆପଣ ୫ କିଲୋ, ୧୦ କିଲୋ କିମ୍ବା ୨୦ କିଲେ ଓଜନର ଛେଳି…

ଅନଲାଇନ ଖାଇବା ଡେଲିଭରୀ ହେଲା ମହଙ୍ଗା, ସ୍ୱିଗି ଅର୍ଡର ପିଛା ଗ୍ରାହକଙ୍କଠାରୁ ନେବ ୨ ଟଙ୍କା

ଶବ୍ଦ ଓଡିଶା ବ୍ୟୁରୋ: ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଖାଇବା ଅର୍ଡର କରି ଖାଉଛନ୍ତି । ଆପଣ ଯଦି ଅନଲାଇନ୍ ଯୋଗେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖରାପ ଖବର । ଏଣିକି ଅନଲାଇନ୍ ଯୋଗେ ଫୁଡ୍ ଅର୍ଡର…