Thu. Oct 15th, 2026

Category: ଦେଶ ବିଦେଶ

ସିଡିଏସଙ୍କ ନିଯୁକ୍ତିରେ ପରିବର୍ତ୍ତନ କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କ ନିଯୁକ୍ତିକୁ ନେଇ ଥିବା ନିୟମରେ ପରିବର୍ତ୍ତନ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏନେଇ ସଂଶୋଧିତ ବିଜ୍ଞପ୍ତି ଜାରି କରିଛି ମନ୍ତ୍ରଣାଳୟ । ଲେଫ୍ଟନାଣ୍ଟ ଜେନେରାଲ କିମ୍ବା ସମକକ୍ଷ ପଦବୀରେ ରହିଥିବା ଅଧିକାରୀଙ୍କୁ ସିଡିଏସ୍ ପଦ ଲାଗି…

ସଡ଼କ ତିଆରି କରି ଇତିହାସ ସୃଷ୍ଟି; ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ

ସଡ଼କ ତିଆରି କରି ଗିନିଜ ୱାର୍ଲ୍ଡ ରେକର୍ଡ। କଥାଟି କୌତୁହଳପୂର୍ଣ୍ଣ ହୋଇଥିଲେ ବି ସତ। ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ୧୦୫ ଘଣ୍ଟା ୩୩ ମିନିଟରେ ଅର୍ଥାତ୍ ୫ ଦିନ ମଧ୍ୟରେ ଶେଷ କରିଛି । ୭୫ କିଲୋମିଟର ରାସ୍ତା…

ଆରବିଆଇର ନୂଆ ଉପହାର; ୟୁପିଆଇ ସହ ଲିଙ୍କ ହେବ କ୍ରେଡିଟ କାର୍ଡ

ୟୁପିଆଇ ପେମେଣ୍ଟ ବ୍ୟବହାରକାରୀଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ବଡ ଉପହାର ଦେଇଛି। ବୁଧବାର ଦିନ ଆରବିଆଇ କ୍ରେଡିଟ କାର୍ଡକୁ ସହିତ ଲିଙ୍କ କରିବାକୁ ଅନୁମତି ଦେଇଛି। ଏଭଳି ପରିସ୍ଥିତିରେ, ଯଦିଓ ୟୁଜର୍ସଙ୍କ ଆକାଉଣ୍ଟରେ ଟଙ୍କା ସରିଯାଇଛି, ଉପଭୋକ୍ତାମାନେ ତଥାପି…

ରେପୋ ରେଟ୍ ରେ ପୁଣି ବୃଦ୍ଧି

ପୁଣି ବଢ଼ିଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି । ବୁଧବାର ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୪.୯୦ ପ୍ରତିଶତ ହୋଇଛି । ମାସକ ମଧ୍ୟରେ…

ଖୁବ ଶୀଘ୍ର ଲାଗୁ ହେବ ଗ୍ରୀନ ଏନର୍ଜି ଯୋଜନା

ଚଳିତ ଦିନମାନଙ୍କରେ ବିଦୁ୳ତ କାଟ ଏକ ମୁଖ୍ୟ୳ ସମସ୍ୟା ରୂପେ ମୁଣ୍ଡ ଟେକିଛି। ବର୍ତ୍ତମାନ ଗ୍ରାହକମାନଙ୍କ ପାଇଁ ଗ୍ରୀନ ଏନର୍ଜି ଯୋଜନା ଆଣିଛି ଶକ୍ତି ମନ୍ତ୍ରଣାଳୟ। ଏଥିରେ ଶିଳ୍ପ ଏବଂ ବ୍ୟବସାୟିକ ଗ୍ରାହକ ଯେକୌଣସି ସ୍ଥାନରୁ ସବୁଜ ବିଦ୍ୟୁତ୍ ଅର୍ଡର କରିବାକୁ…

ଭୂତତ୍ତ୍ୱବିତଙ୍କ ବଡ଼ ସଫଳତା, ପାଞ୍ଚ ମାସ ପୂର୍ବରୁ ଜାଣିହେବ ହେବ ଆଗ୍ନେୟ ଉଦଗୀରଣ

ଭୂତତ୍ତ୍ୱବିତମାନଙ୍କୁ ବଡ଼ ସଫଳତା। ପାଞ୍ଚ ମାସ ପୂର୍ବରୁ ଆଗ୍ନେୟଗିରି ଉଦ୍ଗୀରଣକୁ ସଫଳତାର ସହିତ ପୂର୍ବାନୁମାନ କରଛନ୍ତି। ନୂତନ ପୂର୍ବାନୁମାନ ପ୍ରଣାଳୀର ବିକାଶ କରି ଅନୁସନ୍ଧାନକାରୀମାନଙ୍କର ଏକ ଦଳ ଏକ ନୂତନ ମଡେଲ ପ୍ରସ୍ତୁତ କରିଛନ୍ତି ଯାହା ଆଗରୁ ଆଗ୍ନେୟଗିରିର ଉଦୟ ହେବାର…

ପୁରୀ ଜଗନ୍ନାଥ ପରି ଭବ୍ୟ ଓ କାଶୀ ବିଶ୍ୱନାଥଠୁ ପୁରାତନ ବିନ୍ଦୁ ମାଧବ ମନ୍ଦିର

ଭାରତ ଇତିହାସର ସାକ୍ଷୀ ଭାବେ ଉଭା ହୋଇଥାଏ ଭାରତୀୟ ମନ୍ଦିର। ସେ ପୁରୀର ଜଗନ୍ନାଥ ମନ୍ଦିର ହେଉ ଅବା ପଞ୍ଚଗଙ୍ଗା ଘାଟର ବିନ୍ଦୁ ମାଧବ ମନ୍ଦିର। ଔରେଙ୍ଗଜେବଙ୍କ ରାଜୁତି ସମୟରେ ବହୁ ହିନ୍ଦୁ ମନ୍ଦିରକୁ ଧ୍ୱଂସ କରାଯାଇଥିଲା । ସେଥିମଧ୍ୟରୁ କାଶୀ…

ଧାର୍ମିକ ସ୍ୱାଧୀନତା ରିପୋର୍ଟକୁ ନେଇ ଭୋଟ ବ୍ୟାଙ୍କ ବଢାଉଛି ଆମେରିକା : ଭାରତ

ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର ରିପୋର୍ଟକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆମେରିକାକୁ ଉଚିତ୍ ଉତ୍ତର ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେ ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଏବଂ ଆମେରିକାର ବରିଷ୍ଠ ଅଧିକାରୀଙ୍କ ଭୁଲ ତଥ୍ୟ…

ପରିବେଶ ପାଇଁ କିପରି ଥିଲା ସି-ଭେଟରଙ୍କ ସର୍ଭେ

ସବୁଠି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଥିବା ବେଳେ ପରିବେଶ ସହ ଜଡିତ ପ୍ରସଙ୍ଗରେ ଲୋକଙ୍କ ମତାମତ ଜାଣିବା ନିହାତି ଆବଶ୳କ। ସେଥିପାଇଁ ସମଗ୍ର ଭାରତରେ ସି-ଭୋଟରଙ୍କ ଦ୍ବାରା କରାଯାଇଥିବା ଦେଶବ୍ୟାପୀ ସର୍ଭେରେ ଏହା ପ୍ରକାଶ ପାଇଛି। ଅନିୟମିତ ନମୁନା ସଂଗ୍ରହ…

ଇମ୍ରାନଙ୍କୁ ହତ୍ୟା ଗୁଜବ

ପାକିସ୍ତାନରେ ହାଇଡ୍ରାମା। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ପାକିସ୍ତାନରେ ଚାଂଚଲ୍ୟ ଖେଳାଇ ଦେଇଛି। ଏଥିନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଇସଲାମବାଦରେ ପୋଲିସ ହାଇ ଆଲର୍ଟରେ ରହିବା ସହ ୧୪୪ ଧାରା ଜାରି କରାଯାଇଛି । ଇମ୍ରାନଙ୍କ ଘର…