Mon. Nov 30th, 2026

Category: ଦେଶ ବିଦେଶ

ମହାକାଶରେ ଚନ୍ଦ୍ରୟାନ ୩, ଚନ୍ଦ୍ର ମିଶନ କୁ ନେଇ ଉତ୍ସାହିତ ଭାରତ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୩କୁ ଶୁକ୍ରବାର (୧୪ ଜୁଲାଇରେ) ଉତ୍‌କ୍ଷେପଣ କରିଛି। ଦ୍ବିପ୍ରହର ୨.୩୫ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରିହରିକୋଟା ସ୍ଥିତ ସତିଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଏହି ଉତ୍‌କ୍ଷେପଣ କରାଯାଇଥିଲା।ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ ମିଶନକୁ…

ଅପରାହ୍ନରେ ଚନ୍ଦ୍ରଯାନ-୩ ପ୍ରେରଣ କରିବ ଭାରତ

ଶବ୍ଦ ଓଡିଶା ବ୍ୟୁରୋ: ସମସ୍ତ ପ୍ରସ୍ତୁତି ଶେଷ, ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩ । ଆଜି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ ।୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ…

ବନ୍ଦ୍ ହୋଇଯିବ ଇଣ୍ଟରନେଟ!

ଆସୁଛି ସୌରଝଡ଼। ଯାହା ବନ୍ଦ କରିଦେବ ଇଣ୍ଟରନେଟ। ଆସନ୍ତା ୨ ବର୍ଷ ମଧ୍ୟରେ ସୂର୍ଯ୍ୟ ଚରମ ସ୍ଥିତିରେ ପହଞ୍ଚତ୍ବ। ଫଳରେ ଅନେକ ମାସ ଧରି ସୌରଝଡ଼ ଲାଗିରହିବ। ଇଣ୍ଟରନେଟ୍‌ ପାଇଁ ଏହା ବିନାଶକାରୀ ସାଜିବା ସହ ବିଶ୍ୱ ଅର୍ଥନୀତିକୁ ମଧ୍ୟ ବହୁଳ…

ତୃତୀୟ ମୁନ୍ ମିଶନ୍ କାଉଣ୍ଟଡ଼ାଉନ, ଓଡ଼ିଶାର ଗୁରୁତ୍ୱପୁର୍ଣ୍ଣ ଭୂମିକା

ଭୁବନେଶ୍ୱର: ଆସନ୍ତାକାଲି ଭାରତର ମିଶନ ମୁନ୍ । ଲଞ୍ଚ ହେବ ଚନ୍ଦ୍ରୟାନ-୩ । ତେବେ ଏହି ଚନ୍ଦ୍ରୟାନ-୩ ପାଇଁ ଓଡ଼ିଶାରୁ ଯାଇଛି ୭୫ ହଜାର ଯନ୍ତ୍ରାଂଶ । ଏଥିରେ ଭୁବନେଶ୍ବର ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର-ସିଟିଟିସିର ରହିଛି ଗୁରୁତ୍ବପୂର୍ଣ୍ଣ…

ମିଶନ ଚନ୍ଦ୍ରଯାନ-୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ଚନ୍ଦ୍ରଯାନ-୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆସନ୍ତାକାଲି ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଏହା ଉତକ୍ଷେପଣ ହେବ । ଏହି ମିଶନରେ ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ୨୪ ଘଣ୍ଟା ଧରି ଚାଲିଥିବା…

ଜନ ଅଭିଯୋଗ ଶୁଣାଣୀକୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଜନ ଅଭିଯୋଗ ଶୁଣାଣୀକୁ ଅଗ୍ରାଧିକାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଢେଙ୍କାନାଳରୁ ଭିଡିଓ କନ୍‌ଫରେସନ୍‌ସ ଜରିଆରେ ଯୋଡି ହୋଇ ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ…

ଠିକଣା ପଚାରିବା ବାହାନାରେ ଲୁଟି ନେଲେ

ଚୋରମାନେ ଦିଲ୍ଲୀର ଅମର କଲୋନୀ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଗାଡି ଗାଁର ଏକ ଘରୁ ଏକ ଲକ୍ଷ ୨୭ ହଜାର ଟଙ୍କା ଚୋରି କରିଛନ୍ତି ଏବଂ ଦୁଇଟି ମୂଲ୍ୟବାନ ମୋବାଇଲ୍ ମଧ୍ୟ ନେଇଯାଇଛନ୍ତି। ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି ଏବଂ…

ନେପାଳରେ ହେଲିକପ୍ଟର କ୍ରାଶ୍

ନେପାଳରେ ପୁଣି ହେଲିକପ୍ଟର କ୍ରାଶ୍। ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ କ୍ରାଶ୍‌ କରି ଯାଇଥିବା ଜଣାଯାଇଛି। ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ଓ ତାହା…

ଦଶରଥଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶର ସିଦ୍ଧିରେ ଘଟିଥିବା ପରିଶ୍ରା କାଣ୍ଡ ପୁରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କର ଘରରେ ବୁଲଡୋଜର ମଡ଼ାଇ ଦେଇଛି। ଏହାରି ମଧ୍ୟରେ ଗୁରୁବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ୍ ତାଳପତ୍ରଙ୍କ ନାଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ତାଳପତ୍ର । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି…