Thu. Oct 15th, 2026

Category: ରାଜନୀତି

ମୋଦିଙ୍କ ମେଗା ରୋଡ୍ ସୋ

ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ମେ ୭) ରେ ଲଗାତାର ଦ୍ୱିତୀୟ ଦିନ ବେଙ୍ଗାଲୁରୁରେ ଏକ ମେଗା ରୋଡ୍ ସୋ କରୁଛନ୍ତି। ଏହି ରୋଡ୍…

୯ରେ ନବୀନ-ନୀତିଶ ଭେଟଘାଟ

ଶବ୍ଦ ଓଡିଶା ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ନବୀନ-ନୀତିଶଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ଠାରୁ ଜାତୀୟ ରାଜନୀତି ଅଧିକ ଚଳଚଞ୍ଚଳ ହୋଇ ଉଠିଛି। ୨୦୦୯ରୁ ବିଜେପି ଓ କଂଗ୍ରେସ…

ଅନ୍ଧକାରରେ ଭାଷଣ ଦେଲେ ରାଷ୍ଟ୍ରପତି, ଜନ୍ମମାଟିରେ ବିକାଶର ଧାରାକୁ ନେଇ ଉଠିଲା ପ୍ରଶ୍ନ

ରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଲା ବେଳେ ଅନ୍ଧାର ହୋଇଯାଇଥିଲା । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଉଥିଲେ ରାଷ୍ଟ୍ରପତି । ଭାଷଣ ଆରମ୍ଭ କରିବାର ଅଳ୍ପ…

ଖେଳ ପାଇଁ ନୁହେଁ, ଲଭ୍ ବାର୍ଡଙ୍କୁ ଦେଖି କମ୍ପିଲା ଷ୍ଟାଡିୟମ, ଭାବୀ ଜିନ୍ଦାବାଦର ସ୍ଲୋଗାନ ଦେଲେ ଦର୍ଶକ

ସୋସିଆଲ ମିଡିଆରେ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ ବିବାହକୁ ନେଇ କ୍ରମାଗତ ଆଲୋଚନା ହେଉଛି। ୟୁଜର୍ସ ଦାବି କରୁଛନ୍ତି ଯେ ପରିଣୀତି ଓ ରାଘବ ବିବାହ କରିବାକୁ ଯୋଜନା କରୁଛନ୍ତି। ଯଦିଓ, ପରିଣୀତି ବିବାହ ପ୍ରଶ୍ନର ଗୋଳମାଳ ଉତ୍ତର ଦେଇଥିବାର…

ପ୍ରଥମେ ଭୋଟ ଦେଇ ଲୋକଙ୍କୁ ସଚେତନ କରାଇଲେ ଯୋଗୀ ଆଦିତ୍ୟନାଥ

ଭୋଟ ଦେଲେ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଦିନ ମ୍ୟୁନିସିପାଲିଟି ନିର୍ବାଚନରେ ​​’ପ୍ରଥମେ ମତଦାନ ପରେ ଜଳପାନ’ ମନ୍ତ୍ର ଅନୁସରଣ କରି ଗୋରଖନାଥରେ ଥିବା ଇଂରାଜୀ ମଧ୍ୟମ ପ୍ରାଥମିକ ବିଦ୍ୟାଳୟରେ ମତଦାନ କରିଥିଲେ। ସକାଳ ସମୟରେ ମତଦାନ କେନ୍ଦ୍ରର…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ହେଭିୱେଟ ନେତା

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଲା। ଏତିକି ବେଳେ ପ୍ରମୁଖ ରାଜନୈତିକ ଦଳ ଗୁଡିକ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥିରୁ ବାଦ ପଡିନାହାଁନ୍ତି। ଦକ୍ଷିଣ କନ୍ନଡ ଜିଲ୍ଲାରେ ଏକ ଜନ…

କରୋନା ଚକଡ଼ରେ ରାଜନାଥ ସିଂହ

କରୋନା ଚକଡ଼ରେ ମନ୍ତ୍ରୀ ରାଜନାଥ ସିଂହ । ଗୁରୁବାର ଏ ନେଇ ସରକାରୀ ଭାବେ କୁହାଯାଇଛି। କରୋନାରେ ଆକ୍ରାନ୍ତ ହେବା ପରେ ରାଜନାଥ ସିଂହ ଘରେ ଏକାନ୍ତବାସରେ ରହିଛନ୍ତି। ତାଙ୍କଠାରେ ସ୍ବଳ୍ପ ଲକ୍ଷଣ ଦେଖା ଦେଇଥିବା କୁହାଯାଉଛି । ପ୍ରତିରକ୍ଷା ମନ୍ତ୍ରାଳୟ…

ଝାରସୁଗୁଡ଼ା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କରିବେ ଦୀପାଳି ଦାସ

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ଦୀପାଳି ଦାସ । ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଛି । ଆଉ…

ଏଣିକି ଓଡ଼ିଆ ଭାଷାରେ ପୋଲିସ ପରୀକ୍ଷା!

ଏଣିକି ଓଡ଼ିଆ ଭାଷାରେ ହେବ ପୋଲିସ ପରୀକ୍ଷା। ଶନିବାର ଗୃହ ମନ୍ତାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । CAPF ବା ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସ ପାଇଁ ହେବାକୁ ଥିବା ପ୍ରତ୍ୟେକ ପରୀକ୍ଷା ଏଣିକି ହିନ୍ଦି ଇଂରାଜୀ ବ୍ୟତୀତ…

ଚଳିତ ବର୍ଷ ହେବ ମେଗା ନିଯୁକ୍ତିର ବର୍ଷ!

ଚଳିତ ଆର୍ଥିକ ବର୍ଷ ହେବ ମେଗା ନିଯୁକ୍ତିର ବର୍ଷ। ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ଆଦି ବିଭାଗ ଗୁଡିକରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରାଯିବ। ସେହିପରି ପୋଲିସ ବିଭାଗରେ ମଧ୍ଯ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି…