ପାରମ୍ପରିକ ଢଙ୍ଗରେ ପତାକା ଉତ୍ତୋଳନ
ଅପେକ୍ଷାର ଅନ୍ତ ଘଟିଛି। ଯେଉଁ ଦିନ ପାଇଁ ପ୍ରତ୍ୟେକ ଭାରତୀୟ ଅପେକ୍ଷା କରିଥିଲା, ସେଥିରେ ଆଜି ପୂର୍ଣଛେଦ ପଡିଛି। ଆସିଯାଇଛି ୭୫ତମ ସ୍ବାଧୀନତା ଦିବସ। ସମଗ୍ର ଦେଶ ସ୍ବାଧୀନତାର ପର୍ବକୁ ପରମ୍ପରା ସହିତ ପାଳନ କରୁଛି। ଆଜି ୭୫ତମ ସ୍ୱାଧୀନତା ଦିବସର…
ଅପେକ୍ଷାର ଅନ୍ତ ଘଟିଛି। ଯେଉଁ ଦିନ ପାଇଁ ପ୍ରତ୍ୟେକ ଭାରତୀୟ ଅପେକ୍ଷା କରିଥିଲା, ସେଥିରେ ଆଜି ପୂର୍ଣଛେଦ ପଡିଛି। ଆସିଯାଇଛି ୭୫ତମ ସ୍ବାଧୀନତା ଦିବସ। ସମଗ୍ର ଦେଶ ସ୍ବାଧୀନତାର ପର୍ବକୁ ପରମ୍ପରା ସହିତ ପାଳନ କରୁଛି। ଆଜି ୭୫ତମ ସ୍ୱାଧୀନତା ଦିବସର…
ଭାରତ ପାଳୁଛି ୭୫ତମ ସ୍ବାଧୀନତା ଦିବସ। ଏହି ଦିବସ ହେଉଛି ସେହି ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଆମକୁ ସ୍ୱାଧୀନତା ଦେବା ପାଇଁ ସଂଘର୍ଷ କରିଥିଲେ। ଓ ଦେଇଯାଇଥିଲେ ସ୍ୱାଧୀନ ଭାରତର ଉପହାର। ଏହି ମହାନ ଦିବସର ଗାରିମାକୁ ଚୀରସ୍ମରଣୀୟ…
ଶୁକ୍ରବାର ଦିନ ଭାରତୀୟ ନ୍ୟୁୟର୍କ ଲେଖକ ସଲମାନ ରୁଶଦୀଙ୍କୁ ଆକ୍ରମଣ ହେବାର କିଛି ସମୟ ପରେ ଗିରଫ ହୋଇଛି ଅଭିଯୁକ୍ତ। ନ୍ୟୁୟର୍କ ପୋଲିସ ସନ୍ଦିଗ୍ଧଙ୍କୁ ନ୍ୟୁ ଜର୍ସିର ଫେୟାରଭ୍ୟୁରୁ ହେଡି ମ୍ୟାଟାର୍ (୨୪) ବୋଲି ଚିହ୍ନଟ କରିଥିଲା। ନ୍ୟୁୟର୍କ ଷ୍ଟେଟ ପୋଲିସର…
ବିହାରରେ ଅଷ୍ଟମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ କରିବାକୁ ଯାଉଛନ୍ତି। ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ମହାମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ଏହି ଘଟଣା କ୍ରମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ…
କଥାରେ ଅଛି ବର୍ଷା ଯୁଆଡ଼େ ଛତା ସିଆଡ଼େ। କେବେ ବିଜେପି ତ କେବେ ଆରଜେଡ଼ି! କେବେ ପଦ୍ମ ଧରି ରାଜନୀତିକୁ ଓହ୍ଲାଉଛନ୍ତି, ତ ଆଉ କେବେ ମେଣ୍ଟ ସରକାରରେ ଶାସନ ଭାର ନିଭାଉଛନ୍ତି। ସେ ଆଉ କେହି ନୁହଁନ୍ତି, ବିହାର ମୁଖ୳ମନ୍ତ୍ରୀ…
କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଉଭୟ ଜୀବନ ଏବଂ ମୃତ୍ୟୁ ଉପରବାଲା ହାତରେ ଥାଏ। ଯଦି ଜଣଙ୍କର ଆୟୁଷ ସରିଯାଇଥାଏ, ତେବେ ଛୋଟମୋଟ ଦୁର୍ଘଟଣାରେ ବି ତା’ର ମୃତ୍ୟୁ ହୋଇଯାଏ। କିନ୍ତୁ ଯଦି ଭାଗ୍ୟରେ ଜୀବନ…
୨୦୨୨-୨୩ ମୂଲ୍ୟାଙ୍କନ ବର୍ଷ ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିବାର ଶେଷ ତାରିଖ ଶେଷ ହୋଇସାରିଛି। ଏହି ତାରିଖ ପର୍ଯ୍ୟନ୍ତ ଆଇଟିଆର ଦାଖଲ କରିଥିବା ଟିକସଦାତା ଫେରସ୍ତକୁ ଅପେକ୍ଷା କରିଛନ୍ତି। ଆୟକର ବିଭାଗ ଆଇଟିଆର ଦାଖଲ କରିବାର ୧୦ ଦିନ…
ରାଜ୍ୟ ସରକାରଙ୍କ ଅଧୀନରେ ଖାଲି ଥିବା ପଦବୀ ଶୀଘ୍ର ପୂରଣ ହେବ। ଏଥିପାଇଁ ବିଭିନ୍ନ ବିଭାଗ ଏବଂ ଚୟନକାରୀ ସଂସ୍ଥା ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଲୋକସେବା ଭବନ ସଭାଗୃହରେ…
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ଗୋଲ୍ଡେନ୍ ଡେ । ଗୋଟିଏ ଦିନରେ ୪ଟି ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ସହ ମୋଟ ୧୪ଟି ମେଡାଲ୍ ହାତେଇଛି ଭାରତ । ଯାହା ଚଳିତ କମନ୍ୱେଲ୍ଥ ଗେମ୍ସରେ ଦିନକରେ…
କିଛି ଦିନ ହେବ ଗଣମାଧ୍ଯମ ତଥା ସାମାଜିକ ଗଣମାଧ୍ଯମ ରେ ଛାଇ ରହିଥିଲା ତୃପ୍ତି-ବାବୁ-ପ୍ରକୃତି ଷ୍ଟାର କଳି। ଏଥିରେ ଓଡ଼ିଆ ସିନେ ଦର୍ଶକଙ୍କ ସମାଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ପ୍ରକୃତି ମିଶ୍ର । ଏବେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏଥର…