Sun. Nov 29th, 2026

Author: sabdamedia

ଜୁଲାଇରେ ଉତକ୍ଷେପଣ ହୋଇପାରେ ଚନ୍ଦ୍ରୟାନ-୩

ଶବ୍ଦ ଓଡିଶା ବ୍ୟୁରୋ: ମହାକାଶ କ୍ଷେତ୍ରରେ ଭାରତର ଶକ୍ତିକୁ ସାରା ବିଶ୍ୱ ଏବେ ସ୍ୱୀକାର କରୁଛି । ମଙ୍ଗଳାୟନ ଠାରୁ ଆରମ୍ଭ କରି ଚନ୍ଦ୍ରୟାନ ପର୍ଯ୍ୟନ୍ତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଲଗାତର ଏହି କ୍ଷେତ୍ରରେ ନୂଆ ନୂଆ…

ଅସହ୍ୟ ତାତି ସାଙ୍ଗକୁ ଲାଗି ରହିଛି ଗୁଳୁଗୁଳି

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ୪୩ ଡିଗ୍ରୀ ଉପରେ ୩ ସହର ରହିଛି। ୪୩.୭ ଡିଗ୍ରୀ ସହ ବଲାଙ୍ଗିର ପାଲଟିଛି ଉତ୍ତପ୍ତ ସହର। ଭୁବନେଶ୍ୱର…

ଖରା ଛୁଟି ପାଇଁ ୨୨ରୁ ବନ୍ଦ ରହିବ ହାଇକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ଆସନ୍ତା ମେ’ ୨୨ତାରିଖରୁ ଜୁନ୍ ୨୦ତାରିଖ ପର୍ଯ୍ୟନ୍ତ ହେବ । ତେବେ ଏହି ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କାର୍ଯ୍ୟ କରିବେ ଓ ଏଥିପାଇଁ…

ଓଡିଶାରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବେ ଟ୍ରିବ୍ୟୁନାଲ ଟିମ୍

ଶବ୍ଦ ଓଡିଶା ବ୍ୟୁରୋ: ଓଡିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳବିବାଦ ମାମଲାର ଅନୁଧ୍ୟାନ କରୁଥିବା ଟ୍ରିବ୍ୟୁନାଲ ଟିମ୍, ଛତିଶଗଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି ଠାରୁ ଟ୍ରିବ୍ୟୁନାଲ ଟିମ୍…

ଆଜି ଶପଥ ନେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ଶବ୍ଦ ଓଡିଶା ବ୍ୟୁରୋ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସିଦ୍ଧରମୈୟା । ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ଶନିବାର ବେଙ୍ଗାଲୁରୁର କାନ୍ତିବୀରା ଷ୍ଟାଡିୟମରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ । ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ହେବାକୁ…

ହୀରାକୁଦ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍

ଶବ୍ଦ ଓଡିଶା ବ୍ୟୁରୋ: ମହାନଦୀ ଜଳବିବାଦ ମାମଲା । ଆଜି ହୀରାକୁଦ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ନିକଟରେ ୨ ଟି ପର୍ଯ୍ୟାୟରେ ମହାନଦୀ ଟ୍ରିବ୍ୟୁନାଲ ଟିମରେ ୫୦ ଜଣିଆ ଟିମ ଛତିଶଗଡରେ କ୍ଷେତ୍ର ପରିଦର୍ଶନ କରିଥିଲେ । ଆସନ୍ତାକାଲିଠାରୁ…

୨୦ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତା ୨୦ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଓ ରାଜ୍ୟରେ କେନ୍ଦ୍ର ସରକାରଙ୍କ…

ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳୁଛନ୍ତି ମହିଳା

ଶବ୍ଦ ଓଡିଶା ବ୍ୟୁରୋ: ଆଜି ସାବିତ୍ରୀ ଓଷା । ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା । ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ କରୁଛନ୍ତି ପୂଜାର୍ଚ୍ଚନା । ସକାଳ ହେଉ ହେଉ ମଥାରେ…

ଆହୁରି ୪ ଦିନ ପଶ୍ଚିମ ଓଡିଶାରେ ଅନୁଭୂତ ହେବ ତାତି

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ଆହୁରି ୪ ଦିନ ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ଆକଳନ କରିଛି । ଗତକାଲି ୪୪.୨ ଡିଗ୍ରୀ ସହ…

ଚିନ୍ତାମଣି ଗୌଡ଼ ଦଶମ ବୋର୍ଡ ପରୀକ୍ଷାରେ ଚନ୍ଦାହାଣ୍ଡି ବ୍ଲକରେ ପ୍ରଥମ

ଶବ୍ଦ ଓଡିଶା ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ l ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଗମ୍ଭାରୀଗୁଡା ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଚିନ୍ତାମଣି ଗୌଡ଼ ବ୍ଲକ ଟପ୍ପର ହୋଇଛନ୍ତି l 552 ନମ୍ବର ରଖି ବ୍ଲକରେ ପ୍ରଥମ ହୋଇଥିବାରୁ…