Mon. Nov 30th, 2026

Author: sabdamedia

ଏମିତି କାମ କରିବ ଡିଜିଟାଲ ଲାଇବ୍ରେରୀ, ଘରେ ବସି ପଢିପାରିବେ ଅନେକ ବହି …

ଶବ୍ଦ ଓଡିଶା ବ୍ୟୁରୋ: : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । ବଜେଟରେ ଶିଶୁ ଏବଂ କିଶୋରଙ୍କ ପାଇଁ ଡିଜିଟାଲ ଲାଇବ୍ରେରୀର ଘୋଷଣା କରିଛନ୍ତି । ସମସ୍ତ ସ୍କୁଲକୁ ଏହା ମାଧ୍ୟମରେ…

ରାତି ଅଧିଆ ବିମାନ ବନ୍ଦର ଥାନାର ପାଇଖାନା ଟାଙ୍କି ଖୋଳି ପ୍ରମାଣ ଖୋଜିଲା କ୍ରାଇମବ୍ରାଞ୍ଚ

ଶବ୍ଦ ଓଡିଶା ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ପାଇଖାନା ଟାଙ୍କିରେ ଲୁଚିଛି ପ୍ରମାଣ । ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି । ଏହି ସମୟରେ ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ କିଛି କାଗଜ ଫିଙ୍ଗି…

ଭୁବନେଶ୍ୱରରେ ଆଜିଠାରୁ ପଦୋନ୍ନତି ଅଦାଲତ, କର୍ମଚାରୀଙ୍କ ଅଭିଯୋଗ ଶୁଣିବେ ଅଧିକାରୀ

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଦୋନ୍ନତି ଅଦାଲତ ଅନୁଷ୍ଠିତ ହେବ । ୨୦୨୨ ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ସରକାରୀ କର୍ମଚାରୀମାନେ ପଦୋନ୍ନତି ପାଇପାରିଥାନ୍ତେ କିନ୍ତୁ ପାଇନାହାନ୍ତି ସେସବୁ ପଦୋନ୍ନତି ପ୍ରସଙ୍ଗଗୁଡ଼ିକ ପଦୋନ୍ନତି ଅଦାଲତରେ…

ବଜେଟ ୨୦୨୩-୨୪: କାହାକୁ ପ୍ରାଧନ୍ୟ ଦେବେ କେନ୍ଦ୍ର ସରକାର ଜାଣନ୍ତୁ …

ଶବ୍ଦ ଓଡିଶା ବ୍ୟୁରୋ: କିଛି ସମୟ ପରେ ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନା ହେବ ବଜେଟ । ତେବେ ବଜେଟରୁ ଅନେକ ଆଶା ରହିଛି । ବଜେଟରେ ଆୟକର…

ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ ମ୍ୟାଚ୍, ଅହମଦାବାଦରେ ଖେଳାଯିବ ମ୍ୟାଚ

ଶବ୍ଦ ଓଡିଶା ବ୍ୟୁରୋ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ । ମ୍ୟାଚଟି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୨୧ ରନରେ ଜିତିଥିଲା…

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ।

ଶବ୍ଦ ଓଡିଶା ବ୍ୟୁରୋ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଜି ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ…

ମରିବାକୁ ପସନ୍ଦ କରିବି ସିନା, ବିଜେପିକୁ ସମର୍ଥନ ଦେବିନାହିଁ।

ଶବ୍ଦ ଓଡିଶା ବ୍ୟୁରୋ: ବିହାରରେ ଶାସନ କରୁଥିବା ଜେଡିୟୁରେ କନ୍ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଡ ଘୋଷଣା କରିଛନ୍ତି । ନୀତୀଶ କହିଛନ୍ତି ମରିବା ଯାଏ କେବେହେଲେ ବିଜେପି ସହ ଆସିବେ ନାହିଁ । ସେ ସ୍ପଷ୍ଟ ଭାବେ କହିଛନ୍ତି…

ଡାକ୍ତର ଚୋରୀ କରିନେଲେ କିଡନୀ… ବିହାର ମହିଳା ସୁନୀତାଙ୍କ ସଙ୍ଘର୍ଷର କାହାଣୀ

ଶବ୍ଦ ଓଡିଶା ବ୍ୟୁରୋ: ଭରସାର ସହ ଯେଉଁଠି ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲି ସେଠାରୁ ଚୋରୀ ହୋଇଗଲା କିଡନୀ । ଯେଉଁ ସ୍ୱାମୀ ସୁଖଦୁଃଖରେ ସାଥିରେ ରହିବାର ଭରସା ଦେଇଥିଲା ମଝି ରାସ୍ତାରେ ଛାଡି ସେ କେଉଁଆଡେ ଚାଲିଗଲା । ପାଖରେ…

ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ୧ରେ ପୂର୍ଣ୍ଣାଙ୍ଗ ବଜେଟ୍‌

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ରୀୟ ବଜେଟ୍ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ସଦସ୍ୟଙ୍କୁ ଉଦବୋଧନ ଦେବା ପରେ ଆରମ୍ଭ ହେବ ୨୦୨୩-୨୪ ଆର୍ଥକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଏଥର ବଜେଟ୍ ଅଧିବେଶନରେ…

ବିଶ୍ୱକପରୁ ବିଦା ପରେ କୋଚ୍ ପଦରୁ ଗ୍ରାହାମ ରିଡଙ୍କ ଇସ୍ତଫା।

ଶବ୍ଦ ଓଡିଶା ବ୍ୟୁରୋ: ହକି ବିଶ୍ୱକପରେ ଭାରତର ବିଫଳତା ପରେ ଇସ୍ତଫା ଦେଇଛନ୍ତି କୋଚ୍ ଗ୍ରାହାମ ରିଡ୍ । ନିଜର ଇସ୍ତଫା ପତ୍ର ସେ ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କୀଙ୍କୁ ପ୍ରଦାନ କରିଛନ୍ତି । ଓଡିଶାରେ ଖେଳାଯାଇଥିବା ବିଶ୍ୱକପରେ…