Mon. Nov 30th, 2026

Author: sabdamedia

ପ୍ରଧାନମନ୍ତ୍ରୀ ହାଲର ନୂଆ କାରଖାନାର ସୋମବାର କରିବେ ଉଦଘାଟନ

ଶବ୍ଦ ଓଡିଶା ବ୍ୟୁରୋ: ସୋମବାର କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେବ୍ରୁଆରୀ ୬ରେ ସେ କର୍ଣ୍ଣାଟକ ଗସ୍ତରେ ଯିବେ । ଏହି ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରିବେ ମୋଦୀ । ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ରରେ…

ଲେମରିନ ଟେକ ବିଶ୍ୱବିଦ୍ୟାଳୟର ପ୍ରଥମ ରିଏଲ ଇଷ୍ଟେଟ କୋର୍ସର ଶୁଭାରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀରେ ଆରମ୍ଭ ହେଲା ପ୍ରଥମ ରିଏଲ ଇଷ୍ଟେଟ କୋର୍ସ । ଲେମରିନ ଟେକ ବିଶ୍ୱବିଦ୍ୟାଳୟରେ ଏହି କୋର୍ସର ଶୁଭାରମ୍ଭ କରାଯାଇଛି । ରେରା ପୃଷ୍ଠଭୂମିର କୁଶଳୀ କାରିଗରୟ ସୃଷ୍ଟି ଉଦ୍ଦେଶ୍ୟରେ ପଞ୍ଜାବ ସ୍ଥିତ ଲେମରିନ ଟେକ ବିଶ୍ୱ…

ସୁପ୍ରିମକୋର୍ଟକୁ ମିଳିବ ୫ ନୂଆ ଜଜ୍

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଆଶ୍ୱସନା ଦେଇଛନ୍ତି ଯେ ଶୀଘ୍ର ୫ଜଣ ଜଜଙ୍କୁ ନିଯୁକ୍ତି ନେଇ କଲେଜିୟମର ସୁପାରିଶକୁ ମଞ୍ଜୁରୀ ଦେବେ । ଆଟର୍ଣ୍ଣିଂ ଜେନେରାଲ ଆର. ଭେଙ୍କଟରମଣ ଜଷ୍ଟିସ ଏସ କେ କୌଲ, ଜଷ୍ଟିସ ଏ.…

ଆଦାନୀଙ୍କ କମ୍ପାନୀରେ ଭୂକମ୍ପ ଆପଣଙ୍କୁ କରି ନଦେଉ କାଙ୍ଗାଳ !

ଶବ୍ଦ ଓଡିଶା ବ୍ୟୁରୋ: ଗୋଟିଏ ରିପୋର୍ଟ ଆଉ ସବୁକିଛି ଶେଷ । ଶୁଣିବାକୁ ଏହା ସାମାନ୍ୟ ଅଜବ ଲାଗୁଛି ନା । କିନ୍ତୁ ଏଭଳି କିଛି ଘଟିଛି ଦେଶର ବଡ ଶିଳ୍ପପତି ଗୌତମ ଆଦାନୀଙ୍କ କ୍ଷେତ୍ରରେ । ହିଣ୍ଡନବର୍ଗର ରିସର୍ଚ୍ଚ ରିପୋର୍ଟ…

ଉପେନ୍ଦ୍ର କୁଶୱାହା ଜେଡିୟୁରେ ରହିବା ବର୍ତ୍ତମାନ ସମ୍ଭବ ନୁହେଁ!

ଶବ୍ଦ ଓଡିଶା ବ୍ୟୁରୋ: ବିହାରରେ ରାଜନୈତିକ ସମୀକରଣ ବଢିବାରେ ଲାଗିଛି । ମହାମେଣ୍ଟକୁ ଫେରିବା ପରେ ନୀତୀଶ କୁମାର ସକ୍ରିୟ ହେଉଥିବା ବେଳେ ଦଳର ନେତା ଉପେନ୍ଦ୍ର କୁଶୱାହା ବିଦ୍ରୋହର ରାସ୍ତାରେ ଗୋଟିଏ ପାଦ ଆଗକୁ ବଢାଇଚାଲିଛନ୍ତି । ଉପେନ୍ଦ୍ର ଯେଉଁଭଳି…

ସମାନତା ଦାବି କରିପାରିବେ ନାହିଁ ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀ : ସୁପ୍ରିମକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ସୁପ୍ରିମକୋର୍ଟ ବଡ ନିର୍ଦ୍ଦେଶ ଜାରି କରିଛନ୍ତି । ଅଦାଲତ କହିଛନ୍ତି, ଅବସର ତାରିଖ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀ ଏବଂ ସେବା ଶେଷ ପରେ ଅବସର ନେଉଥିବା କର୍ମଚାରୀଙ୍କୁ…

ଗୋପାଳ ଦାସର ୪ ଦିନିଆ ରିମାଣ୍ଡ ଅବଧି ଶେଷ

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସର ଆଜି ସରିବ ରିମାଣ୍ଡ ଅବଧି । କ୍ରାଇମବ୍ରାଞ୍ଚ ପୁଣି ତାଙ୍କୁ ରିମାଣ୍ଡରେ ନେବ କି ନାହିଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଗତ ୧ ତାରିଖରୁ ଗୋପାଳଙ୍କୁ…

ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା : ଉତ୍ସବମୁଖର ମହିମାଗାଦି ପୀଠ

ଶବ୍ଦ ଓଡିଶା ବ୍ୟୁରୋ: ଢେଙ୍କାନାଳର ପ୍ରସିଦ୍ଧ ଯୋରନ୍ଦା ମେଳା ଆଜିଠୁ ଆରମ୍ଭ ହୋଇଛି । ସଂଧ୍ୟାରେ ଗାଦି ମନ୍ଦିରର ଚାରି ଦ୍ୱାରରେ ଝାଡଦ୍ୱୀପ ପ୍ରଜ୍ୱଳନ କରାଯିବ । ଯୋରନ୍ଦା ମେଳା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ପହଞ୍ଚି…

ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିକ୍ରମଦେବ କଲେଜର ୭୫ ବର୍ଷ ପୂର୍ତ୍ତିରେ ଦେବେ ଯୋଗ

ଶବ୍ଦ ଓଡିଶା ବ୍ୟୁରୋ: ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ ଦେବ କଲେଜର ୭୫ ବର୍ଷ ଅବସରରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଗତକାଲି ଅବିଭକ୍ତ କୋରାପୁଟ ଜିଲ୍ଲାର ଏହି ସର୍ବପୁରାତନ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ…

ନାଗାଲାଣ୍ଡ ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ପ୍ରାର୍ଥୀଙ୍କ ତାଲିକା।

ଶବ୍ଦ ଓଡିଶା ବ୍ୟୁରୋ: ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ଦଳ ୨୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେପି ପକ୍ଷରୁ ଜାରି ହୋଇଥିବା ଏହି ତାଲିକା ଅନୁସାରେ ନାଗାଲାଣ୍ଡର ବିଜେପି ଅଧ୍ୟକ୍ଷ ତେମାଜିନ ଇମନା ଅଲଁଙ୍ଗ, ଏଲଁଙ୍ଗଟକି…